ଟ୍ରେନ୍‌ରେ ଦୁଃସାହସିକ ସେଲ୍‌ଫି ମନା

ଭୁବନେଶ୍ବର : ‌ରେଳଧାରଣା ଉପରେ ବା ଟ୍ରେନ୍ ଉପରେ ଚଢ଼ି ଦୁଃସାହସିକ ସେଲ୍‌ଫି ଉଠାଇବା ଏବେ ଯୁବପିଢ଼ିଙ୍କ ନିଶା ପାଲଟିଛି। ଗତ କିଛି ବର୍ଷ ମଧ୍ୟରେ ଏଭଳି ସେଲ୍‌ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ଯାଇଛି। ତେଣୁ ଏହା…
Read More...

ଓଡ଼ିଶାରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପବିତ୍ରମୋହନ ଦାଶ

ନୂଆଦିଲ୍ଲୀ: ବର୍ଷ ୨୦୧୯ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରୁ ମନୋନୀତ ହୋଇଥିବା ୪୬ ଜଣ ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପବିତ୍ରମୋହନ ଦାଶ।ଶ୍ରୀଯୁକ୍ତ ଦାଶ କୋରାପୁଟ…
Read More...

ଏସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ରବିବାର ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର,…
Read More...

ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷ ଜେଲଦଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରର ଧୁଳେ ଜିଲ୍ଲା ଦୌରାଜଜ ଶହ ଶହ କୋଟି ଟଙ୍କାର ‘ଘରକୂଳ’ ଆବାସ ଯୋଜନାରେ ପୂର୍ବତନ ମନ୍ତ୍ରୀ ସୁରେଶ ଜୈନ ଓ ଗୁଲବରାଓ ଦେବକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଉଭୟ ପୂର୍ବତନ ମନ୍ତ୍ରୀଙ୍କୁ…
Read More...

ସେନାର ଉପମୁଖ୍ୟ ହେଲେ ମନୋଜ ମୁକୁନ୍ଦ ନାରାଭାନେ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ରବିବାର ସେନାର ଉପମୁଖ୍ୟ ପଦଭାର ଗ୍ରହଣ କରିଛନ୍ତି। ଲେପ୍ଟନାଣ୍ଟ ଜେନେରାଲ ନାରାଭାନେ ଭାରତୀୟ ସେନା ଇଷ୍ଟର୍ଣ୍ଣ କମାଣ୍ଡେର ନେତୃତ୍ୱ ନେଉଥିଲେ। ସେ…
Read More...

ସାରା ଦେଶରେ ଆରମ୍ଭ ହେଲା ‘ରାଷ୍ଟ୍ରୀୟ ପୋଷଣ ମାସ’

ନୂଆଦିଲ୍ଲୀ : ଶନିବାରଠାରୁ ସାରା ଦେଶରେ ‘ରାଷ୍ଟ୍ରୀୟ ପୋଷଣ ମାସ’ ପାଳନ କରାଯାଉଛି। ସମ୍ପୂର୍ଣ୍ଣ ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି, ‘ଅନୁପୂରକ ପୋଷଣ’।…
Read More...

୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ସପ୍ଟେମ୍ୱର ୬ରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି । ରାଜ୍ୟରେ ୫୦ରୁ ୬୦ ହଜାର…
Read More...

ବ୍ୟାଙ୍କର ମହାମିଶ୍ରଣରେ କର୍ମଚାରୀଙ୍କ ଚାକିରି ଯିବ ନାହିଁ: ସୀତାରମଣ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ  ବ୍ୟାଙ୍କର ମହାବିଲୟରେ କର୍ମଚାରୀଙ୍କ ଚାକିରି ଯିବାର ବିପଦ ନେଇ ହେଉଥିବା ଚିନ୍ତାକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କର ମିଶ୍ରଣରେ କୌଣସି ଜଣେ ହେଲେ…
Read More...

କାର୍ଯ୍ୟକାରୀ କମିଟିରେ ଦଳର ସଦସ୍ୟଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି। ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…
Read More...

ଶୁଣନ୍ତୁ ଅଡିଓ, କିରାଣୀଙ୍କ ଶିକ୍ଷୟତ୍ରୀଙ୍କୁ ପ୍ରସ୍ତାବ ମୋ ଘରେ କେହି ନାହାନ୍ତି, ଆସନ୍ତୁ ଦେଢଘଣ୍ଟା ରହିକି ଯିବେ…

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ବିରୋଧରେ ଜଣେ ଶିକ୍ଷୟିତ୍ରୀଙ୍କ ଏଭଳି ଅଭିଯୋଗରାୟଗଡା : ଚାକିରି ଫେରି ପାଇବାକୁ ହେଲେ ଇଜ୍ଜତ ବିକ୍ରି କରିବାକୁ ହେବ । ଜଣେ ନିଲମ୍ବିତ…
Read More...