ପି. ଚିଦମ୍ବରମଙ୍କୁ ସିବିଆଇର ଜେରା ସରିଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ସିବିଆଇ ପକ୍ଷରୁ ଜେରା ଶେଷ ହୋଇଥିବାର ସୂଚନା ମିଳିଛି। ଏହାପରେ ତାଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ ବୋଲି ଜଣାଯାଇଛି।…
Read More...

ଯୁକ୍ତ ତିନିରୁ ଅଲଗା ହେବ ଯୁକ୍ତ ଦୁଇ

ଭୁବନେଶ୍ୱର:ଏଣିକି ଗୋଟିଏ କଲେଜରେ ଯୁକ୍ତ ୩ ସହ ରହିବନି ଯୁକ୍ତ ୨ । ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।ଆଜି…
Read More...

ରାତି ୨ଟାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ

ଜଗତସିଂହପୁର: ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଘଟିଛି ଅଭାବନୀୟ କାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୨ଟା ବେଳକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ଟ୍ରାପ ଲାଇନ ଜାମସେଦପୁରରୁ ଦୀଘା ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିଛି। ଅନ୍ୟ ଏକ ଟ୍ରାପ ଲାଇନ ଓଡ଼ିଶା…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କୁ ୨୧ ତୋପ ସଲାମି ବେଳେ ଫୁଟିଲାନି ଗୁଳି

ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର…
Read More...

ମେଘନାଦ ପାଚେରୀ କଡ଼ରେ ସୁଡ଼ଙ୍ଗକୁ ନେଇ କଳ୍ପନାଜଳ୍ପନା

ପୁରୀ: ପୁରୀରେ ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରୁ ଉଚ୍ଛେଦ ବେଳେ ଗୋଟିଏ ସୁଡ଼ଙ୍ଗ ଥିବା ଦେଖିବାକୁ ମିଳିଛି। ମେଘନାଦ ପାଚେରୀ ପାଖରେ ରାମଦୟା ପରିଷଦର ଦୁଇ ମହଲା ବିଶିଷ୍ଟ କୋଠା ରହିଥିଲା। ଗତକାଲି ରାମଦୟା ପରିଷଦର ପଛପଟେ…
Read More...

ଆଜି ରାଜ ଠାକରେଙ୍କୁ ପଚରାଉଚରା କରିବ ଇଡି: ଧାରା ୧୪୪ ଲାଗୁ

ମୁମ୍ବାଇ:ମୁମ୍ବାଇ ପୋଲିସ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଛି । ଏଠାରେ ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଇଡି ସମ୍ମୁଖରେ ହାଜର ହେବେ । ମେରାଇନ ଡ୍ରାଇଭ, …
Read More...

ମାଲକାନଗିରି ପ୍ରବଳ ବର୍ଷା: ବୁଡ଼ିଲା କାଙ୍କରକୋଣ୍ଡା ଓ ଏମ୍‌ଭି-୧୧ ପୋଲ

ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ହେବାରୁ ବେହାଲ ହୋଇପଡ଼ିଛି ଜିଲ୍ଲା । ଜିଲ୍ଲାର ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ପୋଲା…
Read More...

୬ ମାସ ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପୁଣି ଉଡାଇଲେ ମିଗ୍ ୨୧

ନୂଆଦିଲ୍ଲୀ:ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମିଗ-୨୧ ବିମାନରୁ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ୱଂସ କରିଥିବା ଭାରତର ବୀର ପାଇଲଟ ତଥା ବୀରଚକ୍ର ବିଜେତା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ୬ ମାସ ପରେ ପୁଣି ମିଗ-୨୧…
Read More...

କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ : ୨୦୨୨ ସୁଦ୍ଧା ନାକ୍‌ ମାନ୍ୟତା ହାସଲ କର

ଭୁବନେଶ୍ବର : ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଡିଗ୍ରି, ସ୍ବୟଂଶାସିତ କଲେଜ ନାକ୍‌ ମାନ୍ୟତା‌ ହାସଲ କରିବେ। ଯେଉଁମାନେ ଏବେ ପାଇ ସାରିଛନ୍ତି ଆଗକୁ ଯେପରି ଭଲ ମାନ୍ୟତା ପାଇବେ ସେ ଦିଗରେ ପଦକ୍ଷେପ ନେବେ। ଅତି କମ୍‌ରେ ୮୦…
Read More...