ପୁଣି ଶ୍ରୀନଗରରେ ଲାଗିଲା କଟକଣା

ଶ୍ରୀନଗର: ଇଦ୍‌ ଉଲ-ଅଜହା ବା ବକ୍ରୀ ଇଦ୍‌ ପାଇଁ ଗତକାଲିଠାରୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା କୋହଳ କରାଯାଇଥିଲା। ଆଜି ସକାଳୁ ଲୋକମାନେ ଶ୍ରୀନଗର ରାସ୍ତାରେ ଭିଡ଼ ଜମାଇ ନିଜ ନିଜର ଆବଶ୍ୟକ ସାମଗ୍ରୀମାନ…
Read More...

ଚୀନରେ ଘୂର୍ଣ୍ଣିଝଡ ‘ଲେକିମା’ର ତାଣ୍ଡବ: ୨୮ ମୃତ, ୨୦ ନିଖୋଜ

ବେଜିଙ୍ଗ : ଚୀନର ଝେଜିୟାଙ୍ଗରେ ପ୍ରବଳ ଘୂର୍ଣ୍ଣିଝଡ ଯୋଗୁଁ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳେ ପୂର୍ବ ଚୀନ ଝେଜିୟାଙ୍ଗର ୱୋଲିଙ୍ଗ…
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ଶିବରାଜ ସିଂ ଚୌହାନ

ପୁରୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ଶନିବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଆନନ୍ଦ ଲାଭ…
Read More...

ତିନି ଦିନିଆ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆଜି ଠାରୁ ତିନି ଦିନିଆ ଚୀନ ଗସ୍ତରେ ଯିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଗସ୍ତ କାଳରେ ସେ ଭାରତ-ଚୀନ ମଧ୍ୟରେ ଉଚ୍ଚସ୍ତରୀୟ କୌଶଳ ପ୍ରଣାଳୀ ଉପରେ ଆୟୋଜିତ ଦ୍ବିତୀୟ ବୈଠକରେ ଯୋଗ ଦେବେ ।…
Read More...

ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ:  ପୁଣି ବଢିଲା ସୁନା ଦର । କିଛି ଦିନ ହେବ ଲଗାତାର ଭାବେ ସୁନା ରୂପା ଦରରେ ବୃଦ୍ଧି ଘଟୁଛି । ପୁଣି ବଜାରରେ ସୁନାର ମୂଲ୍ୟ ବୃଦ୍ଧି ବ୍ୟବସାୟୀ ତଥା ସୁନା କେତ୍ରାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସୁନା ଦର…
Read More...

ଜମ୍ମୁ-କଶ୍ମୀର ଉପରେ ଭୁଲ ଖବର ପ୍ରସାରଣ କଲେ ହେବ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଆଜି କିଛି ସ୍ଥାନରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବକ୍ରୀ ଇଦ୍‌ ଥିବାରୁ ସୁରକ୍ଷାକର୍ମୀ ଏବଂ ପ୍ରଶାସନ ପକ୍ଷରୁ ୧୪୪ ଧାରା କୋହଳ…
Read More...

ସୁସ୍ଥ ହେଉଛନ୍ତି ଜେଟଲୀ

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶୁକ୍ରବାରଠାରୁ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ…
Read More...

ଆଜି ରାହୁଲଙ୍କ ୱାୟନାଡ ଗସ୍ତ

କୋଚି: ଦେଶର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ୫ଟି ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାତରେ ବନ୍ୟା ପାଇଁ ପ୍ରାୟ ୧୩୬ଜଣଙ୍କ ଜୀବନ ହାନୀ ହେଲାଣି ।…
Read More...

ଉନ୍ନାଓ ଦୁଷ୍କର୍ମ ମାମଲା: ଆଜି ଟ୍ରକ ଡ୍ରାଇଭର ଓ ହେଲପରର ହେବ ନାର୍କୋ ଟେଷ୍ଟ

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇ ଜେଲଦଣ୍ଡ ଭୋଗୁଥିବା ଟ୍ରକ ଡ୍ରାଇଭର ଏବଂ ହେଲ୍ପରର ଆଜି ନାର୍କୋ ଟେଷ୍ଟ କରାଯିବ । ଏପରିକି ସେମାନଙ୍କର ବ୍ରେନ ମ୍ୟାପିଂ ଓ ଫିଙ୍ଗର ପ୍ରିଂଟ ଟେଷ୍ଟ ମଧ୍ୟ କରାଯିବ ।…
Read More...

ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପାଇଁ ମନୋନୀତ କରାଯାଇଛି। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶନିବାର ଏହି ନିଷ୍ପତ୍ତି ହୋଇଛି। ଦଳ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବାଯାଏଁ ସୋନିଆଙ୍କ ହାତରେ…
Read More...