ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ…
Read More...

ବିଜେଡିର ମିଡ଼ିଆ ଟିମ୍ ପୁନର୍ଗଠିତ: ସସ୍ମିତ ପାତ୍ର ଗଣମାଧ୍ୟମ ସଂଯୋଜକ

ଭୁବନେଶ୍ୱର: ବିଜୁ ଜନତା ଦଳ ତାର ମିଡିଆ ଟିମକୁ ପୁର୍ନଗଠିତ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ବାଜିବା ପରେ ଆଜି ପରିବର୍ଦ୍ଧିତ ମିଡ଼ିଆ ଟିମ ଘୋଷଣା କରାଯାଇଛି | ରାଜ୍ୟସଭା…
Read More...

ଶିବକୁମାରଙ୍କ ଗିରଫକୁ ନେଇ କର୍ଣ୍ଣାଟକରେ ହିଂସା, ସ୍କୁଲ-କଲେଜ ବନ୍ଦ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ବରିଷ୍ଠ ନେତା ଡି.କେ.ଶିବ କୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି । ଏହାପରେ ଆଶାନ୍ତ ହୋଇ ଉଠିଛି ସହର । ପରିସ୍ଥିତି କ୍ରମଶଃ ଅଣାୟତ୍ତ…
Read More...

ରାଜସ୍ଥାନ ହାଇକୋର୍ଟଙ୍କ ବଡ ଘୋଷଣା: ଏଣିକି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିବନି ଆଜୀବନ ସରକାରୀ ସୁବିଧା

ଜୟପୁର:ପୂର୍ବରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଆଜୀବନ ସରକାରୀ ସୁବିଧା ସୁଯୋଗ ଦିଆଯାଉଥିଲା । କିନ୍ତୁ ଏବେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜସ୍ଥାନ ହାଇକୋର୍ଟ । ରାଜସ୍ଥାନ ମନ୍ତ୍ରୀ ବେତନ ଅଧିନିୟମ…
Read More...

ଡ୍ୟୁଟି ସମୟରେ ମଦ୍ୟପାନ ଘଟଣା : ୨ଟ୍ରାଫିକ କନେଷ୍ଟେବଳଙ୍କୁ ନିଲମ୍ବନ କଲେ ଡିସିପି

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଡ୍ୟୁଟି ସମୟରେ ଟ୍ରାଫିକ ପୋଲିସଙ୍କ ମଦ୍ୟପାନ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ଦୁଇ ଟ୍ରାଫିକ କନେଷ୍ଟେବଳଙ୍କୁ ଡିସିପି ଅନୁପ ସାହୁ ନିଲମ୍ବନ…
Read More...

ଜଷ୍ଟିସ ବିପି ଦାସ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ

ଭୁବନେଶ୍ୱର: ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିମଳ ପ୍ରସାଦ ଦାସ | ଦୀର୍ଘ ୬ ବର୍ଷ ୭ ମାସ ପରେ ଓଡ଼ିଶା ମାନବ ଅଧିକାର ଆୟୋଗରେ ନିୟମିତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ଓଡ଼ିଶା…
Read More...

ଏନ୍‌ଜିଟି ସଦସ୍ୟ ହେଲେ ଓଡ଼ିଆ ଆଇଏଫ୍‌ଏସ୍‌ ଅଧିକାରୀ ସିଦ୍ଧାନ୍ତ ଦାସ

ଭୁବନେଶ୍ବର: ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲର ବିଶେଷଜ୍ଞ ସଦସ୍ୟ ଭାବେ ୧୯୮୨ ବ୍ୟାଚ୍ ଓଡ଼ିଆ ଆଇଏଫ୍‌ଏସ୍‌ ଅଧିକାରୀ ସିଦ୍ଧାନ୍ତ ଦାସ ନିଯୁକ୍ତି ପାଇଛନ୍ତି। ଆଜି ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଶ୍ରୀ…
Read More...

ଜାନୁଆରି ୬ରୁ ଜେଇଇ ‌ମେନ୍‌-୧

ଭୁବନେଶ୍ବର: ୨୦୨୦-୨୧ ଶିକ୍ଷାବର୍ଷରେ ଦେଶର ସମସ୍ତ ଆଇଆଇଟି, ଆଇଆଇଆଇଟି ଓ ଅନ୍ୟ କେନ୍ଦ୍ରୀୟ ‌ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଏଥର ମଧ୍ୟ ଦୁଇଟି ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‌ ଅନୁଷ୍ଠିତ ହେବ। ୨୦୨୦…
Read More...

ରୁଷ୍‌ର ଭ୍ଲାଦିଭୋସ୍ତକରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦ତମ ଭାରତ-ରୁଷ୍‌ ବାର୍ଷିକ ଶିଖର ବୈଠକ ଏବଂ ‘ଇଷ୍ଟର୍ଣ୍ଣ ଇକୋନମିକ୍‌ ଫୋରମ୍‌’ର (ଇଇଏଫ୍‌) ପଞ୍ଚମ ବୈଠକରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ର ଭ୍ଲାଦିଭୋସ୍ତକ୍‌ ସହରରେ…
Read More...

ବଢ଼ିଲା ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ଦରମା। ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘର ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିସନ ସୁପାରିଶ ଲାଗୁ କରିଛନ୍ତି। ଏହି ଦରମା ୨୦୧୬ ଜାନୁଆରି…
Read More...