ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ବିଜେପିରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବାରମ୍ବାର ସମାଲୋଚନା କରିଆସୁଥିବା ଅଭିନେତା-ନେତା ଶତ୍ରୁଘ୍ନ ସିହ୍ନା ଏବେ ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣର ଉଚ୍ଚ ପ୍ରଶଂସା କରିଛନ୍ତି।…
Read More...

ଦେଖନ୍ତୁ ଭିଡିଓ, ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ କଣ ସଫେଇ ଦେଉଛନ୍ତି ପପୁ ପମ୍ ପମ୍…

ଭୁବନେଶ୍ବର :  ପପୁଙ୍କ ଫିଲ୍ମର ପୋଷ୍ଟର ନେଇ ବିବାଦ ପରେ ଫିଲ୍ମର ପ୍ରଡକ୍ସନ ହାଉସ୍ ସିଦ୍ଧାର୍ଥ ମ୍ୟୁଜିକ ଏବଂ ନିଜେ ଅଭିନେତା ପପୁ ପମପମ  ନିଜ ଆଡୁ ସ୍ପଷ୍ଟୀକରଣ ଦେଇଛନ୍ତି ।  ମିଷ୍ଟର କହ୍ନେୟା ଫିଲ୍ମର ଅରୁଚିକର ପୋଷ୍ଟର…
Read More...

ପୁଣି ଜମ୍ମୁର ୫ ଜିଲ୍ଲାରେ ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଶ୍ରୀନଗର: ଜମ୍ମର ୫ ଜିଲ୍ଲାରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇଛି ପ୍ରଶାସନ। ତେବେ ଏହା ପଛର କାରଣ କଣ, ତାହା ଜଣାପଡ଼ିନାହିଁ। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍…
Read More...

ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ: ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜେଟଲୀଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା…
Read More...

ପୁଣିଥରେ ମା’ ହେବେ ଲିଜା ହେଡନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ଲିଜା ହେଡନ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁସି ମଧ୍ୟ ଅଛନ୍ତି । ନିଜର ଏହି ଖୁସିକୁ ଫ୍ୟାନଙ୍କ ସହ ସେୟାର କରିଛନ୍ତି । ଲିଜା ନିଜ ସୋସିଆଲ ସାଇଟରେ…
Read More...

ସାଟେଲାଇଟ ନିର୍ମାଣ କରିବେ ଭୁଟାନ ବୈଜ୍ଞାନିକ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି । ଆଜି ଭୁଟାନରେ ତାଙ୍କର ଦ୍ୱିତୀୟ ଦିନ । ଏହି ଅବସରରେ ସେ ସେଠାକାର ରୟାଲ ୟୁନିଭରସିଟି, ଥିମ୍ପୁରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ…
Read More...

ଆତଙ୍କବାଦୀ ଘୋଷିତ ହୋଇପାରନ୍ତି ବିହାରୀ ବିଧାୟକ

ପାଟନା: ବିହାରର ମୋକାମା ଅଞ୍ଚଳର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ତାଙ୍କୁ ସେହି ଅଞ୍ଚଳର ଡନ୍ ଏବଂ ଛୋଟେ ସରକାର ବୋଲି ବି କୁହାଯାଏ। ଆଜି ପୁଲିସ ତାଙ୍କ ଘରେ ପହଞ୍ଚିବା…
Read More...

୨୦ରେ କର୍ଣ୍ଣାଟକ କ୍ୟାବିନେଟର ସଂପ୍ରସାରଣ!

ନୂଆଦିଲ୍ଲୀ:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଗାମୀ ୨୦ ତାରିଖରେ କରିବେ ବୋଲି ଜଣାଯାଇଛି। ଏନେଇ ସେ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ…
Read More...

କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। …
Read More...

ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ…
Read More...