ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପ୍ରସଙ୍ଗ; ଭାବିଚିନ୍ତି ନିଷ୍ପତି ନିଆଯାଇଛି: ମୋଦୀ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପ୍ରସଙ୍ଗ ଭାରତର ନିଜସ୍ୱ ମାମଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ନିଷ୍ପତି ଭାବିଚିନ୍ତି ନିଆ ଯାଇଥିବା ସେ ଏକ ଗଣମାଧ୍ୟମକୁ କହିଛନ୍ତି ।…
Read More...

କଶ୍ମୀରରେ କଡ଼ା ସୁରକ୍ଷା, ନିରାଡ଼ମ୍ୱର ଭାବରେ ଇଦ୍ ପାଳିତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି କଡ଼ା ସୁରକ୍ଷା ଭିତରେ ନିରାଡମ୍ୱର ଭାବରେ ଇଦ୍-ଉଲ୍-ଜୁହା ବା ବକ୍ରୀ ଇଦ ପାଳିତ ହେଉଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଇଦ୍ ଅବସରରେ ୬ ଘଣ୍ଟା…
Read More...

ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍-ଉଲ୍-ଜୁହା, ଇଦ୍-ଉଲ୍ ଆଧା ବା ବକ୍ରୀ ଇଦ । ସାରା ଦେଶରେ ଏହି ପର୍ବ ଧୁମଧାମରେ ପାଳନ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ  ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ତେବେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ରାତି ଗୋଟାଏରୁ ମନ୍ଦିର ଫିଟାଯାଇ ସମସ୍ତ…
Read More...

ବର୍ଦ୍ଧିତ ସିବିଏସଇ ‘ଫି’କୁ ବିରୋଧ କଲା ଅଭିଭାବକ ସଂଘ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି କରାଯାଇଛି। ଯାହାକୁ ବିରୋଧ କରିଛି ଅଭିଭାବକ ମହାସଂଘ | ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଆଜି ପବିତ୍ର ଇଦ୍-ଉଲ୍-ଜୁହା

ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା । ଦେଶର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରୁଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ । ଏକାଠି ନମାଜ ପାଠ କରିବା ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି ସମସ୍ତେ । ଆଜିର ଦିନକୁ…
Read More...

ଆସନ୍ତାକାଲି ସୁଷମାଙ୍କ ସ୍ମୃତିରେ ବିଜେପିର ଶୋକସଭା

ନୂଆଦିଲ୍ଲୀ: ଆସନ୍ତାକାଲି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ମୃତିରେ ଶୋକସଭା ଆୟୋଜନ କରିବ ଭାରତୀୟ ଜନତା ପାର୍ଟି (ବିଜେପି)। ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଅପରାହ୍ନ ୪ଟାରେ ଏହି ଶୋକସଭା…
Read More...

ନଜରବନ୍ଦୀ ସମୟରେ ଓମାର-ମେହବୁବାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ, ଅଲଗା ଅଲଗା ରଖାଗଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଜମ୍ମୁ-କାଶ୍ମୀରର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ନଜର ବନ୍ଦୀ କରାଯାଇ ହରି ନିବାସ ପ୍ୟାଲେସରେ ରଖାଯାଇଥିଲା ।…
Read More...

ହୀରାକୁଦ ଜଳସ୍ତର ୬୧୪.୩୯ ଫୁଟ

ସମ୍ବଲପୁର : ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତରରେ ଲଗାତାର ବୃଦ୍ଧି ଘଟୁଛି। ରବିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୧୪.୩୯ ଫୁଟ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୦୧.୭୩ ମି.ମି. ଓ ତଳ…
Read More...

ଲାଲକିଲ୍ଲାରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀଠାରେ ଥିବା ଲାଲ କିଲ୍ଲା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ସୁରକ୍ଷା ସଂସ୍ଥା ଗୁଡିକ ଏନେଇ ହାଇ ଆଲର୍ଟ ଜାରି କରିଛନ୍ତି । ମିଳିଥିବା…
Read More...