Odisha କୋଇଲାଖଣିରେ ମାଟି ଧସିବା ଘଟଣା:ମିଳିଲା ଆଉ ଦୁଇ ଜଣଙ୍କ ମୃତଦେହ OPA Jul 26, 2019 0 ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ପମ୍ପ ଅପରେଟର୍ ରାଜକିଶୋର ମହାପାତ୍ର ଓ ସୁପରଭାଇଜର!-->… Read More...
Odisha ଥାନା ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ ଲୋକେ OPA Jul 26, 2019 0 ଜଳେଶ୍ୱର: ଜଣେ ନାବାଳକର ମୃତ୍ୟୁକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଜଣେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼େଇ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।ଆଜି ସକାଳେ ଜିଲ୍ଲାର ବାଲିଆପାଳ!-->!-->!-->… Read More...
Odisha ସାରଥୀ ବାବା ଜେଲରୁ ବାହାରି କେଉଁଠି ରହୁଛନ୍ତି, ଜାଣିଛନ୍ତି କି? OPA Jul 26, 2019 0 କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମକୁ ନ ଯିବା ପାଇଁ ହାଇକୋର୍ଟ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ନିର୍ଦେଶ ଦେବା ପରେ ଏବେ ସେ ଭୁବନେଶ୍ୱରର କୌଣସି ଅଜ୍ଞାତ ଅଞ୍ଚଳରେ ରହୁଥିବା ବିଶେଷସୂତ୍ରରୁ!-->… Read More...
Odisha ଆହୁରି ୩ ଦିନ ବର୍ଷିବ OPA Jul 26, 2019 0 ଭୁବନେଶ୍ୱର : ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇଛି । ଫଳରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷାରେ ସାରା ଓଡିଶା ଭିଜିବାରେ ଲାଗିଛି ।ଗତ କିଛିଦିନ ଧରି ରାଜ୍ୟରେ!-->!-->!-->… Read More...
Politics ଆଜି ସଂଧ୍ୟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା OPA Jul 26, 2019 0 ବେଙ୍ଗାଲୁରୁ: କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ସରକାର ଗଢ଼ିବା ନେଇ ଜାରି ରହିଥିବା ସସପେନ୍ସରେ ପୂର୍ଣ୍ଣଛେଦ ପକାଇଛି ବିଜେପି। ଆଜି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ବିଜେପି ବିଧାୟକ ବିଏସ୍ ୟେଦ୍ଦୁରପ୍ପା!-->… Read More...
National ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି OPA Jul 26, 2019 0 ନୂଆଦିଲ୍ଲୀ: ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପହଞ୍ଚି କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କୁ!-->… Read More...
National କାରଗିଲ୍ ବିଜୟ ଦିବସ: ବୀର ସୁପୁତ୍ରଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ OPA Jul 26, 2019 0 ନୂଆଦିଲ୍ଲୀ: କାରଗିଲ ବିଜୟକୁ ଆଜି ପୂରିଛି ୨୦ ବର୍ଷ। ୨୬ ଜୁଲାଇ ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧରେ ଭାରତ ଆଜିର ଦିନରେ ବିଜୟୀ ହୋଇଥିଲା। ପ୍ରତିବର୍ଷ ଦେଶ ଆଜିର ଦିନକୁ ବିଜୟ ଦିବସ ବୋଲି ମାନୁଛି। ଏହି ଅବସରରେ!-->… Read More...
Corporate ପଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲଫଲିଙ୍କ ସହ କଲେ… OPA Jul 25, 2019 0 ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲଫଲିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ!-->… Read More...
Odisha ବିଧାନସଭାରେ ଆସନ୍ନ ମରୁଡିକୁ ନେଇ ଉଦବେଗ OPA Jul 25, 2019 0 ଭୁବନେଶ୍ୱର : ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର୍ୟ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି ଫାଟି ଆଁ କଲାଣି। ବର୍ଷା ହେଲେ ବି ଆଉ ଚାଷ ହେବା ସମ୍ଭବ!-->… Read More...
Odisha ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ରେଳ ଲାଇନର… OPA Jul 25, 2019 0 ଖୋର୍ଦ୍ଧା : ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ୨୮୯ କି.ମି. ବିଶିଷ୍ଟ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ୧୨ କି.ମି. ରେଳ ଲାଇନ କୁ ଦକ୍ଷିଣ ପୂର୍ବ ପ୍ରାନ୍ତର ରେଳ!-->… Read More...