Odisha ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା OPA Aug 15, 2019 0 ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରୀ ମଜବୁତ କରିଥାନ୍ତି । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ ।!-->… Read More...
Bignews ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ଜମ୍ମୁ-କଶ୍ମୀର ଓ ଲଦ୍ଦାଖ ବିଶେଷ ଲାଭାନ୍ୱୀତ ହେବେ : ରାଷ୍ଟ୍ରପତି OPA Aug 14, 2019 0 ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତିନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁସମ୍ବୋଧିତ କରିଛନ୍ତି। ୭୩ତମ!-->!-->!-->… Read More...
Bignews ଜାରିହେଲା ବିଜ୍ଞପ୍ତି : ସରକାରୀ କାର୍ଯ୍ୟରେ ଓଡିଆ ଭାଷାକୁ ଅବହେଳା କଲେ ଦଣ୍ଡ OPA Aug 14, 2019 0 ଅଗଷ୍ଟ ୧୫ରୁ ସରକାରୀ କାର୍ଯ୍ୟରେ କଡାକଡି ହେବ ଓଡିଆ ଭାଷାଭୁବନେଶ୍ୱର : ସାରା ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ସରକାରୀ କାର୍ଯ୍ୟରେ ଓଡିଆ ଭାଷାକୁ କଡା କଡି କରାଯାଇଛି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ଓଡିଶା!-->!-->!-->… Read More...
Bignews ମୋଦୀ ଦେଶର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ OPA Aug 14, 2019 0 ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ସର୍ଭେନୂଆଦିଲ୍ଲୀ: କେନ୍ଦ୍ରରେ ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଜ୍ଝ ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ!-->!-->!-->… Read More...
Odisha ରାଜ୍ୟରୁ ଉଚ୍ଛେଦ ହେଲା ‘ଗାର୍ଡ ଅଫ୍ ଅନର’ OPA Aug 14, 2019 0 ଭୁବନେଶ୍ବର : ରାଜ୍ୟରେ ପ୍ରଚଳିତ ହେଉଥିବା ‘ଗାର୍ଡ ଅଫ୍ ଅନର’ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିର୍ଦ୍ଦେଶ । କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ!-->… Read More...
Politics କଂଗ୍ରେସ ଛାଡିବେ ରଞ୍ଜିବ ! ସୁର କହିଲେ ଅଗାଡି ପଳାଇଲେ ଭଲ ଚାଷ ହେବ OPA Aug 14, 2019 0 ଭୁବନେଶ୍ବର : ନିର୍ବାଚନ ସରିଲାଣି ୩ମାସ ପୂର୍ବରୁ, ଚୁପ୍ ଥିଲେ କଂଗ୍ରେସ ନେତା ରଂଜୀବ ବିଶ୍ବାଳ । ସଂସଦରେ ଯେତେବେଳେ ଟ୍ରିପଲ ତଲାକ ବିଲ୍ ଓ ଧାରା ୩୭୦ ଉଛେଦ ଭଳି ଗୁରୁତ୍ବପୂର୍ଣ ବିଲ୍ ଉପରେ ଭୋଟିଙ୍ଗ ହେଉଥିଲା ସେତେବେଳେ!-->… Read More...
Odisha ସ୍ୱାଧୀନତା ଦିବସ ଉପଲକ୍ଷେ ୟୁନିଟ୍ -୮ ଡିଏଭି ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ OPA Aug 14, 2019 0 ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ । ତେବେ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ୟୁନିଟ୍ -୮ ଡିଏଭି ସ୍କୁଲର ୨ୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି!-->… Read More...
Odisha ନାଲକୋ ସିଏମଡି ଦୌଡ, ଆଗରେ ଶ୍ରୀଧର OPA Aug 14, 2019 0 ଭୁବନେଶ୍ୱର: କିଏ ହେବେ ନବରତ୍ନା ନାଲକୋର ପରବର୍ତୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ? ବର୍ତମାନର ଅଧ୍ୟକ୍ଷ ଆସନ୍ତା ନଭେମ୍ବର ମାସରେ ଅବସର ନେଉଛନ୍ତି । ଦୌଡରେ ସବୁଠାରୁ ଆଗରେ ଅଛନ୍ତି ନାଲକୋର ନିର୍ଦ୍ଦେଶକ(ଅର୍ଥ)!-->… Read More...
Corporate ଜୁଲାଇ ପାଇକାରୀ ମୁଦ୍ରାସ୍ଫୀତି ୧.୦୮%କୁ ହ୍ରାସ OPA Aug 14, 2019 0 ନୂଆଦିଲ୍ଲୀ : ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୨୫ ମାସର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦର ହ୍ରାସର ସକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି। ଏହି କ୍ରମରେ!-->… Read More...
Odisha ବନ୍ଦ ହେଲା ହୀରାକୁଦ ଗେଟ OPA Aug 14, 2019 0 ସମ୍ବଲପୁର : ସାଙ୍କେତିକ ଭାବେ ଖୋଲାଯାଇଥିବା ହୀରାକୁଦ ଡ୍ୟାମର ୭ ନମ୍ବର ଗେଟ ବନ୍ଦ କରି ଦିଆଯାଇଛି। ତଳମୁଣ୍ଡରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଡ୍ୟାମ କର୍ତୃପକ୍ଷ!-->… Read More...