ଦିଲ୍ଲୀ ୟୁନିଭର୍ସିଟିରେ ଏବିଭିପିର ବୃହତ୍‌ ବିଜୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ସମର୍ଥିତ ଛାତ୍ର ସଂଗଠନ ଏବିଭିପିକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ବଡ଼ ସଫଳତା ମିଳିଛି। ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରମୁଖଟି ପଦବୀ ମଧ୍ୟରୁ ୩ଟି ହାତେଇ…
Read More...

ବିଧାୟକଙ୍କୁ ଶାଳୀନତାର ପାଠ ପଢ଼ାଇଲେ ନବୀନ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକାଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ ନବୀନ…
Read More...

ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇ.ଏ.ଏସ୍ ଅଫିସର

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ପୁରୀର ଭିତିଭୂମିର ବିକାଶ, କୀର୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି…
Read More...

ଟ୍ରୋଲ ହେଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ

ନୂଆଦିଲ୍ଲୀ :କାଶ୍ମୀରକୁ ନେଇ ପାକିସ୍ତାନକୁ ସବୁଆଡୁ ନିରାଶ ହୋଇ ଫେରିବାକୁ ପଡୁଛି। ବୈଶ୍ଵିକ ସ୍ତରରେ ଏହି ପ୍ରସଙ୍ଗ ଉଠାଇଲେ ମଧ୍ୟ ଚୀନ ବ୍ୟତୀତ ଅନ୍ୟ କୌଣସୀ ରାଷ୍ଟ୍ର ପାକିସ୍ତାନର ଗୁହାରୀ ଶୁଣୁ ନାହାଁନ୍ତି। ଅନ୍ୟ ସମସ୍ତ…
Read More...

ଦେଶର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ରେ ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ: ଭାରତରର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଚଳାଚଳ କରିବ। ଏହି ଟ୍ରେନରେ ଏଭଳି ସୁବିଧା ଦିଆଯିବା ପାଇଁ ଯୋଜନା ହେଉଛି, ଯାହାକି ପୂର୍ବରୁ କୌଣସି ଟ୍ରେନରେ ଦିଆଯାଇ ନାହିଁ ।…
Read More...

ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ

ରାଉରକେଲା: ସ୍କୁଲରେ ରୋଗ ନିରାକରଣ ଟିକା ନେବା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସ୍ଥିତ ୬ ନମ୍ୱର ସେକ୍ଟରରେ ଥିବା ମହିମା…
Read More...

୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର:ଚଳିତ ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଆସନ୍ତା ସେପ୍ଟେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ରହିବାର…
Read More...

ମା’କୁ ହାଣିଲା ପୁଅ

କୋରାପୁଟ :  ରାନ୍ଧି ଖାଇବାକୁ ନଦେବାରୁ ମା’କୁ ମାରି ଦେଲା ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ସହରର ସୋନାପୁର ଅଞ୍ଚଳରେ । ମୃତକ ହେଲେ ଡମୁଣି ପରଜା(୫୦) । ପୁଅ କବଳରୁ ମା’କୁ ରକ୍ଷା କରିବାକୁ ଯାଇ ବାପା ମଧ୍ୟ…
Read More...

ବ୍ୟାଙ୍କ ମିଶ୍ରଣକୁ ବିରୋଧ: ୨୬, ୨୭ରେ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର: ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସାରା ଦେଶରେ ଏହି ଧର୍ମଘଟ…
Read More...

କେନ୍ଦୁଝରରେ ରାଜ୍ୟର ପ୍ରଥମ ଟସର ସିଲ୍‌କ ପାର୍କ ଉଦ୍‌ଘାଟିତ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଟସର ସୋସାଇଟି ପରିସରରେ ଆଜି ରାଜ୍ୟର ପ୍ରଥମ ଟସର ସିଲ୍‌କ ପାର୍କ ଉଦ୍‌ଘାଟିତ ହୋଇଛି। ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୃହ ଓ…
Read More...