ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ

ବାଲେଶ୍ୱର: ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ। ସେମାନେ ଆସୁଥିବା ରାଜଧାନୀ ଏକ୍ସପ୍ରେସ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛି। ଆଉ କିଛି ସମୟ ପରେ ଜଗା କାଳିଆ କଟକରେ ଆସି ପହଞ୍ଚିବେ। ଜଗା-କାଳିଆଙ୍କ ରହିବା ପାଇଁ…
Read More...

ଇସ୍ତଫା ଦେଲେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ

ଚେନ୍ନାଇ:ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ଆଜି ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିବା ଜଣାଯାଇଛି।ବିଜୟା…
Read More...

ଗାଡ଼ି ତନଖି ବେଳେ ରାଜମହଲ ଛକରେ ପୁଲିସ-ଜନତା ମୁହାମୁହିଁ

ଭୁବନେଶ୍ୱର: ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ। ନୂତନ ଯାନବାହନ ଆଇନ ଅନୁସାରେ ଗାଡ଼ି ଯାଞ୍ଚ ବେଳେ ଏହି ଉତ୍ତେଜନା ଦେଖା ଦେଇଛି। ଫଳରେ ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି।…
Read More...

୨୦୨୨ ସୁଦ୍ଧା ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନାକ୍‌ ମାନ୍ୟତା

ଭୁବନେଶ୍ବର : ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ୨୦୨୨ ସୁଦ୍ଧା ନାକ୍‌ ମାନ୍ୟତା ହାସଲ କରିବେ। ମାନ୍ୟତା ପାଇବା ଲାଗି ଯେଉଁ ମାନଦଣ୍ଡ ରଖାଯାଇଛି ସେହି ଆବଶ୍ୟକତା ପୂରଣ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ…
Read More...

ଗାଡ଼ି ଚାଳକ ଦେଖାଇପାରିବେ ଡିଜିଟାଲ କାଗଜପତ୍ର

ଭୁବନେଶ୍ବର : ଗାଡ଼ି ଯାଞ୍ଚ ବେଳେ ଚାଳକମାନେ ବିଭିନ୍ନ ପ୍ରକାର ଦସ୍ତାବିଜ୍‌ ଯଥା ପଞ୍ଜୀକରଣ ପ୍ରମାଣପତ୍ର, ବୀମା, ଫିଟ୍‌ନେସ୍ ଏବଂ ପର୍‌ମିଟ୍, ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଆବଶ୍ୟକ…
Read More...

ଉତ୍ତରାଖଣ୍ଡରେ କୋଠା ଭୁଶୁଡ଼ି ପଡ଼ି ୨ ଜଣଙ୍କର ମୃତ୍ୟୁ

ପିଥୋରାଗଡ଼: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ନଛାନି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ୩ଟି କୋଠା ଭୁଶୁଡ଼ି ପଡ଼ିବା ହେତୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ କିଛି ଲୋକ ଆହତ ମଧ୍ୟ…
Read More...

ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୬ଟି ଗେଟ୍

ସମ୍ବଲପୁର:ଆଜି ହୀରାକୁଦ ଡ୍ୟାମର ୬ଟି ଗେଟ୍ ବନ୍ଦ ହୋଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ଏବେ ୬ଟି ଗେଟ୍ ବନ୍ଦ ହେବା ପରେ ଏବେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ଉପରମୁଣ୍ଡରେ ପ୍ରବଳ ବର୍ଷା…
Read More...

ପ୍ରଦୂଷଣ ଯାଞ୍ଚ ଏକ ମାସ ପାଇଁ କୋହଳ, ଡ୍ରାଇଭିଂ ପରୀକ୍ଷା ପାଇଁ ୧୭ଟି ସ୍ଥାନରେ ବ୍ୟବସ୍ଥା

ଭୁବନେଶ୍ବର : ପ୍ରଦୂଷଣ ଯାଞ୍ଚ ଅବଧିକୁ ମାସେ ପାଇଁ ରାଜ୍ୟ ସରକାର କୋହଳ କରିଛନ୍ତି। ଆଜି ଏ ନେଇ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଛନ୍ତି, ନୂଆ ମୋଟର ଯାନ ଆଇନରେ ପ୍ରଦୂଷଣ…
Read More...

ମୋଦୀଙ୍କୁ ଜାବୁଡ଼ି ଧରି କାନ୍ଦିଲେ ଇସ୍ରୋ ଅଧ୍ୟକ୍ଷ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ମୁଖ୍ୟାଳୟରୁ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ବାହାରିବା ବେଳେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ମୋଦୀ ଯିବାକୁ ବାହାରିବା ସମୟରେ…
Read More...