ଦିଲ୍ଲୀ କଂଗ୍ରେସ ସଭାପତି ହେବେ ନଭଜୋତ ସିଂହ ସିଦ୍ଧୁ !

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅମୃତସର (ପୂର୍ବ)ର କଂଗ୍ରେସ ବିଧାୟକ ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ହୋଇପାରନ୍ତି। ଗଣମାଧ୍ୟମରେ ଏଭଳି ଚର୍ଚ୍ଚା  ଆରମ୍ଭ ହୋଇଛି। ଦିଲ୍ଲୀର ପୂର୍ବତନ…
Read More...

ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ହେଉଛି ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଉଛି । ନଡ଼ିଆ ଓ ଅରୁଆ ଚାଉଳରେ ଏହି ସ୍ୱତନ୍ତ୍ର ପିଠା…
Read More...

ଆଜିଠାରୁ ପାନ ଖାଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦେବାକୁ ପଡ଼ିବ ଜୋରିମାନା

ପୁରୀ: ପୁରୀ ଶ୍ରୀମନ୍ଦିରକୁ ପାନ ଓ ଗୁଟଖା ଖାଇ ପ୍ରବେଶ କରିବା ଉପରେ ରୋକ ଲଗାଯାଇଥିବା କଟକଣା ଆଜି ଠାରୁ ଲାଗୁ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଥିବା ନିଷ୍ପତି ଅନୁଯାୟୀ ଏଣିକି କୈାଣସି ଭକ୍ତ କିମ୍ବା…
Read More...

ତିନି ତଲାକ୍‍ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ : ରଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ ଏକା ଥରକେ ତିନି ତିନି ତଲାକକୁ ଦଣ୍ଡନୀୟ ଅପରାଧ…
Read More...

୬୨ ଟଙ୍କା ୫୦ ପଇସା ଶସ୍ତା ହେଲା ବିନା ସବସିଡି ଗ୍ୟାସ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ଦାମ ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ବଜାରରେ ପଡିଛି। ଏହି କ୍ରମରେ ଅଣରିଆତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦାମ ବୁଧବାର ୬୨ ଟଙ୍କା ୫୦ ପଇସା ହ୍ରାସ…
Read More...

ଓସାମା ବିନ୍ ଲାଡେନର ପୁଅ ହମଜା ମୃତ

ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ନିହତ ମୁଖ୍ୟ ଓସାମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନ(୩୦)ର ମୃତ୍ୟୁ ହୋଇଛି। ତାକୁ ମାରି ଦିଆଯାଇଥିବା ବୁଧବାର ଆମେରିକାର ସରକାରୀ ଅଧିକାରୀ କହିଛନ୍ତି। ତେବେ କେଉଁ ସ୍ଥାନରେ…
Read More...

କୃଷିକ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: କୃଷିମନ୍ତ୍ରୀ

ଓୟୁଏଟିରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମୀକ୍ଷାଭୁବନେଶ୍ୱର : ଆଧୁନିକ ଜ୍ଞାନକୌଶଳ ସହିତ ନିଜକୁ ଖାପଖୁଆଇ ଚାଷକାର୍ଯ୍ୟ କରିବା ପାଇଁ…
Read More...

ରାଜ୍ୟରେ ଆହୁରୀ ୧୧ଶହ କୋଟିର ପ୍ରକଳ୍ପ କରିବ ଆଇଓସିଏଲ

ଜଟଣୀ ଆଇଓସିଏଲ୍ ଡିପୋରେ ମକଡିଲଜଟଣୀ : ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା, ବ୍ରହ୍ମପୁର ଓ ପାରାଦୀପଠାରେ ନୂତନ ପ୍ରକଳ୍ପ ସ୍ଥାପନ କରାଯିବ । ପାରାଦୀପରେ ଏଲ୍ପିଜି ଟର୍ମିନାଲ୍, ଖୋର୍ଦ୍ଧାରେ…
Read More...

କଫି ଡେ’ର ଅନ୍ତରୀଣ ଅଧ୍ୟକ୍ଷ ହେଲେ ଏସ୍‌ଭି ରଙ୍ଗନାଥ

ନୂଆଦିଲ୍ଲୀ: କ୍ୟାଫେ କଫି ଡେ’ର ମାଲିକ ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପରେ ଆଜି କଫି ଡେ’ ଗ୍ରୁପ ପକ୍ଷରୁ ଅନ୍ତରୀଣ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ଏସଭି ରଙ୍ଗନାଥ କଫି…
Read More...

କେନ୍ଦ୍ରର କିରୋସିନ ଯୋଗାଣ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର : ବିରୋଧୀ ଦଳ ନେତା

ଭୁବନେଶ୍ୱର : ରାଜ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ରିହାତିଯୁକ୍ତ କିରୋସିନର ହିତାଧିକାରୀ କିଏ ତାହା ସ୍ପଷ୍ଟ ନଥିବା ତଥା ରାଜ୍ୟରେ କିରୋସିନ କଳାବଜାରୀ ନିତିଦିନର ଘଟଣା ହୋଇଥିବା ବେଳେ କେନ୍ଦ୍ର ସରକାର କିରୋସିନ କୋଟା…
Read More...