Odisha ରାଜ୍ୟରେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି OPA Jul 15, 2019 0 ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢି ବଢି ଚାଲିଛି । ରାଜ୍ୟରେ ଏବେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି ଥିବା ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ରାଜ୍ୟରେ କେତେ ସରକାରୀ ପଦବୀ!-->… Read More...
Odisha କାଲି ଚନ୍ଦ୍ରଗ୍ରହଣ, ଅପରାହ୍ନ ୪ଟା ୩୦ରୁ ପାକତ୍ୟାଗ ଓ ଦେବନୀତି ମନା OPA Jul 15, 2019 0 ଭୁବନେଶ୍ୱର : କାଲି ( ମଙ୍ଗଳବାର ) ଜୁଲାଇ ୧୬ରେ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ରାତି ୧.୩୨ରୁ ଆରମ୍ଭ ହୋଇ ୪.୩୧ ଯାଏଁ ରହିବ । ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ୩.୦୮ । ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି!-->… Read More...
Sports ଆଇସିସି ବିଶ୍ୱକପ ଟିମରେ ରୋହିତ ଓ ବୁମ୍ରା OPA Jul 15, 2019 0 ଲଣ୍ଡନ: ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା’ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା!-->… Read More...
Bignews ରତ୍ନବେଦୀକୁ ବାହୁଡିଲେ ତିନି ଠାକୁର OPA Jul 15, 2019 0 ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ କଲେ ମାନଭଞ୍ଜନପୁରୀ : ବଡ଼ଦାଣ୍ଡ ଓ ଜନ୍ମବେଦୀରେ ୧୨ ଦିନର ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଲେ ନୀଳାଦ୍ରିବିହାରୀ। ଦାରୁବ୍ରହ୍ମଙ୍କ ଘୋଷ ଯାତ୍ରାର ଅନ୍ତିମ ପର୍ବ ହୋଇଥିଲା!-->!-->!-->… Read More...
Bignews ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ପ୍ରସ୍ତାବ ନାହିଁ- କେନ୍ଦ୍ର ଅର୍ଥ ରଷ୍ଟ୍ରମନ୍ତ୍ରୀ OPA Jul 15, 2019 0 ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ । ଲୋକସଭାରେ ଏମିତି ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର!-->… Read More...
Bignews ଲୋକସଭାରେ ଏନ୍ଆଇଏ ବିଲ ପାରିତ OPA Jul 15, 2019 0 ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)କୁ ସଶକ୍ତ କରିବା ପାଇଁ ଆଜି ଏକ ବିଲ୍ ଲୋକସଭାରେ ପାସ୍ ହୋଇଛି। ଏହି ବିଲ୍ ଅନୁଯାୟୀ, ବିଦେଶରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣର ତଦନ୍ତ ଏଣିକି ଏନ୍ଆଇଏ କରିପାରିବ।!-->… Read More...
Bignews ଚିଟଫଣ୍ଡ କମ୍ପାନୀରେ ୧୦ ହଜାରୁ ଅଧିକ ଟଙ୍କା ଜମାକାରୀଙ୍କୁ ମିଳିବନି କ୍ଷତିପୁରଣ OPA Jul 15, 2019 0 ଭୁବନେଶ୍ୱର : ଚିଟଫଣ୍ଡ କମ୍ପାନୀରେ ୧୦ ହଜାରୁ ଅଧିକ ଟଙ୍କା ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରି ପାଇବେ ନାହିଁ । ୧୦ ହଜାରରୁ ଅଧିକ ଟଙ୍କାରଜମାକାରୀଙ୍କୁ ଅର୍ଥ ଫେରାଇବାକୁ ସରକାରଙ୍କ!-->… Read More...
Crime ମଡେଲ ହେବାକୁ ଚାହିଁବାରୁ ପ୍ରେମିକକୁ ହତ୍ୟାକଲା ପ୍ରେମିକ OPA Jul 15, 2019 0 ନାଗପୁର : ପ୍ରେମିକା ଚାହୁଁଥିଲା ମଡେଲ ହେବ । ହେଲେ ପ୍ରମିକା ମଡେଲ ହେଉ ଏକଥା ଚାହୁଁନଥିଲା ପ୍ରେମିକ । ତେଣୁ ପ୍ରେମିକା କଥା ନମାନିବାରୁ ପଥରରେ ଛେଚି ପ୍ରେମିକାକୁ ହତ୍ୟାତ କଲା । ଏମିତି ଘଟଣା ଘଟିଛି ନାଗପୁରରେ । ମଡେ଼ଲ!-->… Read More...
Crime ସାକ୍ଷୀଗୋପାଳ ପଟ୍ଟନାୟକିଆ ଛକରେ ଗୋଡାଇ ଗୋଡାଇ ୩ ଜଣଙ୍କୁ ହତ୍ୟା OPA Jul 14, 2019 0 ସତ୍ୟବାଦୀ : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେରବିବାର ସନ୍ଧ୍ୟାରେ ଟ୍ରିପଲ ମର୍ଡର ହୋଇଛି। ବିଚ୍ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଗୋଟିଏ!-->… Read More...
Odisha ରଥରେ ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀ ବିଜେ କରିବେ ମହାବାହୁ OPA Jul 14, 2019 0 ପୁରୀ : ରଥଯାତ୍ରାର ଏକ ଅଂଶ ସ୍ୱରୂପ ଶ୍ରୀକ୍ଷେତ୍ରରେ ବଡଦାଣ୍ଡରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସରିଛି । ରଥ ଉପରେ ମହାପ୍ରଭୁଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ହୋଇଛି । ଏହି ପଣା ଭୋଗର ଏକ!-->… Read More...