ଅଗଷ୍ଟ ୫ରେ ଭେଲୋର ଲୋକସଭା ଆସନ ପାଇଁ ନିର୍ବାଚନ

ଚେନ୍ନାଇ: ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି।…
Read More...

ଅମରନାଥର ଯାତ୍ରୀଙ୍କ ଢାଲ ସାଜିଲେ ଯବାନ

ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼…
Read More...

ଲୋକସଭାରେ ଆଶା ଓ ଅଙ୍ଗନୱାଡିଙ୍କ ଦରମା ବଢ଼ାଇବାକୁ ମତ ରଖିଲେ ସାଂସଦ ପ୍ରମିଳା ବିଷୋୟୀ

ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଅଭିଭାଷଣ ରଖିଲେ ପ୍ରମିଳା ବିଷୋୟୀ । ଆସିକା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ବିଷୋୟୀ ଆଜି ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ…
Read More...

ଧାର୍ଯ୍ୟ ସମୟ ପୂର୍ବରୁ ଟଣାହେଲା ରଥ

ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ପୁରୀରେ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ…
Read More...

ତିନି ରଥରେ ଗଜପତି ମହାରାଜଙ୍କ ଛେରାପହଁରା

ପୁରୀ: ଆଜି ଅପରାହ୍ଣ ୧ଟା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା ଆରମ୍ଭ କରିଛନ୍ତି।ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିବା ପରେ ସୁବର୍ଣ୍ଣ…
Read More...

ଆତଙ୍କୀ ହାଫିଜ ଉପରେ ପଞ୍ଝା କଷିଲା ପାକିସ୍ତାନ

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର…
Read More...

ଗୌରୀ ଲଙ୍କେଶ ମାନହାନି ମାମଲା: କୋର୍ଟରେ ହାଜର ହେଲେ ରାହୁଲ

ମୁମ୍ବାଇ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହି ବିବାଦ ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଛନ୍ତି। ରାହୁଲଙ୍କ ଏଭଳି…
Read More...

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ, ୨୪ରେ ଭୋଟ ଗଣତି

ଭୁବନେଶ୍ବର : ଜୁଲାଇ ୨୦ରେ ହେବ କେନ୍ଦ୍ରାପଡା ପାଟକୁରା ବିଧାନସଭା ଲାଗି ନିର୍ବାଚନ । ୨୪ରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଏନେଇ ଆଜି ବିଂଗ୍ୟପ୍ତି ପ୍ରକାଶ  ପାଇଛି । ନିର୍ବାଚନ କମିଶନ ଏହି ବଂଗ୍ୟପ୍ତି ପ୍ରକାଶ…
Read More...

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ତିନି ଠାକୁର । ବଡ଼ଚ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାକୁ ନେଇ ମାଉସୀ ଘରକୁ ଯିବେ କାଳିଆ ଠାକୁର । ଏଥିପାଇଁ ଉଛୁଳି ପଡ଼ୁଛି…
Read More...

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଆଜି କୁସମିତ ହୋଇଛି । ସମସ୍ତେ ଆଜି ମହାପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ବୋଲି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଓଡିଶାର…
Read More...