Odisha ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ ସଞ୍ଜୀବ ଚୋପ୍ରା OPA Aug 19, 2019 0 ଭୁବନେଶ୍ୱର: ଓଡ଼ିଶାରେ ଏବେ ଯେଉଁଭଳି ଶାନ୍ତିଶୃଙ୍ଖଳା ରହିଛି, ତା ଆଗକୁ ବି ବଜାୟ ରହିବ । ଏକଥା କହିଛନ୍ତି ଗୃହ ସଚିବ ଭାବେ ଦାୟିତ୍ୱ ନେଇଥିବା ବରିଷ୍ଠ ଆଇଏଏସ ସଞ୍ଜୀବ ଚୋପ୍ରା । କମ୍ୟୁନିଟି ପୋଲିସିଂ ଉପରେ ଗୁରୁତ୍ବ!-->… Read More...
National ଭେଣ୍ଟିଲେଟରରେ ଜେଟଲୀ, ଏମ୍ସ ପହଞ୍ଚିଲେ ଆଡଭାନୀ OPA Aug 19, 2019 0 ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେ ସେ ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭେଣ୍ଟିଲେଟରରେ ରହିଛନ୍ତି। ଆଜି ମଧ୍ୟାହ୍ଣରେ ବିଜେପିର ବରିଷ୍ଠ ନେତା ଏଲକେ!-->… Read More...
Odisha ଏଣିକି ବିଜୁଳି ଚୋରି ରୋକିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର OPA Aug 19, 2019 0 ଭୁବନେଶ୍ୱର:ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ!-->… Read More...
Odisha ଖୋଲିଲା ବାଲିମେଳା ଡ୍ୟାମ୍ର ଦୁଇଟି ଗେଟ୍ OPA Aug 19, 2019 0 ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳ ଭଣ୍ଡାରର ଦୁଇଟି ଗେଟ୍ ଖୋଲା ଯାଇଛି। ଡ୍ୟାମର ୪ ନମ୍ୱର ଓ ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ଫଳରେ ପ୍ରତି ସେକେଣ୍ଡରେ ୬୦୦୦ କ୍ୟୁସେକ୍ ଜଳ ନିଷ୍କାସନ!-->… Read More...
Entertainment ରିଲିଜ୍ ପୂର୍ବରୁ “ଖୁସି” ଫିଲ୍ମର ସ୍ପେଶାଲ ସ୍କ୍ରିନିଂ OPA Aug 19, 2019 0 ଭୁବନେଶ୍ୱର : ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍। ପାଶବିକତାର ଶିକାର ହୋଇ ଗୁରୁତର!-->… Read More...
Odisha ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପାଢ଼ୀ OPA Aug 19, 2019 0 ଭୁବନେଶ୍ୱର: ଆଜି ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ ଆଗକୁ ପୌର ଓ ପଞ୍ଚାୟତ!-->… Read More...
National ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ OPA Aug 19, 2019 0 ପାଟନା :ବହୁ ଦିନ ଧରି ଅସୁସ୍ଥ ଥିବା କାରଣରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ ହୋଇଛି । ୮୨ ବର୍ଷରେ ଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି। ଜଗନ୍ନାଥଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବିହାରରେ ଶୋକର!-->… Read More...
Odisha ବଢ଼ୁଛି ବ୍ରାହ୍ମଣୀର ଜଳସ୍ତର: ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ OPA Aug 19, 2019 0 ରାଉରକେଲା : ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ନିକଟ ଲାଇଙ୍ଗଠାରେ ଥିବା ମନ୍ଦିରା ଡ୍ୟାମ୍ର ୧୧ଟି ଗେଟ୍ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ!-->… Read More...
National ଜମ୍ମୁ କଶ୍ମୀରରେ ଖୋଲିଲା ସମସ୍ତ ସ୍କୁଲ ଓ କଲେଜ OPA Aug 19, 2019 0 ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ଦୀର୍ଘ ୨ ସପ୍ତାହ ପରେ ଆଜି ୧୯୦ଟି ସ୍କୁଲ ଓ କଲେଜ ଖୋଲିଥିବା ଶ୍ରୀନଗର ଡେପୁଟି କମିଶନର ଶାହିଦ!-->… Read More...
Odisha ଆରମ୍ଭ ହେଲା ଶ୍ରୀମନ୍ଦିର ଚାରିପଟୁ କୋଠାବାଡ଼ି ଉଚ୍ଛେଦ OPA Aug 19, 2019 0 ପୁରୀ: ସୋମବାର ସକାଳୁ ଶ୍ରୀମନ୍ଦିର ଚାରିପଟେ ମେଘନାଦ ପାଚେରିକୁ ଲାଗି ଥିବା ସମସ୍ତ କୋଠାବାଡ଼ି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ସିଂହଦ୍ୱାର ସୂଚନା କେନ୍ଦ୍ର ସମ୍ମୁଖ ଅଞ୍ଚଳରେ ଥିବା ଘର ଏବଂ ଦକ୍ଷିଣ ଦ୍ୱାର ପାଖରେ!-->… Read More...