ଏଣିକି ୭୦ରେ ଅବସର ନେବେ ଚୁକ୍ତିଭିତ୍ତକ ଡାକ୍ତର

ଭୁବନେଶ୍ବର: ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ଆହୁରି ୨ ବର୍ଷ ବୃଦ୍ଧି ହୋଇଛି । ୬୮ ରୁ ୭୦ବର୍ଷକୁ ବଢାଇଲେ ରାଜ୍ୟ ସରକାର । ନିୟମିତ ନିଯୁକ୍ତି ସରିବା ପର‌୍ୟ୍ୟନ୍ତ ନିୟମ ବଳବତ୍ତର ରହିବ ।ରାଜ୍ୟ ସରକାର…
Read More...

ଭାରତୀୟ କ୍ରିକେଟରେ ୧୫ ବର୍ଷିୟା ଲେଡି ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର । କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ ୧୬ ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ । ଆଉ ତାଙ୍କୁ ଅନୁସରଣ କରିଛନ୍ତି ଏହି ମହିଳା କ୍ରିକେଟର ଜଣଙ୍କ । ମାତ୍ର…
Read More...

ଗିରଫ ହେବେ ମଦ୍ୟପ ଡ୍ରାଇଭର

ଭୁବନେଶ୍ୱର:ଏଣିକି ମଦ୍ୟପାନ କରି ଗାଡ଼ି ଚଳାଇଲେ ଗିରଫ ହେବେ ଡ୍ରାଇଭର । ଦେଶରେ ନୂଆ ଟ୍ରାଫିକ ନିୟମ ସାଙ୍ଗକୁ ଏବେ ରାଜ୍ୟର ସବୁ ଟୋଲଗେଟରେ ମଦ୍ୟପ ଡ୍ରାଇଭରଙ୍କୁ ଯାଂଚ କରାଯିବ । ଆଜି ସନ୍ଧ୍ୟାରୁ ମଦୁଆ ଡ୍ରାଇଭରଙ୍କୁ ଯାଂଚ…
Read More...

ସିବାନନ୍ଦ ସେଂଟିନାରୀ ବାଳକ ହାଇସ୍କୁଲର ଶିକ୍ଷାଦାନ ସୌଧ ଓ ଛାତ୍ରାବାସ ଲୋକାର୍ପିତ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟର ୨୫ଟି ଜିଲ୍ଲାରେ ନବଜାତ ଶିଶୁଙ୍କ ଠାରେ କୁପୋଷଣ ଦେଖାଯାଇଛି । ପିଲାଙ୍କ ବୟସନୁସାରେ ଉଚ୍ଚତା ଏବଂ ଓଜନ କମ୍ ହେବା ଏକ ଚିନ୍ତାଜନକ ବିଷୟ ହୋଇଛି । ଦାରିଦ୍ର‌୍ୟ କାରଣରୁ ପିଲାମାନେ ସଠିକ୍ ପରିମାଣର…
Read More...

ଟ୍ରେନ ବଗିରେ ନିଆଁ

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଛି। ଦିଲ୍ଲୀ ଷ୍ଟେସନରେ ଏଭଳି ଘଟଣା ଘଟିଛି। ଚଣ୍ଡିଗଡ଼-କୋଚୁଭାଲ୍ଲି ଏକ୍ସପ୍ରେସର ସାମ୍ନା ପଟ ବଗିରେ ଏହି ଅଗ୍ନିକାଣ୍ଡ ଘଟିଛି।…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ମଠର ପୁନରୁଦ୍ଧାର ପାଇଁ ଗଠନ ହେବ ଉପ କମିଟି

ପୁରୀ:ଶ୍ରୀମନ୍ଦିରକୁ ବିଶ୍ୱ ଐତିହ୍ୟ ପରିଣତ କରିବାକୁ ଭଙ୍ଗା ଯାଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର ପାଇଁ ଏକ ଉପ କମିଟି ଗଠନ କରାଯିବ । ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଗତପୁରଠାରେ ସ୍ୱାଗତ

ଜଗତପୁର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଲେପୁର, ମାହାଙ୍ଗା ଗସ୍ତରେ ଆସିଛନ୍ତି । ଜଗତପୁରଠାରେ ସାଲେପୁର ବିଜେପି ନେତା ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଗତ କରିଥିଲେ । ସେଠାରୁ ଏକ ବିରାଟ ମଟର ସାଇକେଲ…
Read More...

ମାସେ ଯାଏଁ ପଲ୍ୟୁସନ ଚେକିଂ କୋହଳ ନିଷ୍ପତି: ପରିବହନ ସଚିବ

ଭୁବନେଶ୍ୱର:ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଆକ୍ସନ ମୁଡ଼ରେ ରହିଛି । ଟ୍ରାଫିକ ଓ ଜରୁରୀ କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଫାଇନ ଲାଗୁଛି । ଏଥିରେ ମଧ୍ୟ ସାମିଲ ରହିଛି ନୋ…
Read More...

କାର୍ଯ୍ୟକାରୀ ହୋଇନି ବସ୍ତାନି ବୋଝ ଆଇନ: କ୍ଷୁବ୍ଧ ହେଲେ ହାଇକୋର୍ଟ

ଭୁବନେଶ୍ୱର:ସ୍କୁଲରେ ବସ୍ତାନି ବୋଝ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ନୂଆ ନିୟମ ଲାଗୁ କରିବାକୁ ମାସେ ପୂରିଲାଣି । କିନ୍ତୁ କୈାଣସି ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ସ୍କୁଲ ଗୁଡ଼ିକ…
Read More...

ବିଜେଡ଼ି ଉପଦେଷ୍ଟାଙ୍କୁ ପ୍ରମୁଖ ସଚିବ, ମୁଖ୍ୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର:ବିଜେଡ଼ି ଉପଦେଷ୍ଟା ପଦବୀରେ ବନ ନିଯୁକ୍ତ ନେତାମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ସଚିବ, ମୁଖ୍ୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା…
Read More...