କିଶୋରୀଙ୍କୁ ଦିଆଯିବ ଟିଡି ଟିକା

ଭୁବନେଶ୍ୱର : ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ୧୦ରୁ ୧୬ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନ୍‌ସ ଡିପ୍‌ଥେରିଆ ବା ଟିଡି ଟିକା ଦେବା ଲାଗି ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦେଶିକା…
Read More...

ବିବାହ ଭୋଜି ଖାଇ ୬୦ ଅସୁସ୍ଥ

ଦୁମକା: ଝାଡ଼ଖଣ୍ଡର ଦୁମକାରେ ଏକ ବିବାହ ଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ୬୦ ଜଣ ଲୋକ ଏକକାଳୀନ ଅସୁସ୍ଥ ହୋଇଥିବାର ଖବର ମିଳିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଲାଗି ପଠାଯାଇଛି । ସେହି ବିବାହ ଭୋଜିରେ ପ୍ରସ୍ତୁତ…
Read More...

୩୦ରୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍, ଏଫ୍-ଗ୍ରେଡ୍ ପରୀକ୍ଷାଥୀଙ୍କ ମାର୍କସିଟ୍ ସମେତ ସମସ୍ତ…
Read More...

ଓଡିଶାର ଉନ୍ନତିବିନା ପୂର୍ବ ଭାରତର ସମୃଦ୍ଧି ସମ୍ଭବ ନୁହେଁ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  :  ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ଓଡିଶାର ଉନ୍ନତିବିନା ପୂର୍ବ ଭାରତର ସମୃଦ୍ଧି ଚିନ୍ତାକରାଯାଇ ପାରେନା ।  ପୂର୍ବରୁ ଯେମିତି କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ଓଡ଼ିଶା ନେଇଥିଲା,…
Read More...

ପାଚେରି ଭୁଶୁଡ଼ି ୧୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେର କୋନ୍ଧୱାରେ ଏକ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସର ପାଚେରି ଭୁଶୁଡ଼ି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ଶିଶୁ ବି…
Read More...

ଏସଆରସି ବିଷ୍ଣୁପଦ ସେଠୀଙ୍କୁ ମିଳିବ ଭୀମଭୋଇ ସମ୍ମାନ

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷର ବିଶିଷ୍ଟ କବି ତଥା ଭାରତ ସରକାରଙ୍କ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମର୍ଯ୍ୟାଦାଜନକ ଭୀମଭୋଇ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ଜୁଲାଇ…
Read More...

ଓଡ଼ିଶା ବଜେଟ୍‌: କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର…
Read More...

କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନ ହୋଇଛି ନବୀନ ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଆଉ ଚଳିତ ବଜେଟରେ କାଳିଆ…
Read More...

କଟକ ବଡ଼ ଡାକ୍ତରଖାନାରେ ଟିକ୍‌ଟକ୍‌ ମସ୍ତି

ମାଲକାନଗିରି ପରେ ଏବେ ଭାଇରାଲ ହେଲା କଟକ ଏସସିବି ମେଡ଼ିକାଲର ଟିକଟକ ଭିଡ଼ିଓ । ସମସ୍ତଙ୍କୁ ଚଢିଛି ଟିକଟକ ନିଶା । ପିଲାଙ୍କ ଠାରୁ ବୟସ୍କ ଯାଏଁ ଟିକଟକ ଭିଡ଼ଓରେ ପାଗଳ । ଏବେ କଟକ ଏସସିବି ମେଡ଼ିକାଲରେ ଆଟେଣ୍ଡାଣ୍ଟଙ୍କ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭିଜିବ ଓଡ଼ିଶା!

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର…
Read More...