ଲୁଚକାଳି ଖେଳୁଛି ମୌସୁମୀ : ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା

ତିନି, ଚାରି ଦିନ ଭିତରେ ପୁଣି ସକ୍ରୀୟ ହେବ ମୌସୁମୀଭୁବନେଶ୍ୱର : ମୌସୁମୀ ବାୟୁ ଆସୁଛି ଆସୁଛି ବୋଲି ଢେର କିଛି ଦିନ ଧରି ଚର୍ଚ୍ଚା ହେଲା । ଅନେକ ସମୟରେ ପାଣିପାଗ ବିଭାଗର ଆକଳନକୁ ଭୁଲ ବୋଲି ବି ପ୍ରମାଣିତ କଲା । ଆଉ…
Read More...

ଏସଆରସି ବିଷ୍ଣୁପଦ ସେଠୀ ସମ୍ବର୍ଦ୍ଧିତ : ବିପଯ୍ୟୟର ସଠିକ ମୁକାବିଲା ଲାଗି ସମ୍ବର୍ଦ୍ଧିତ କଲା ଇନଷ୍ଟିଚ୍ୟୁଟ ଅଫ…

ଭୁବନେଶ୍ୱର : ବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ବିପଯ୍ୟୟ ପରିଚାଳନା ପାଇଁ ପୁଣି ଥରେ ସମ୍ବର୍ଦ୍ଧିିତ ହୋଇଛନ୍ତି ଓଡିଶା ସରକାରଙ୍କ ବରିଷ୍ଠ ଆଏଏସ ସ୍ୱତନ୍ତ୍ର ରିଳିଫ କମିଶନର ବିଷ୍ଣୁପଦ ସେଠୀ । ଦେଶର…
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚାଲୁ

ଭୁବନେଶ୍ୱର : ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ସହର ବ୍ୟାପାରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ…
Read More...

ସୁନାବେଶରେ ରଥାରୁଢ଼ ଶ୍ରୀଜିଉ

ପୁରୀ : ଆଷାଢ଼ ଶୁକ୍ଳ ଏକାଦଶୀ । ଶ୍ରୀକ୍ଷେତ୍ରରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ଦୁର୍ଲଭ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ । ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ବର ବେଶ ବୋଲି ମଧ୍ୟ…
Read More...

ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ନିଯୁକ୍ତ

ୱାସିଂଟନ: ଭାରତୀୟ ‌ଷ୍ଟେଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶିକା ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍‌ଙ୍କୁ ରିପୋର୍ଟ…
Read More...

ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉ ବିଚାରପତିଙ୍କ ରାୟ : ରାଷ୍ଟ୍ରପତି

ଚେନ୍ନାଇ: କେବଳ ନ୍ୟାୟ ସୁନିଶ୍ଚିତ କରିବା ଯଥେଷ୍ଟ ନୁହେଁ, କୌଣସି ମାମଲାରେ ଜଡ଼ିତ ଥିବା ବିଭିନ୍ନ ପକ୍ଷ ମଧ୍ୟ ବିଚାରପତିଙ୍କ ରାୟକୁ ସେମାନଙ୍କ ନିଜ ଭାଷାରେ ବୁଝିବା ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ…
Read More...

ସ୍ବେଚ୍ଛାକୃତ ଅବସର ନେଇ ରାଜ୍ୟ ଲୋକାୟୁକ୍ତ ସଦସ୍ୟ ହେବେ ଡିଜିପି ଆରପି ଶର୍ମା !

ଡିଜିପି ଚର୍ଚ୍ଚାରେ ୪ ଆଇପିଏସ୍ଭୁବନେଶ୍ୱର : ବଦଳିବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ। ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ରାଜ୍ୟ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦଙ୍କ ନାଁକୁ ମନୋନୟନ…
Read More...

ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ୱୟ ସମିତି ବୈଠକ

ଭୁବନେଶ୍ୱର: ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ରାଜ୍ୟର ଏକ କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର କମିଶନର ତଥା ଶାସନ…
Read More...

ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ପ୍ରଚାରକ ତାଲିକା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା…
Read More...

ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଭୁଶୁଡ଼ିଲା ପାହାଚ: ୧୨ ଛାତ୍ରୀ ଆହତ

ରାୟଗଡ଼ା:  ହାଇସ୍କୁଲ ହଷ୍ଟେଲ୍‌ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା…
Read More...