Odisha ୧ରୁ ଖୋଲିବ ସରକାରୀ ଅଭିଯୋଗ ପ୍ରକୋଷ୍ଠ OPA Jun 25, 2019 0 ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବନ୍ଦ ରହିଥିବା ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୧ ତାରିଖରୁ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ସଚିବ,!-->… Read More...
Politics ଆରମ୍ଭ ହେଲା ଷୋଡଶ ବିଧାନସଭା ଅଧିବେଶନ: ଅଭିଭାଷଣ ଦେଲେ ରାଜ୍ୟପାଳ OPA Jun 25, 2019 0 ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି। ୨୮ ତାରିଖରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ!-->… Read More...
National ଘାଇକୁ ଖସିଲା ବସ୍: ୬ ମୃତ, ୩୯ ଆହତ OPA Jun 25, 2019 0 ରାଞ୍ଚି:ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ!-->… Read More...
National ଭ୍ରମାତ୍ମକ ବିଜ୍ଞାପନ ଦେଲେ ଦେବାକୁ ପଡିବ ଜୋରିମାନା OPA Jun 24, 2019 0 ନୂଆଦିଲ୍ଲୀ : ଭ୍ରମାତ୍ମକ ବିଜ୍ଞାପନ ଏବଂ ସୁରକ୍ଷା ମାମଲା ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୋମବାର ଦିନ ମୋଦୀ ସରକାରର କ୍ୟାଟିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆର୍ଥିକ ଏବଂ ସୁରକ୍ଷା!-->… Read More...
National ପ୍ୟାରୋଲରେ ଆସିବେ ବିବାଦୀୟ ଧର୍ମଗୁରୁ ଗୁରୁମୀତ ! OPA Jun 24, 2019 0 ରୋହତକ : ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସ୍ଥାନୀୟ ସୁନାରିଆ ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଗୁରୁମୀତ ରାମ ରହିମ ସାମୟିକ ଭାବେ ଜେଲରୁ ମୁକୁଳିବା ଆଶା ଉଜ୍ଜଳ ହୋଇଛି । କିଛି ଦିନ!-->… Read More...
Odisha ଜି.ଆଇ.ଜେଡ୍. ପ୍ରତିଷ୍ଠାନ ଓ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର… OPA Jun 24, 2019 0 ଭୁବନେଶ୍ୱର: ସହରାଂଚଳରେ ନଗର ବିକାଶକୁ ଦୃଷ୍ଟିରେ ରଖି ଜର୍ମାନୀର ଜି.ଆଇ.ଜେଡ୍. ପ୍ରତିଷ୍ଠାନ ଓ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଗୃହ ନିର୍ମାଣ ଓ!-->… Read More...
Politics ଭାଙ୍ଗିଲା ଏସପି-ବିଏସପି ମହାମେଂଟ OPA Jun 24, 2019 0 ଲକ୍ଷ୍ନୌ:ସାଧାରଣ ନିର୍ବାଚନ ପୂର୍ବରୁ ଗଠନ ହୋଇଥିବା ଏସପି-ବିଏସପି ମହାମେଂଟ ଭାଙ୍ଗି ଯାଇଛି । ଏନେଇ ବିଏସପି ସୁପ୍ରିମୋ ମାୟାବତୀ ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଏହି ସମୟରେ ମାୟାବତୀ କହିଛନ୍ତି କି, ଏଭଳି କରି!-->… Read More...
Entertainment ସୁପର ଡ୍ୟାନ୍ସର ଚାପ୍ଟର୍-୩ର ବିଜୟ ମୁକୁଟ ପିନ୍ଧିଲେ ରୁପ୍ସା OPA Jun 24, 2019 0 ମୁମ୍ବାଇ: ବୟସ ମାତ୍ର ୬ । କିନ୍ତୁ ଡ୍ୟାନ୍ସରେ ସେ ସମସ୍ତଙ୍କୁ ପଛରେ ପକାଇ ଦିଅନ୍ତି। କେବଳ ଡ୍ୟାନ୍ସ ନୁହେଁ ତାଙ୍କ କ୍ୟୁଟ୍ ହସ ଏବଂ କଥା ପାଇଁ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଆମେ କହୁଛୁ ସୋନି ଟିଭିରେ ପ୍ରସାରିତ!-->… Read More...
Politics ନାମାଙ୍କନ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀ OPA Jun 24, 2019 0 ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି!-->… Read More...
National ଆତଙ୍କବାଦୀ ମାସୁଦ୍ ଆଝାର ଗୁରୁତର! OPA Jun 24, 2019 0 ଇସଲାମାବାଦ: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାର ଗୁରୁତର ଆହତ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ ରାଓ୍ୱଲପିଣ୍ଡିରେ ଥିବା ଆର୍ମି!-->… Read More...