ମଚୈଲ ମାତା ଯାତ୍ରା ଉପରେ ପ୍ରତିବନ୍ଧକ

ଜମ୍ମୁ :ଜମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ପରେ ଏବେ କିଶ୍ତୱାଡ ଜିଲ୍ଲାର ମା ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ହେଉଥିବା ମଚୈଲ ମାତା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ…
Read More...

ଜମ୍ମୁ କାଶ୍ମୀରର ସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓମାର ଅବଦ୍ଦୁଲା

ଜମ୍ମୁ: ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ବିଗୁଡୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ କନଫରେନ୍ସର ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ସାକ୍ଷାତ କରିଛନ୍ତି ।…
Read More...

ବଦଳିପାରେ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ

ଭୁବନେଶ୍ୱର: ୭୨ତମ ସ୍ୱାଧିନତା ଦିବସ ପାଳନ କରିବାକୁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ…
Read More...

୩ ମାସ ପାଇଁ ନିଲମ୍ବିତ ହେଲେ ଫୁଟବଲ ସୁପରଷ୍ଟାର ମେସି

ୱାଶିଂଟନ୍‌: ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ୩ ମାସ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ନିଲମ୍ବିତ ହୋଇଛନ୍ତି। ସେ ଏକ ପୁରସ୍କାର ଉତ୍ସବକୁ ଦୁର୍ନୀତିର ଉତ୍ସବ ବୋଲି କହିଥିବାରୁ ଫୁଟବଲ ସଂସ୍ଥା CONMEBOL…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍

ଭୁବନେଶ୍ୱର: ବିଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ୪ଟି ପ୍ଲାନେଟୋରିୟମ୍ ।   ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ପ୍ରତିଷ୍ଠା ହେବ ଏହି ପ୍ଲାନେଟୋରିୟମ। ଆଜି ବିଧାନସଭାରେ ଏଭଳି ସୂଚନା…
Read More...

ଭିନ୍ନ ରୂପରେ ପରଦାକୁ ଫେରୁଛନ୍ତି ପପୁ

ଭୁବନେଶ୍ବର: ଏ ଖବର ତ ଆପଣଙ୍କୁ ମିଳି ସାରିଛି ଯେ ଓଲିଉଡର ଲୋକପ୍ରିୟ କମେଡିଆନ୍‌ ପପୁ ପମ୍‌ପମ୍‌ ପୁଣି ଥରେ ନାୟକ ଭୂମିକାରେ ଆସୁଛନ୍ତି। ହଁ, ନୂଆ ଓଡ଼ିଆ ସିନେମା ‘ମିଷ୍ଟର କହ୍ନେୟା’ରେ ପପୁ ପମ୍‌ପମ୍‌ ନାୟକ ଭାବେ ପୁଣି…
Read More...

ମହାନଦୀ ବିବାଦ: ସେପ୍ଟେମ୍ବର ୨୮ରେ ପରବର୍ତ୍ତୀ ଶୁଣାଣୀ

ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି । ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ନ ହୋଇ ପାରିଥିବାରୁ ଟ୍ରିବ୍ୟୁନାଲ ଛତିଶଗଡ଼ ପକ୍ଷର ଶୁଣାଣୀକୁ…
Read More...

ଛତିଶଗଡ଼ର ରାଜନନ୍ଦଗାଓଁ ନିକଟରେ ଏନ୍‌କାଉଣ୍ଟର୍‌: ୭ ନକ୍ସଲ୍‌ ନିହତ

ନୂଆଦିଲ୍ଲୀ: ଶନିବାର ଦିନ ଛତିଶଗଡ଼ର ରାଜନନ୍ଦଗାଓଁର ସୀତାଗୋତା ଜଙ୍ଗଲିଆ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗାର୍ଡଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ସାତ ଜଣ ନକ୍ସଲ ନିହତ ହୋଇଛନ୍ତି।ଘଟଣାସ୍ଥଳରୁ ନିରାପତ୍ତା କର୍ମଚାରୀମାନେ…
Read More...

ସମାନ ହେବ ଶ୍ରମିକଙ୍କ ନ୍ୟୁନତମ ବେତନ ସୀମା

ନୂଆଦିଲ୍ଲୀ :ଦେଶରେ ଶ୍ରମିକଙ୍କର ନ୍ୟୁନତମ ବେତନ ସୀମା ନିର୍ଦ୍ଧାରଣ କରିବା ଏବଂ ଶ୍ରମିକଙ୍କ ମଧ୍ୟରେ ଲିଙ୍ଗଗତ ଭେଦଭାବ ସମାପ୍ତ କରିବା ଶ୍ରମ ଅଧିକାର ସଂଶୋଧନ ବିଲ ୨୦୧୯କୁ ରାଜ୍ୟସଭାରେ ପାସ୍ କରାଯାଇଛି । ଏହି ବିଲ ପକ୍ଷରେ…
Read More...

ସେନଗରଙ୍କୁ ହେପାଜତକୁ ନେବ ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଜେରା ପାଇଁ ନିଜ ହାଜତକୁ ନେବାକୁ ସିବିଆଇ ଶୁକ୍ରବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛି। ଅନ୍ୟ…
Read More...