Odisha ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ OPA Sep 4, 2019 0 ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍!-->!-->!-->… Read More...
Odisha ଦ୍ଵିତୀୟ ଦିନରେ ବି ଉପାସରେ ରହିଲେ ଶ୍ରୀ ଲିଙ୍ଗରାଜ OPA Sep 4, 2019 0 ଭୁବନେଶ୍ୱର: ଆଜି ବି ଉପାସରେ ରହିପାରନ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜ | ଆଜି ମଧ୍ୟ କୌଣସି ନୀତିକାନ୍ତି ହୋଇପାରିନାହିଁ | ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ!-->… Read More...
Odisha କମ ଖର୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି – ଧର୍ମେନ୍ଦ୍ର ପ୍ରଧାନ OPA Sep 3, 2019 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଅଳ୍ପ ଖର୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି ବରଂ ଉଭୟଙ୍କୁ ଏକା ସଙ୍ଗେ ହାସଲ କରି ହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ!-->… Read More...
Odisha ପ୍ରତିଭା ପୂଜନ ଓ ସମ୍ମାନର ମହାପର୍ବ: ୨ୟ ଦଧୀଚି ସମ୍ମାନ ୨୦୧୯ OPA Sep 3, 2019 0 ଭୁବନେଶ୍ୱର: ୦୩-୦୯-୨୦୧୯ରିଖ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ୍ ଠାରେ ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଦଧୀଚି ଏଜୁକେସନାଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ତଥା ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ୍!-->… Read More...
Odisha ଆଇଟି ଏକ୍ସଲେନ୍ସ ୨୦୧୯ରେ ସମ୍ମାନିତ ହେବ ଓଏସଡିଏମଏ OPA Sep 3, 2019 0 ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧୀକରଣ(ଓଏସଡିଏମଏ) ବିପର୍ଯ୍ୟୟ କ୍ଷେତ୍ରରେ ଆଇଟି ପ୍ରଦ୍ୟୋଗିକ ଉପଯୋଗ କରି ଅଭିନବ ବାତାବରଣ ପାଇଁ ଆଇଟି ଏକ୍ସଲେନ୍ସ ପୁରସ୍କାର,୨୦୧୯ ସମ୍ମାନିତ କରାଯିବ । ଏନେଇ!-->… Read More...
Odisha OSDMA bagged IT excellence Award 2019 OPA Sep 3, 2019 0 The Odisha State Disaster Management Authority (OSDMA) has bagged the IT Excellence Award, 2019 for its innovative conception by using IT technology in the field of disaster!-->… Read More...
Odisha ବଡ ଆଖଡା ମଠ ଉଚ୍ଛେଦକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ OPA Sep 3, 2019 0 ପୁରୀ: ବଡ ଆଖଡା ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିଲା ପ୍ରଶାସନ । ଉଚ୍ଛେଦକୁ ଅଖିଳ ଭାରତୀୟ ସାଧୁସନ୍ଥ ସମିତି ପକ୍ଷରୁ ଜୋରଦାର ପ୍ରତିବାଦ ହେବାରୁ ଆଜି ପାଇଁ ବନ୍ଦ ରହିଲା ଉଚ୍ଛେଦ ପ୍ରକ୍ରିୟା । ତେବେ!-->… Read More...
Politics ୫ରେ ହେବ ସାଙ୍ଗଠନିକ ନିର୍ବାଚନର ରାଜ୍ୟସ୍ତରୀୟ କର୍ମଶାଳା OPA Sep 3, 2019 0 ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ବିଜେପିର ସମସ୍ତ ରାଜ୍ୟ ପଦାଧିକାରୀ,!-->… Read More...
Odisha ଅନ୍ନ ଦାତା ହେବେ ଉର୍ଜା ଦାତା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Sep 3, 2019 0 ବିଭିନ୍ନ କୃଷି ଉତ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟର ବଡ ନିଷ୍ପତିନୂଆଦିଲ୍ଲୀ : ଦେଶର ଅନ୍ନଦାତା ମାନେ ଉର୍ଜା ଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର!-->!-->!-->… Read More...
National ଶାହାଙ୍କୁ ଭେଟିଲେ ଜମ୍ମୁ-କଶ୍ମୀରର ୧୦୦ ଜଣିଆ ପ୍ରତିନିଧି ଦଳ OPA Sep 3, 2019 0 ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ଲଦାଖର ବିଭିନ୍ନ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଏକ ୧୦୦ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ରାଜଧାନୀ ଦିଲ୍ଳୀଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅଗଷ୍ଟ ୫!-->… Read More...