National ପ୍ରଥମ ତିରୋଧାନ ବାର୍ଷିକୀ ଅବସରରେ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ବିଜେପି OPA Aug 5, 2019 0 ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ତିରୋଧାନ ବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବ । ଏଥି!-->… Read More...
Odisha ଆଜି ଶ୍ରାବଣ ମାସର ତୃତୀୟ ସୋମବାର: ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ OPA Aug 5, 2019 0 ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼ ଲାଗିରହିଛି।କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡ଼ିଆ। ରାତି ୧୨!-->!-->!-->… Read More...
Odisha ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ OPA Aug 5, 2019 0 ପୁରୀ: ସୋମବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ୩ଘଣ୍ଟା ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ସମ୍ପୂର୍ଣ୍ଣ ହେବା ପରେ ୩ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦ୍ବିତୀୟ ଭୋଗ!-->… Read More...
National ଶ୍ରୀନଗରରେ ୧୪୪ ଧାରା, ଓମାର-ମୁଫ୍ତି ନଜରବନ୍ଦୀ OPA Aug 5, 2019 0 ଶ୍ରୀନଗର: ଜମ୍ମୁକଶ୍ମୀରରେ ସ୍ଥିତି କ୍ରମେ ଗମ୍ଭୀର ହେବାରେ ଲାଗିଛି। ସମଗ୍ର ଶ୍ରୀନଗର ସହରରେ ଲୋକଙ୍କ ଚଳପ୍ରଚଳରେ କଟକଣା ଲାଗୁହେବା ପରେ ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା!-->… Read More...
National ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବା ପରେ ଧାରଣାରୁ ଓହରିଲେ ଏମ୍ସ ଡାକ୍ତର OPA Aug 4, 2019 0 ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସର ରେସିଡେଣ୍ଟ ଡାକ୍ତରମାନେ ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । ସୂଚନାଯୋଗ୍ୟ ଯେ ଡାକ୍ତରମାନେ ଏନଏମସି ବିଲର ବିରୋଧ କରି ୩ ଦିନ ଧରି ଧାରଣା ଦେଇଥିଲ ।!-->… Read More...
National କାଶ୍ମୀରର ସ୍ଥିତିକୁ ନେଇ ଅଜିତ୍ ଡୋଭାଲ-ଅମିତ ଶାହାଙ୍କ ମଧ୍ୟରେ ଆଲୋଚନା OPA Aug 4, 2019 0 ଶ୍ରୀନଗର: ଜମ୍ମୁକାଶ୍ମୀର ସ୍ଥିତି ନେଇ ଗୃହମନ୍ତ୍ରୀଙ୍କ ବୈଠକ। ସଂସଦ ଭବନ ପରିସରରେ ବସିଥିବା ଏହି ବୈଠକରେ ଗୃହ ସଚିବଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁ ଓ କାଶ୍ମୀରର!-->… Read More...
National ଚନ୍ଦ୍ରଯାନ-୨ ପ୍ରଥମ ସଫଳତା: ମହାକାଶରୁ ପଠାଇଲା ପୃଥିବୀର ଫଟୋ OPA Aug 4, 2019 0 ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ପ୍ରଥମ ଥର ପୃଥିବୀ ପୃଷ୍ଠର ସୁନ୍ଦର ଫଟୋ ପଠାଇଛି। ଏଲଆଇ୪ କ୍ୟାମେରା ସହାୟତାରେ ଏହି ଫଟୋ ଅଗଷ୍ଟ ୩ ତାରିଖରେ ଉତ୍ତୋଳନ କରାଯାଇଛି ବୋଲି ଜଣାପଡିଛି। ଏହି ଫଟୋ ଗୁଡିକୁ ରବିବାର ଭାରତୀୟ ମହାକାଶ!-->… Read More...
Politics ଅଗଷ୍ଟ ୧୦ରେ କଂଗ୍ରେସ କାର୍ଯ୍ୟସମିତି ବୈଠକ OPA Aug 4, 2019 0 ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ସ୍ୱୀକାର କରିବା ଏବଂ ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସଂସଦର ଅଧିବେଶନ ଶେଷ ହେବା ପରେ ଅଗଷ୍ଟ 10ରେ କଂଗ୍ରେସର କାର୍ଯ୍ୟସମିତି ବୈଠକ!-->… Read More...
National ଦୁର୍ନୀତି ନିବାରଣ ବିଭାଗର ପକ୍ଷରୁ ମେହବୁବା ମୁଫତୀଙ୍କୁ ନୋଟିସ OPA Aug 4, 2019 0 ନୂଆଦିଲ୍ଲୀ: କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଆଡଭାଇଜରୀ ଜାରି କରାଯାଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ରବିବାର ଦିନ ମେହବୁବା ଏହା ଉପରେ ସାମ୍ୱାଦିକ ସମ୍ମିଳନୀ କରି ସରକାର!-->… Read More...
Odisha ଆଉ ଦେଖିବାକୁ ମିଳିବନି ଡଙ୍ଗରିଆ ‘ସାଲ୍’! OPA Aug 4, 2019 0 ରାୟଗଡ଼ା : କପଡ଼ା ଉତ୍ପାଦ ମିଳୁନି, ଶ୍ରମକୁ ନିଅଣ୍ଟ ମୂଲ। ଏମିତି ପରିସ୍ଥିତି ଯୋଗୁ ଡଙ୍ଗରିଆଙ୍କ ବୟନଶିଳ୍ପ ‘ସାଲ୍’ ଇତିହାସ ପାଲଟିବାକୁ ଯାଉଛି। ଡଙ୍ଗରିଆ ସାଲ୍ର ଏକମାତ୍ର ବୁଣାକାର ଅସୁସ୍ଥ ହେବାପରେ ଆବଶ୍ୟକ କପଡ଼ା!-->… Read More...