ମୋତିଲାଲ ଭୋରା ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା…
Read More...

ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ। ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲୁ ରହିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର…
Read More...

ପ୍ରଥମ ଥର ଲାଗି ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର

ପୁରୀ : ଏଥର ରଥଯାତ୍ରାରେ ଦେଖିବାକୁ ମିଳିବ ଏକ ନୂଆ କଥା। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଆଜି ଫୁଲ ସଜା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିରକୁ ବିଭିନ୍ନ ରଙ୍ଗର ଫୁଲରେ ସଜା…
Read More...

ଏଯାଏଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ମିଳିନି ସରକାରୀ ଘର

ନୂଆଦିଲ୍ଲୀ: ମନ୍ତ୍ରୀ ପଦ ପାଇବାର ମାସକ ପରେ ବି କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଆବାସଟିଏ ମିଳିପାରିନାହିଁ | ଯାହାଫଳରେ ଓଡିଶା ଭବନରେ ନନା ରହୁଛନ୍ତି | ମୋଦୀ ସରକାରଙ୍କ…
Read More...

ଲାହୋର ଏୟାର୍‌ପୋର୍ଟରେ ଗୁଳି ଚଳାଇଲେ ବନ୍ଧୁକଧାରୀ: ୨ ନିହତ

ଲାହୋର: ବୁଧବାର ଦିନ ଲାହୋରସ୍ଥିତ ଆଲ୍ଲାମା ଇକ୍‌ବାଲ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ଦୁଇ ଜଣ ଲୋକ ନିହ ହୋଇଛନ୍ତି। ସନ୍ଦିଗ୍ଧଜଣକ ବିମାନ ବନ୍ଦରର ଲାଉଞ୍ଜ୍‌ ମଧ୍ୟରେ ଗୁଳି ଚଳାଇ ଥିଲେ।…
Read More...

ଯୋଗୀ ସରକାରଙ୍କର ଦୃଢ଼ ପଦକ୍ଷେପ : ୬୦୦ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨୦୦ ଛଟେଇ

ଲକ୍ଷ୍ନୌ: ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭ୍ରଷ୍ଟାଚାରରେ ଲିପ୍ତଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ୬୦୦ ଅଧିକାରୀ ଏବଂ କାର୍ଯ୍ୟକର୍ତାଙ୍କ…
Read More...

ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ନେବେ ସନ୍ୟାସ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି…
Read More...

ବ୍ରେକଫାଷ୍ଟରେ ନବୀନଙ୍କ ଗୁରୁମନ୍ତ୍ର:‘ଲୋକଙ୍କ ସହ ରୁହ, ଲୋକଙ୍କ ଲାଗି କାମ କର’

ଭୁବନେଶ୍ୱର: ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ସେମାନଙ୍କ ଆଚରଣ, ଉଚ୍ଚାରଣ କିପରି ରହିବା ଉଚିତ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି।ଏଥିଲାଗି ଆଜି…
Read More...

ଆଜିଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ ମାର୍କର ଆଡ଼୍‌ମିଶନ୍‌ ହେବ । ଏହା ଆସନ୍ତା ୬ ତାରିଖ ଯାଏ ଚାଲିବ । ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ…
Read More...

ଡ୍ୟାମ୍‌ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ

ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବାଇରୁ ୨୫୦ କି.ମି ଦୂର  ତଥା ଆରବ ସାଗର ନିକଟବର୍ତ୍ତୀ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍‌ ବନ୍ଧ ଭାଙ୍ଗି ଯାଇ ବ୍ୟାପକ…
Read More...