Corporate ଦେଶର୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନେବ ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର… OPA Aug 16, 2019 0 ଭାରତ-ଆମେରିକା ଫରୋମ କାଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି, ଯାହା ବିଶ୍ୱର ସମସ୍ତ ପ୍ରମୁଖ!-->!-->!-->… Read More...
Odisha ଶ୍ରୀମନ୍ଦିର ଚାରିପଟରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବ OPA Aug 16, 2019 0 ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜଷ୍ଟିସ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିସକୁ କାର୍ଯ୍ୟକାରୀ!-->… Read More...
Odisha ରାଜ୍ୟରେ ଗଠିତ ହେବ ମ୍ୟାରିଟାଇମ୍ ବୋର୍ଡ OPA Aug 16, 2019 0 ଭୁବନେଶ୍ୱର : ରାଜ୍ୟରେ ସାମୁଦ୍ରିକ ଅଞ୍ଚଳ ଓ ବନ୍ଦରଗୁଡ଼ିକର ନିୟନ୍ତ୍ରଣ ପାଇଁ ମ୍ୟାରିଟାଇମ୍ ବୋର୍ଡ ଗଠନ କରାଯିବ । ଏଥିଲାଗି ବିଧାନସଭାରେ ଏକ ବିଧେୟକ ଆଗତ କରାଯିବ ଏବଂ ଏହା ଗୃହର ଅନୁମୋଦନ ଲାଭ କରିବା ପରେ ଏହି!-->… Read More...
Odisha ଏଣିକି ଅନଲାଇନରେ ଭରିବେ ଖଜଣା OPA Aug 16, 2019 0 ଭୁବନେଶ୍ୱର :ଖଜଣା ଦେବାକୁ ଆଉ ଦୌଡିବାକୁ ପଡିବନି ସରକାରୀ ଅଫିସ୍ । ଏଣିକି ଅନଲାଇନରେ ପୈଠ କରିପାରିବେ ଜମିର ଖଜଣା । ଏଥିଲାଗି ଏକ ନୂଆ ଆପ୍ ଲୋକସେବା ଭବନରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।!-->!-->!-->… Read More...
National ପାକିସ୍ତାନର କୁଚଲକ ମସଜିଦରେ ବିସ୍ଫୋରଣ: ୪ ମୃତ, ୧୫ ଆହତ OPA Aug 16, 2019 0 ପାକିସ୍ତାନ: ପାକିସ୍ତାନର ଉତ୍ତରପଶ୍ଚିମ ବଲୁଚିସ୍ତାନ ଅନ୍ତର୍ଗତ କ୍ୱେଟା ସହରର କୁଚଲକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଓ ଗଣମାଧ୍ୟମର!-->… Read More...
Odisha ରାଜଧାନୀରେ ଗର୍ଜିଲେ ଶିକ୍ଷକ OPA Aug 16, 2019 0 ଭୁବନେଶ୍ୱର: ଶିକ୍ଷକ ଓ କର୍ମଚାରୀମାନେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ଶୁକ୍ରବାର ଦାବି ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲ!-->… Read More...
Sports ‘ଖେଳ ରତ୍ନ’ ପୁରସ୍କାର ପାଇବେ ରେସଲର୍ ବଜରଙ୍ଗ OPA Aug 16, 2019 0 ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ୨୫ ବର୍ଷୀୟ!-->… Read More...
Bignews ପୁଣି ଥରେ ରବି ଶାସ୍ତ୍ରୀ ହେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ OPA Aug 16, 2019 0 ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମଖ୍ୟ କୋଚ୍ ରୂପେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଭାରତର ପ୍ରଥମ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ କପିଲ ଦେବଙ୍କ ଅଧ୍ୟକ୍ଷତାରେ!-->… Read More...
Politics ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ, କାହାକୁ ମିଳିଲା କେଉଁ ପଦବୀ ଜାଣନ୍ତୁ OPA Aug 16, 2019 0 ଭୁବନେଶ୍ୱର: ଆଶାୟୀ ବିଜେଡି ନେତାଙ୍କୁ ଥଇଥାନ କଲେ ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କାହାକୁ କେଉଁ ବିଭାଗ ମିଳିଛି ପଢ଼ନ୍ତୁ।ସୁଜିତ କୁମାର ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା, ଅନୁଭବ!-->!-->!-->… Read More...
National ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏମ୍ସ ଗଲେ ରାଷ୍ଟ୍ରପତି OPA Aug 16, 2019 0 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ(୬୬)ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗତ ସପ୍ତାହରୁ ଜେଟଲୀ ଏମ୍ସରେ!-->… Read More...