ବ୍ରାହ୍ମଣୀ ନଦୀରେ ବୁଡି ୨ ନିଟ୍‌ ଛାତ୍ରୀଙ୍କ ମୃତ୍ୟୁ

ରାଉରକେଲା ବ୍ରାହ୍ମଣୀ ନଦୀରେ ବୁଡି ନିଟ୍‌ର ୨ ଛାତ୍ରଙ୍କ ଆଜି ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୋଟ ୬ ଜଣ ଛାତ୍ରଛାତ୍ରୀ ଆଜି ବେଦବ୍ୟାସ ବୁଲିବାକୁ ଯାଇଥିଲେ। ସେମାନେ ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଗାଧୋଇଲା…
Read More...

ବିଜେପିରେ ସାମିଲ ହେଲେ ପ୍ରସନ୍ନ ପାଟ୍ଟଶାଣୀ

ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେଡି ଛାଡି ବିଜେପିର ହାତ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ଗସ୍ତ ସମୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । କାନ୍ଧରେ ବିଜେପି ଉତରୀୟ…
Read More...

ଆସନ୍ତା ୧୭ରେ ଖୋଲିବ ସ୍କୁଲ

ଆସନ୍ତା ୧୭ରେ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ଏକ ସପ୍ତାହ ପୂର୍ବରୁ କରାଯିବ ପ୍ରସ୍ତୁତି । ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ଶୌଚାଳୟ ପରିଷ୍କାର କରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ…
Read More...

କାମ କରୁଥିବାବେଳେ ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲେ ୩ଜଣ

ରାଜଧାନୀ ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।ଫ୍ୟାକ୍ଟ୍ରିରେ ୯ ଜଣ କାର୍ଯ୍ୟରତ ଥିବା ବେଳେ ହଠାତ ଆଜି ଭୋର ପ୍ରାୟ…
Read More...

ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓଙ୍କ ପରଲୋକ

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ୫୦ ବେଳେ ସେ…
Read More...

ଆସନ୍ତା ୯ରେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିବେ।…
Read More...

୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଆଇଏଏସ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଥିବା…
Read More...

ନକଲି ଆଧାରକାର୍ଡ ଦେଖାଇ ସଂସଦକୁ କରୁଥିଲେ ପ୍ରବେଶ ୩ ଦୁବୃର୍ତ୍ତ, ଗିରଫ କଲା ପୋଲିସ

ପୁଣି ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ନକଲି ଆଧାରକାର୍ଡ ଦେଖାଇ ପଶିଲେ ଦୁବୃର୍ତ୍ତ । ରାଜଧାନୀ ଦିଲ୍ଲୀର ପୁରୁଣା ସଂସଦର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।ସୂଚନା ଅନୁଯାୟୀ, ପୁରୁଣା…
Read More...

ଆଗାମୀ ୨୫ ବର୍ଷ ଭିତରେ ମହାପ୍ରଭୁଙ୍କ କୃପାରୁ ଓଡିଶା ଦେଶର ବିକାଶ ଯାତ୍ରାରେ ଇଞ୍ଜିନ ହେବ: ମୋଦୀ

ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦୀ । ଖାଲି ସେତିକି ନୁହେଁ ଏଥର ଓଡିଶାରେ ଯେଉଁଭଳି…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଖୋର୍ଦ୍ଧାର ନବନିର୍ବାଚିତ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ ।କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍…
Read More...