ୱାଲମାର୍ଟ ଶପିଂ ମଲ୍‌ରେ ଗୁଳିକାଣ୍ଡ: ୨୦ ମୃତ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ଶନିବାର ଗୁଳିକାଣ୍ଡ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି…
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ଆଇଏଏସ ସଂଗ୍ରାମଜିତ୍ ନାୟକଙ୍କୁ…
Read More...

୫ ଦିନ ପୂର୍ବରୁ ସରିଲା ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର : ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି । ଜୁନ ୨୫ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।…
Read More...

ସାତଶଙ୍ଖ ଶୀତଳଭଣ୍ଡାରରେ ଆଳୁ ଗଜା ହେବା ପ୍ରସଙ୍ଗ : ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି କୃଷକ ମୋର୍ଚ୍ଚା

 ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାରରେ ଗଜା ହେଲା ୪୦୦୦ କ୍ୱିଂଟାଲ ଆଳୁ  ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିପାରିଲା ନାହିଁ ପ୍ରଶାସନ  ଗଜା ହୋଇଥିବା ଆଳୁର କ୍ଷତିପୂରଣ ତୁରନ୍ତ ଦିଆଯାଉ …
Read More...

SCB ମେଡିକାଲ କଲେଜ ଏବଂ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ବିକାଶ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ଉକ୍ତ ହସ୍ପିଟାଲର…
Read More...

ଆଜି ଭାରତ-ଇଣ୍ଡିଜ୍ ପ୍ରଥମ ଟି-୨୦

ଲୌଡରହିଲ୍‌ (ଆମେରିକା) : ବିଶ୍ୱକପ୍‌ରେ ବିଫଳ ଅଭିଯାନ ପରେ ଭାରତୀୟ ଦଳ ଶନିବାରଠାରୁ ଏକ ନୂତନ ସିଜିନ୍ ଆରମ୍ଭ କରିବାକୁ ଯାଉଛି। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମାଟିରେ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ମାସିକିଆ ଗସ୍ତରେ…
Read More...

ବିଧାନସଭାରେ ଉପସ୍ଥାପିତ ହେଲା କୁନ୍ଦୁଲି ତଦନ୍ତ କମିଶନଙ୍କ ରିପୋର୍ଟ

ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି କୁନ୍ଦୁଲି କମିଶନ ରିପୋର୍ଟ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ତଦନ୍ତ ରିପୋର୍ଟରେ କମିଶନ ତିନୋଟି ସୁପାରିଶ କରିଛନ୍ତି…
Read More...

ପଞ୍ଚମ ଓ ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା!

ଭୁବନେଶ୍ୱର:ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା…
Read More...

ନିର୍ଦ୍ଦୟ ଜେଜେ ମା’ : ନାତିକୁ ଗୋଇଠା ମାରି ପକେଇ ଚଢିଗଲା, ଦେଖନ୍ତୁ ଭିଡିଓ

ବାଲେଶ୍ବର : ପିଲାମାନେ ସବୁଠୁ ଅଧିକ ସେମାନଙ୍କ ଜେଜେ, ଜେଜେ ମାଙ୍କ ପାଖରେ ଗେହ୍ଲା । କୌଣସି କାରଣରୁ ବାପା ମାଙ୍କଠୁ ମାଡ ଗାଳି ଖାଇଲେ ଜେଜେ ମା ପଣତ କାନିରେ ଆଶ୍ରୟ ନିଅନ୍ତି । କିନ୍ତୁ ଏହି ଭିଜୁଆଲକୁ ଟିକେ ଦେଖନ୍ତୁ ।…
Read More...

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଭାସିଗଲେ ୪ ଛାତ୍ରୀ

ମୁମ୍ବାଇ : ମୁମ୍ବାଇରେ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୂଷଳ ଧାରାର ବର୍ଷା ଶନିବାରେ ମଧ୍ୟ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରିବାବର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି। ମୁମ୍ବଇ ସହରରେ…
Read More...