Bignews ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି OPA Jun 5, 2024 0 ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏ ଇସ୍ତଫା ପତ୍ର ଦେଇଛନ୍ତି । ନିର୍ବାଚନ ୨୦୨୪ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୪୦… Read More...
Bignews ବିଜୟୀ ହେବା ପରେ ବିଜେପିରେ ମିଶିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ OPA Jun 5, 2024 0 ଟିକେଟ ନ ପାଇ ସ୍ୱାଧୀନ ଲଢିଲେ । ଦଳ ନିଲମ୍ବନ କଲା । କିନ୍ତୁ ବିଜୟ ପରେ ପୁଣିଥରେ ଦଳକୁ ଫେରିଲେ ଧର୍ମଶାଳାରୁ ବିଜୟୀ ହୋଇଥିବା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ… Read More...
Bignews ବିଜୟ ପରେ ଦିଲ୍ଲୀ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ… OPA Jun 5, 2024 0 ଓଡିଶାରେ ବିପୁଳ ବିଜୟ ପରେ ଦିଲ୍ଲୀ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ପହଁଚିବା ପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡିଶାବାସୀ ଆମ ଉପରେ କୃପା… Read More...
Bignews ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ OPA Jun 5, 2024 0 ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଆଜି ରାଜଭବନରେ ପହଞ୍ଚି ଇସ୍ତଫା… Read More...
Bignews ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ଭଗବାନ ଜଗନ୍ନାଥଙ୍କ ପବିତ୍ର ମାଟିରେ ପ୍ରଥମ ଥର ପାଇଁ ବିଜେପିର… OPA Jun 4, 2024 0 ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ ମୋଦୀ। ଫଳାଫଳ ଆସିବା ପରେ ବିଜେପି ମୁଖ୍ୟାଳୟରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ଭୋଧିତ କରି କହିଛନ୍ତି ଯେ, '୧୯୬୨ ପରେ ପ୍ରଥମ ଥର ପାଇଁ ଏଭଳି… Read More...
Bignews ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ OPA Jun 4, 2024 0 ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି 'ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ… Read More...
Bignews ଆସନ୍ତୁ ଜାଣିବା କେଉଁ ଆସନରୁ କାହାର ହେଲା ବାଜିମାତ OPA Jun 4, 2024 0 ଏଯାବତ୍ ଘୋଷଣା ହୋଇନି ନିର୍ବାଚନର ଫଳାଫଳ,ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ବାଜିମାତ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାନସଭା ପଳାଫଳ ।… Read More...
Bignews ବାରବାଟୀ-କଟକ ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ OPA Jun 4, 2024 0 ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ି ଗଲାଣି। ସୂଚନା ଅନୁସାରେ ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି ।… Read More...
Bignews ଓଡିଶା ବିଧାନସଭା ଫଳାଫଳକୁ ନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ OPA Jun 4, 2024 0 ଓଡିଶା ବିଧାନସଭା ଫଳାଫଳକୁ ନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶା ସଂସ୍କୃତିକୁ ନେଇ ଉତ୍ସବ ପାଳନ କରିବାର ଏହା ହେଉଛି… Read More...
Bignews ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ପ୍ରାର୍ଥୀ ବାବୁ ସିଂ OPA Jun 4, 2024 0 ଏକାମ୍ର ଭୁବନେଶ୍ୱରରେ ବାଜି ମାରିଲା ବିଜେପି । ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ । ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ଚଳିତ ନିର୍ବାଚନରେ ବିଜୟୀ ହେଇଛନ୍ତି ବାବୁ ସିଂ । ତେବେ ଏହି ଆସନରେ ପ୍ରଥମ… Read More...