ଭୁବନେଶ୍ଵରରେ ସୋନମ କପୁର

ଭୁବନେଶ୍ଵର: ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ପ୍ରଥମ ଥର ଓଡ଼ିଶା ମାଟିରେ ତାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ବହୁତ ଖୁସି ଅଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦର ପରିସରରେ ଜମିଥିଲା…
Read More...

ଚନ୍ଦ୍ରଯାନ-୨କୁ ଆଉ ଏକ ସଫଳତା; ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)କୁ ଚନ୍ଦ୍ରଯାନ-୨ ଅଭିଯାନରେ ସୋମବାର ଆଉ ଏକ ସଫଳତା ମିଳିଛି। ଇସ୍ରୋ ଚନ୍ଦ୍ରଯାନ-୨ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅଲଗା କରିଦେଇଛି। ସୋମବାର…
Read More...

ସ୍ଵଚ୍ଛ ଭାରତ ମିଶନ ପାଇଁ ଆମେରିକାରେ ସମ୍ମାନିତ ହେବେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ଅନ୍ତରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ। ଏଥର ବିଲ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଆଇଏନଏକ୍ସ ମିଡିଆ ଦୁର୍ନୀତି : ତିହାଡ ଯିବେନି ଚିଦାମ୍ବରମ, ଜାମିନ ଖାରଜ ହେଲେ ବଢିବ ରିମାଣ୍ଡ

ନୂଆଦିଲ୍ଲୀ :ଆଇଏନଏକ୍ସ ମି଼ଡିଆ ମାମଲାରେ ସିବିଆଇକୁ ସାମ୍ନା କରୁଥିଵା ପୂର୍ବତନ ଅର୍ଥମନ୍ତ୍ରୀ ତଥା ସଂଗ୍ରେସ ସାଂସଦ ଏବେ ସିବିଆଇକୁ ସାମ୍ନା କରୁଛନ୍ତି। ସୁପ୍ରିମକୋର୍ଟରୁ ଚିଦାମ୍ବରମଙ୍କୁ ଏବେ ଆଶ୍ଵସ୍ତୀ ମିଳିଛି। ଏବେ…
Read More...

ଆସନ୍ତାକାଲି ନୂଆଁଖାଇ

ବଲାଙ୍ଗିର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ଅନୁଷ୍ଠିତ ହେବ। ତା’ପୂର୍ବରୁ ବେଶ୍‌ ଉତ୍ସାହର ସହ ପାହୁର ଯାତ୍ରା ପାଳିତ ହେଉଛି। ନୂଆଁଖାଇ ପୂର୍ବ ଦିନ ଏହି ନିଆରା ‘ପାହୁର ପାଳନ’ କରାଯାଇଥାଏ।…
Read More...

ବେଙ୍ଗାଲୁରୁରେ ୯ ହଜାର ନଡିଆରେ ଗଜାନନଙ୍କ ପ୍ରତିମା

ବେଙ୍ଗାଲୁରୁ: ସମଗ୍ର ଦେଶରେ ଆଜି ବିପୁଳ ଆନନ୍ଦ ଉଲ୍ଲାସର ସହ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଗଣେଶଙ୍କର ବିଭିନ୍ନ ଆକୃତି ଓ କିସମର ପ୍ରତିମା ବିଭିନ୍ନ ପୂଜା ପେଣ୍ଡାଲମାନଙ୍କରେ ସ୍ଥାନ ପାଇବା ସହ ବିଘ୍ନ…
Read More...

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ:ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଯାଏଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ର୍ରିିୟାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ…
Read More...

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଫନି ବାତ୍ୟା କାରଣରୁ ରାଜ୍ୟର ବ୍ୟାପକ କ୍ଷତି ହୋଇଛି । ଘଂଟା ପ୍ରତି ୨୫୦କିମିରୁ ଉର୍ଦ୍ଧ ପବନର ବେଗ ଏବଂ ପ୍ରବଳ ବର୍ଷା କାରଣରୁ ପୁରୀ ସମେତ ଉପକୂଳବର୍ତୀ ୧୩ଟି ଜିଲ୍ଲାଗୁଡିକରେ ବ୍ୟାପକ କ୍ଷତି ହୋଇଛି ।…
Read More...

ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବିପୁଳ ଆସନରେ ବିଜୟୀ ହୋଇଥିବା ବିଜୁ ଜନତା ଦଳ  ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଆଜି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ କରିଛି । ରାଜ୍ୟରେ ଲଗାତାର ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଢିଥିବା…
Read More...

ଗଣେଷ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: 'ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ । ନିର୍ବିଘ୍ନଂ କୁରୁମେ ଦେବଃ ସର୍ବ କାର୍ଯ୍ୟେ ସୁ ସର୍ବଦା '। ଆଜି ହେଉଛି ପବିତ୍ର ଗଣେଶ ପୂଜା। ହିନ୍ଦୁଙ୍କ ପ୍ରମୁଖ୍ୟ ଦେବତାଙ୍କ ମଧ୍ୟରୁ ସେ ହେଉଛନ୍ତି…
Read More...