Entertainment ୩ ହିରୋଇନ ସହ ରୋମାନ୍ସ କରିବେ ବାବୁସାନ OPA Aug 15, 2019 0 ଭୁବନେଶ୍ୱର: ଦଶହରାରେ ରିଲିଜ୍ ହେବ ବାବୁସାନ୍ଙ୍କ ଆଉ ଏକ ଫିଲ୍ମ। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ!-->… Read More...
National ତିନି ସେନା ବାହିନୀର ମୁଖ୍ୟ ହେବେ ଜେନେରାଲ ବିପନ ରାୱତ! OPA Aug 15, 2019 0 ନୂଆଦିଲ୍ଲୀ: ଆଜି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି।ଏହି ସିଡିଏସ୍ ୩ଟି ସେନା!-->!-->!-->… Read More...
Sports ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱ ରେକର୍ଡ କଲେ ବିରାଟ୍ କୋହଲି OPA Aug 15, 2019 0 ପୋର୍ଟ ଅଫ୍ ସ୍ପେନ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ନିଜ କ୍ୟାରିୟରର ୪୩ତମ ଶତକ ମାରିବା ସହ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ୧୦ ବର୍ଷ!-->… Read More...
Entertainment ଆରପାରିରେ ବରିଷ୍ଠ ଅଭିନେତ୍ରୀ ବିଦ୍ୟା OPA Aug 15, 2019 0 ମୁମ୍ବାଇ: ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ଆଜି ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି!-->… Read More...
Odisha ରାଜ୍ୟରେ ୩୯ ଜଣଙ୍କୁ ମିଳିଲା ପୋଲିସ ପଦକ OPA Aug 15, 2019 0 ଭୁବନେଶ୍ବର: ୭୩ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ୩୯ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ସେବା ପଦକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି ଏହି ପଦକ । ଜୟଦେବ ଭବନରେ ପୋଲିସ ଅଧିକାରୀଙ୍କୁ ପଦକ ଦେଇ!-->… Read More...
Odisha ଖୋଲିଲା ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍ OPA Aug 15, 2019 0 ସମ୍ୱଲପୁର: ହୀରାକୁଦ ଡ୍ୟାମରୁ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିଛି।ତେବେ ତଳମୁଣ୍ଡରେ କୌଣସି ବନ୍ୟା!-->!-->!-->… Read More...
National ସ୍ୱାଧିନତା ଦିବସ ଅବସରରେ କୃଷକଙ୍କୁ ଉପହାର ଦେଲା ଇଫକୋ OPA Aug 15, 2019 0 ନୂଆଦିଲ୍ଲୀ:ସ୍ୱାଧିନତା ଦିବସ ଅବସରରେ ସରକାରୀ କମ୍ପାନୀ ଇଫକୋ କୃଷକଙ୍କୁ ଏକ ବଡ ଉପହାର ଦେଇଛି । ସାର ଉତ୍ପାଦନ କରୁଥିବା ଏହି ସରକାରୀ କମ୍ପାନୀ ସାରର ଦର ହ୍ରାସ କରିବାକୁ ଘୋଷଣା କରିଛି । ଏବେ ଚାଷୀମାନଙ୍କୁ ପ୍ରତି ବସ୍ତା!-->… Read More...
Odisha ବାରିପଦାରେ ଜିଲ୍ଲା ସ୍ତରୀୟ ସ୍ବାଧତ୍ନତା ଦିବସରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା OPA Aug 15, 2019 0 ବାରିପଦା : ବାରିପଦାରେ ୭୩ତମ ପବିତ୍ର ସ୍ବାଧତ୍ନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଏକ ଜିଲ୍ଲା ସ୍ତରୀୟ ସମ୍ମିଳୀତ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯୟକ୍ରମରେ ମୁଖ୍ୟ!-->… Read More...
Odisha ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ହସ୍ପିଟାଲରେ ଉତ୍ତେଜନା OPA Aug 15, 2019 0 ଜଳେଶ୍ୱର : ଜଳେଶ୍ୱର ରାଜପୁରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଚିକିତ୍ସା ସମୟରେ ଜଣେ ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ଗୋପୀକିଶନ ଭଟ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ!-->… Read More...
National ଅକ୍ଟୋବର ୨୯ରୁ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା OPA Aug 15, 2019 0 ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ବିନା ଟିକେଟ୍ରେ ଯାତ୍ରା!-->… Read More...