National ସୋମବାର ଦିନ ତିନି ଘଣ୍ଟା ପାଇଁ ତାଜମହଲକୁ ପ୍ରବେଶ ମାଗଣା OPA Aug 11, 2019 0 ଆଗ୍ରା: ସୋମବାର ଅଗଷ୍ଟ ୧୨ ତାରିଖ ଦିନ ତିନି ଘଣ୍ଟା ପାଇଁ ତାଜମହଲ ମଧ୍ୟକୁ ସମ୍ପୂର୍ଣ୍ଣ ମାଗଣା ପ୍ରବେଶ କରିହେବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ସ୍ଥିର କରିଛି।ପ୍ରତିବର୍ଷ ଇଦ୍-ଉଲ୍-ଫିତର୍!-->!-->!-->… Read More...
Politics ସରକାର ବନେଇବା ନୁହେଁ ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ: ଶିବରାଜ ସିଂହ ଚୌହାନ OPA Aug 10, 2019 0 ସଙ୍ଗଠନ ପର୍ବରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କଲେ ଶିବରାଜ ସିଂହ ଚୌହାନ ଓଡିଶାରେ ଜନସଂଘ ସମୟରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ବରିଷ୍ଠ ନେତାଙ୍କୁ ସମ୍ମାନୀତ ଦଳରେ!-->!-->!-->… Read More...
Corporate ଅଏଲ ଇଣ୍ଡଷ୍ଟ୍ରି ଓଡିଶା ଦ୍ୱାରା ବିଶ୍ୱ ଜୈବଇନ୍ଧନ ଦିବସ ୨୦୧୯ ପାଳନ OPA Aug 10, 2019 0 ଅଏଲ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଓ୍ୱାକାଥନରେ ସ୍କୁଲ ଓ କଲେଜରୁ ପାଖାପାଖି ୫୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେଭୁବନେଶ୍ୱର : ଶନିବାର ପ୍ରତି ବର୍ଷ ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଜୈବଇନ୍ଧନ ଦିବସ ପାଳନ କରାଯାଉଛି । ଏହାର!-->!-->!-->… Read More...
National ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା ନ୍ୟାସନାଲ କନଫ୍ରେନ୍ସ OPA Aug 10, 2019 0 ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ନିର୍ଦେଶ ବିରୋଧରେ ନ୍ୟାସନାଲ କନଫ୍ରେନ୍ସ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ!-->… Read More...
Odisha ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ – ଧର୍ମେନ୍ଦ୍ର… OPA Aug 10, 2019 0 ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଭୁବନେଶ୍ୱର: ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପ୍ରେସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ!-->!-->!-->… Read More...
Politics ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ… OPA Aug 10, 2019 0 ବିଜେପିକୁ ରାଜ୍ୟରେ ସୁଦୃଢ ଏବଂ ସଶକ୍ତ କରିବା : ଶିବରାଜ ସିଂହ ଚୌହାନ ଦଳୀୟ ଉତରୀୟ ଦେଇ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପିର ସଦସ୍ୟ କରାଇବା ସହ ଦେଶ ନିର୍ମାଣ କରିବା ପାଇଁ ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ!-->!-->!-->… Read More...
Politics କଂଗ୍ରେସ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେବେନି ସୋନିଆ, ରାହୁଲ OPA Aug 10, 2019 0 ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ କିଏ ହେବ, ଦଳର ନେତା ଓ କର୍ମୀମାନେ କାହାକୁ ମୁଖିଆ ବାଛିବେ, ସେଥିରେ ହସ୍ତକ୍ଷେପ କରିବେନି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଶନିବାର!-->… Read More...
Corporate ଋଣ ସୁଧହାର କମାଇଲା କାନାରା ବ୍ୟାଙ୍କ OPA Aug 10, 2019 0 ବାଙ୍ଗାଲୁରୁ : ସୁପ୍ରିମକୋର୍ଟ ପକ୍ଷରୁ ଗତ ବୁଧବାରଦିନ ରେପୋ ହାର ୩୫ ବେସିସ ପଏଣ୍ଟ ହ୍ରାସ କରିବା ପରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ନିଜର ଋଣସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ, ଆଇଡିବିଆଇ!-->… Read More...
Politics ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ OPA Aug 10, 2019 0 ନୂଆଦିଲ୍ଲୀ: ପୁଣି ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାଜସ୍ଥାନରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମନମୋହନ ସିଂଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ ।!-->… Read More...
National ଆଇପିଏସ୍ ଅଫିସର କେ. ବିଜୟ କୁମାର ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ! OPA Aug 10, 2019 0 ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ଏବେ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଏହି ମଧ୍ୟରେ ଏକ ବଡ ଖବର ଶୁଣିବାକୁ ମିଳୁଛି । ଆଇପିଏସ୍ ଅଫିସର କେ. ବିଜୟ!-->… Read More...