Odisha ପୁରୀ ବିଶ୍ୱ ଐତିହ୍ୟ ନଗରୀ ପକଳ୍ପ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଐତିହ୍ୟ ସୁରକ୍ଷା ଜୋନ୍,… OPA Sep 5, 2019 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନଠାରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ।ଏହି ୩ଟି!-->!-->!-->… Read More...
Odisha ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବି.ଡି.ଏ କଲୋନୀରେ ଗୁରୁଦିବନ ପାଳନ OPA Sep 5, 2019 0 ଭୁବନେଶ୍ୱର: ଆଜି ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବି.ଡି.ଏ. କଲୋନୀ, ଚନ୍ଦ୍ରଶେଖର, ଭୁବନେଶ୍ୱରରେ ଗୁରୁଦିବସ ମହାସମାରୋହରେ ପାଳନ କରାଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ସବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ!-->… Read More...
Corporate ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ କୁ JSW କିଣିବା ରାସ୍ତା ସଫା OPA Sep 5, 2019 0 ୧୯ ହଜାର ୭୦୦ କୋଟି ଟଙ୍କାରେ ହେବାକୁ ଥିବା କିଣାବିକା କାରବାରକୁ ନ୍ୟାସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲ-NCLT ଅନୁମତିଭୁବନେଶ୍ବର : ଋଣ ଭାରରେ ବୁଡ଼ି ରହିଥିବା ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ କୁ!-->!-->!-->!-->!-->… Read More...
Odisha ଗୁରୁ ଦିବସ: ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ OPA Sep 5, 2019 0 ଭୁବନେଶ୍ବର: ପବିତ୍ର ଗୁରୁଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସମସ୍ତ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ସର୍ବପଲ୍ଲୀ!-->… Read More...
National ଏୟାରସେଲ- ମାକ୍ସିସ ମାମଲା: ପି.ଚିଦାମ୍ବରମ ଓ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ OPA Sep 5, 2019 0 ନୂଆଦିଲ୍ଲୀ:ଏୟାରସେଲ-ମାକ୍ସିସ ମାମଲାରେ ପି.ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ ଇଡି ଏବଂ ସିବିଆଇ ମାମଲାରେ କାର୍ତ୍ତି ଏବଂ!-->… Read More...
National ପାକିସ୍ତାନ ଯଦି ଯୁଦ୍ଧ ଚାହୁଁଛି; ଜବାବ୍ ଦେବା ପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ: ସେନାମୁଖ୍ୟ ଜେନେରାଲ ରାଓ୍ଵତ୍ OPA Sep 5, 2019 0 ଶ୍ରୀନଗର: ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଆଜି ପାକିସ୍ତାନକୁ କଡ଼ା ଚେତାବନୀ ଶୁଣାଇଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍। ସେନାମୁଖ୍ୟ ଜେନେରାଲ ରାଓ୍ଵତ ବେଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଯଦି!-->… Read More...
National ସୁଦୂର ର୍ପବାଞ୍ଚଳ ବିକାଶ ପାଇଁ ରୁଷକୁ ୧୦୦କୋଟି ଡଲାର ଋଣ ଦେବ ଭାରତ: ମୋଦୀ OPA Sep 5, 2019 0 ଭ୍ଲାଦିଭୋସ୍ତକ: ସୁଦୂର ପୂର୍ବାଞ୍ଚଳର ବିକାଶ ପାଇଁ ଭାରତ ରୁଷକୁ ୧୦୦ କୋଟି ଡଲାର ଋଣ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୁଷର ଭ୍ଲାଦିଭୋସ୍ତକଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚରେ!-->… Read More...
Odisha ବିଦ୍ୟୁତ୍ ଚୋରି ଖବର ଦେଲେ ପୁରସ୍କାର ଦେବ ସେସୁ OPA Sep 5, 2019 0 ଭୁବନେଶ୍ବର : ବିଦ୍ୟୁତ ଚୋରି ରୋକିବାକୁ ସେସୁ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏଣିକି ବିଦ୍ୟୁତ ଚୋରିର ଖବର ଦେଲେ ସୂଚନାଦାତାଙ୍କୁ ଅର୍ଥ ପୁରସ୍କାର ମିଳିବ। ଆଦାୟ ହୋଇଥିବା ଜରିମାନାର ଦଶ ପ୍ରତିଶତ ଅର୍ଥ ରାଶିକୁ!-->… Read More...
National ଏଲ୍ଓସିରେ ୨୦୦୦ ସୈନ୍ୟ ମୁତୟନ କଲା ପାକିସ୍ତାନ OPA Sep 5, 2019 0 ନୂଆଦିଲ୍ଲୀ:କଶ୍ମୀର ମାମଲାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଫଳ ହେବା ପରେ ଏବେ ପାକିସ୍ତାନ ଯୁଦ୍ଧ କରିବାକୁ ଫମ୍ପା ଧମକ ଦେଉଛି । ପ୍ରଧାନମନ୍ତ୍ରୀ ଇମରାନ ଖାନ ପରମାଣୁ ବୋମା ଆକ୍ରମଣ ପାଇଁ ଭାରତକୁ ଚେତାବନୀ ଦେଉଛନ୍ତି ।!-->… Read More...
Odisha ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା: ଧର୍ମେନ୍ଦ୍ର ପ୍ରଧାନ OPA Sep 5, 2019 0 ଭୁବନେଶ୍ୱର:ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା ବୋଲି ଭୁବନେଶ୍ୱର ଠାରେ ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସ୍ମରଣରେ ଆୟୋଜିତ!-->… Read More...