ଏନକାଉଣ୍ଟରରେ ଜୈଶ କମାଣ୍ଡର ସମେତ ୨ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଶନିବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡରଙ୍କ ସମେତ ୨…
Read More...

ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବିଜେପି ନେତା ବିଏସ୍  ୟେଦ୍ୟୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ…
Read More...

କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି:୨୦ହଜାର ଲୋକ ପ୍ରଭାବିତ

ରାୟଗଡା: ରାୟଗଡା ଜିଲ୍ଲାରେ ଗତ ୨ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ ଫଳରେ…
Read More...

ଆହୁରି ୪୮ ଘଣ୍ଟା ବର୍ଷା ସମ୍ଭାବନା

ଭୁବନେଶ୍ୱର : ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ…
Read More...

ରାଜଧାନୀରୁ ୯୬ଜଣ ବାର୍ ଡ୍ୟାନ୍‌ସର୍‌ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା୧୧ଟି ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ କରି ୯୬ ଅଧିକ ବାର୍ ଡ୍ୟାନସରଙ୍କୁ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶା ସମେତ ପଶ୍ଚିମବଙ୍ଗ,…
Read More...

ଗର୍ଭବତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ୫୦ ଲକ୍ଷ ଗର୍ଭବତୀ ଏବଂ ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ମିଳିଥିବା କଥା କହିଛନ୍ତି । ପ୍ରଧାନମନ୍ତ୍ରୀ…
Read More...

ମୁମ୍ୱାଇରେ ଲଗାଣ ବର୍ଷା

ମୁମ୍ୱାଇ: ମହାରାଷ୍ଟ୍ରରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ…
Read More...

ଉଦାହରଣ ସୃଷ୍ଟି କଲେ ଅରୁଣ,କର୍ମଚାରୀ ଠିଆ ହୋଇଥିବାରୁ ଚେୟାରରେ ବସିଲେନି କୃଷି ମନ୍ତ୍ରୀ

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ କୃଷି ଭବନ ଭିଜିଟ୍ଭୁବନେଶ୍ୱର : ଶୁକ୍ରବାର ପୂର୍ବାହ୍ଣରେ କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର…
Read More...

ରାଜ୍ୟରେ ମରୁଡି ଆଶଙ୍କା

ଭୁବନେଶ୍ଵର : ଧୋକା ଦେଲା ମୌସୁମୀ। ଫଳରେ ରାଜ୍ୟରେ ମରୁଡିର ପଦଧ୍ଵନୀ ଶୁଣିବାକୁ ମିଳିଲାଣି। ଯେଉଁ ସମୟରେ ତଳି ପକାଇବା ଏବଂ ବେଉଷଣ ପାଇଁ ଫୁରସତ ମିଳେ ନାହିଁ ସେଠାରେ ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ…
Read More...

୪୮ ଓଏଏସ ଅଫିସରଙ୍କ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ…
Read More...