୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ଏହି ୨ ଦିନିଆ ଗସ୍ତରେ ସେ ସେଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ଏଡୱର୍ଡ ଫିଲିପଙ୍କୁ ସାକ୍ଷାତ କରିବେ ।…
Read More...

୪ ସରକାରୀ ହୋମିଓପ୍ୟାଥି କଲେଜରେ ଖାଲି ପଡ଼ିଛି ଅଧ୍ୟାପକ ପଦ

ଭୁବନେଶ୍ବର : ରାଜ୍ୟରେ ଥିବା ୪ ସରକାରୀ ହୋମିଓପ୍ୟାଥି କଲେଜରେ ଦୀର୍ଘ ଦିନ ଧରି ଅଧ୍ୟାପକ ପଦ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ଉଦାସୀନତା କାରଣରୁ ଏସବୁ ପଦ ପୂରଣ ହୋଇପାରୁ ନାହିଁ। ଅପରପକ୍ଷରେ ବିଭିନ୍ନ ଡାକ୍ତରଖାନାରୁ…
Read More...

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟମ୍ୟାଚ୍

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା) : ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ର ସଫଳତା ପରେ ଭାରତୀୟ ଦଳ ଗୁରୁବାର ପୁଣି ପଡ଼ିଆକୁ ଓହ୍ଲାଇବ। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ବିଶ୍ବ ଟେଷ୍ଟ…
Read More...

ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ପହିଲାରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର ସ୍ଥାନ ପାଇବ। ଏହା ସହିତ ଏକ ନିଃଶୁଳ୍କ ହେଲ୍‌ପଲାଇନ୍ ନମ୍ବର ରହିବ। ଏଥିପାଇଁ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲାବେଲିଂ) ନିୟମ…
Read More...

ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ପ୍ରଥମ ରାଫେଲ

ନୂଆଦିଲ୍ଲୀ : ଆଗାମୀ ସେପ୍‌ଟେମ୍ବର ୨୦ ତାରିଖ ଦିନ ଭାରତୀୟ ବାୟୁସେନାକୁ ପ୍ରଥମ ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ମିଳିବ। ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସରେ…
Read More...

ରାଜୀବ ଗୌବା ନୂଆ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୩୦ତାରିଖରୁ ସେ ପି.କେ ସିହ୍ନାଙ୍କ ସ୍ଥାନରେ ଏହି ପଦଭାର ଗ୍ରହଣ କରିବେ ଓ ଆସନ୍ତା ଦୁଇ ବର୍ଷ…
Read More...

ପ୍ରିୟଙ୍କାଙ୍କୁ ଜାତିସଂଘ ଆମ୍ବାସଡର ପଦରୁ ହଟାଇବାକୁ ପାକିସ୍ତାନ ଲେଖିଲା ଚିଠି

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’…
Read More...

ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ସହ ଅଧ୍ୟାପକଙ୍କ ଦୈନିକ ୭ଘଣ୍ଟା ଡ୍ୟୁଟି ବାଧ୍ୟତାମୂଳକ

ଭୁବନେଶ୍ୱର:ଯୁକ୍ତ ୩ କଲେଜରେ ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ ହେବ ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ୧୦୧ଟି କଲେଜରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରାଯିବ ।  କଲେଜରେ ଛାତ୍ରଛାତ୍ରୀଙ୍କ ୭୫ପ୍ରତିଶତ…
Read More...

ଶୁକ୍ରବାର ସୁପ୍ରିମକୋର୍ଟରେ ଚିଦାମ୍ବରମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ଠକେଇ ମାମଲାରେ ଗିରଫଦାରୀ ଏଡ଼ାଇବାକୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାୟର ଆଗୁଆ ଜାମିନର…
Read More...

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି  । ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ…
Read More...