ଶେଷରେ ଦଳରୁ ବହିଷ୍କୃତ ହେଲେ ଜେଲରେ ଥିବା ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି।…
Read More...

ସାଇକୋ କିଲର୍‌ ନାରାୟଣ ସାହୁର ହେବ ପଲିଗ୍ରାଫ ଟେଷ୍ଟ

କଟକ: କଟକ ସିରିଏଲ କିଲର ନାରାୟଣ ସାହୁକୁ  ଘନ ଘନ ଜେରା । କଟକର ୩ଟି ହତ୍ୟାକାଣ୍ଡରୁ ଦୁଇଟିରେ ରହିଛି ନାରାୟଣର ସଂପୃକ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଓଏମପି ଛକରେ…
Read More...

ଆଜିଠୁ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆରମ୍ଭ !

ନୂଆଦିଲ୍ଲୀ: ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି…
Read More...

ସାଇକୋ କିଲର୍‌ ନାରାୟଣ ଆଜି କୋର୍ଟ ଚାଲାଣ

କଟକ:କଟକ ସିରିଜି୍‌ ହତ୍ୟା କରି ଚାଞ୍ଚଲ୍ୟ ଖେଳାଇ ଦେଇଥିବା ନାରାୟଣ ସାହୁକୁ ଗିରଫ କରାଯାଇଛି । କଟକ ଓଏମ୍‌ପି ଛକରେ ହୋଇଥିବା ହତ୍ୟାକାଣ୍ଡରେ ନାରାୟଣର ସପୃକ୍ତି ରହିଛି । ତାକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିସିପି…
Read More...

ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ(ଆଇଏମ୍‌ଡି) ଭାବେ ଦାୟିତ୍ୱ ନେଇଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆସନ୍ତା ୫ ବର୍ଷ ପାଇଁ ଏହି…
Read More...

ଦିଲ୍ଲୀରେ ୨୦୦ ୟୁନିଟ୍‌ ଯାଏଁ ବିଜୁଳି ବ୍ୟବହାର ମାଗଣା

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା ହେଲା ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି। ଫେବ୍ରୁଆରି ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ…
Read More...

ରାସ୍ତା କଡରେ ପରିଶ୍ରା ବା ମଳତ୍ୟାଗ କଲେ ଦେବେ ଜରିମାନା: ବ୍ରହ୍ମପୁରରେ ଆରମ୍ଭ ହେଲା ଅଭିଯାନ

ବ୍ରହ୍ମପୁର: ଏଣିକି ବାହାରେ ପରିଶ୍ରା ବା ମଳତ୍ୟାଗ କଲେ ଜରିମାନା ଦେବାକୁ ପଡିବ | ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅଭିଯାନକୁ ଜୋରସୋରରେ ଆରମ୍ଭ କରାଯାଇଛି | ଜୁଲାଇ ମାସରେ ବାହାରେ ପରିଶ୍ରା କରୁଥିବାବେଳେ ୧୮…
Read More...

ରାଜ୍ୟସଭାରେ ହେଲା ବିଲ ପାସ୍: ନାବାଳକ ଗାଡି ଚଲାଇଲେ ମାଲିକ ଦେବେ ଜରିମାନା

ନୂଆଦିଲ୍ଲୀ: ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର ମୋଟର ଯାନ ବିଲ ୨୦୧୯ ସଂଶୋଧନ କରିଥିଲେ । ଏହି ବିଲ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ଏହି ବିଧେୟକ ଉପରେ ଚର୍ଚ୍ଚା କରିବା ପରେ ସରକାର ୧୩ ମୁକାବିଲାରେ ୧୦୮ ମତରେ ପାରିତ…
Read More...

ସୁପ୍ରିମ୍‌କୋର୍ଟରେ ଉନ୍ନାଓ ଦୁଷ୍କର୍ମ ମାମଲା: ମଧ୍ୟାହ୍ନ ସୁଦ୍ଧା ସିବିଆଇ ଠାରୁ ଷ୍ଟାଟସ୍‌ ରିପୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲା ଏବଂ ପୀଡ଼ିତା ସମ୍ମୁଖୀନ ହୋଇଥିବା ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନଙ୍କୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ହାଜର ହେବାକୁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ଚାମ୍ବର…
Read More...

ପୁଣି ଥରେ ଟିମ୍ ଇଣ୍ଡିଆର କୋଚ ହେବେ ରବି ଶାସ୍ତ୍ରୀ !

ନୂଆଦିଲ୍ଲୀ: ରବି ଶାସ୍ତ୍ରୀ ଭାରତୀୟ ଦଳର କୋଚ ହୋଇ ରହିପାରନ୍ତି । ଆଗାମୀ ୨ ବର୍ଷା ଯାଏଁ ତାଙ୍କୁ ଏକସଟେନସନ୍ ମିଳିବ ବୋଲି କୁହାଯାଉଛି । ଗତ ମାସରେ ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ବିସିସିଆଇ ନୂଆ…
Read More...