ମହିଳା ହକି: ଏଫ୍‌ଆଇଏଚ୍‌ ସିରିଜ ଚାମ୍ପିୟନ ହେଲା ଭାରତ

ହିରୋସୀମା: ଏଫଆଇଏଚ୍‌ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ରବିବାର ଭାରତ ଯୋଗ୍ୟ ହୋଇସାରିଛି। ବର୍ଷ ୨୦୧୯ ଶେଷ ଭାଗରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ମ୍ୟାଚ୍‌ ଖେଳାଯିବ। ଏହି ପର୍ଯ୍ୟାୟରେ ଉନ୍ନୀତ ଟିମ୍‌ ୨୦୨୦ରେ…
Read More...

ବିଜେପି ବିଧାୟକଦଳ ବୈଠକ

ଭୁବନେଶ୍ୱର:  ବିଜେପିର ପ୍ରଦେଶ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା ।  ବିଜେପିର  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଏହି  ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ…
Read More...

ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବିଧାୟକ ଦଳର ବୈଠକ ରବିବାର ସନ୍ଧ୍ୟାରେ ଶେଷ ହୋଇଯାଇଛି। ବୈଠକ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ସହଯୋଗ ଚାହୁଁଛୁ। ବିଧାନସଭାର ୫୪…
Read More...

କମ୍ବୋଡିଆରେ ନିର୍ମାଣଧୀନ କୋଠା ଭୁଶୁଡ଼ି ୧୭ ମୃତ, ୨୪ ଆହତ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ କମ୍ବୋଡିଆର ପ୍ରେହ ସିହାନୌକ ପ୍ରାନ୍ତଠାରେ ଏକ ନିର୍ମାଣଧୀନ କୋଠା ଖସି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଶନିବାର ବଡ଼ି ଭୋରୁ ଏପରି ଏକ ଅଭାବନୀୟ ଘଟଣା…
Read More...

ମଞ୍ଚ ଭୁଶୁଡ଼ି ୧୪ ମୃତ, ୨୪ ଆହତ

ବାଡ଼ମେର: ରବିବାର ରାଜସ୍ଥାନ ବାଡ଼ମେରରେ ‘ରାମକଥା’ ଉତ୍ସବ ଚାଲିଥିବାବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ହଠାତ ବହୁ ଜୋରରେ ବର୍ଷା ଓ ପବନ ହେବା କାରଣରୁ ଏଭଳି…
Read More...

ଭାଇକୁ ବିଏସପିର ଉପାଧ୍ୟକ୍ଷ ଓ ପୁତୁରାକୁ ରାଷ୍ଟ୍ରୀୟ ସଂଯୋଜକ କଲେ ମାୟାବତୀ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ଅଧ୍ୟକ୍ଷା ମାୟାବତୀ ରବିବାର ଦଳୀୟ ପଦାଧିକାରୀଙ୍କ ବୈଠକରେ ବଡ଼ ଘୋଷଣା କରିଛନ୍ତି। ସେ ନିଜ ଭାଇ ଆନନ୍ଦ କୁମାରଙ୍କୁ ବିଏସପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୁତୁରା ଆକାଶ…
Read More...

ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ଦାମ

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିବା ବେଳେ ବରିଷ୍ଠ ନେତା ଦାମୋଦର ରାଉତ ଏହାର…
Read More...

ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ପ୍ରଶାସକରୁ ବ୍ୟବସାୟୀ ଓ ବ୍ୟବସାୟୀରୁ ସାଂସଦ ହେବାକୁ ଯାଉଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ । ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଇଁ ଦୁଇ…
Read More...

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋର ଜରୁରୀ ଅବତରଣ

ଭୁବନେଶ୍ୱର: ରବିବାର ସକାଳେ ଜଣେ ମାନସିକ ବିକାରଗ୍ରସ୍ତ ବିମାନଯାତ୍ରୀ ଉତ୍ପାତ କରିବାରୁ ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଗୋଟାଏ ବିମାନ ପଥ ପରବର୍ତ୍ତନ କରି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା।ମାନସିକ…
Read More...

୧୫ ବର୍ଷ ଧରି ଯାହା କରିପାରି ନଥିଲେ ରାହୁଲ ଗାନ୍ଧୀ, ତାହା କରିବେ ସ୍ମୃତି ଇରାନୀ

ଆମେଥି: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସେ ନିଜର ଲୋକସଭା ନିର୍ବାଚନରେ ଆମେଥିରେ ଏମିତି କାମ କରିବାକୁ ଯାଉଛନ୍ତି, ଯାହା ରାହୁଲ ଗାନ୍ଧୀ କରିପାରି ନଥିଲେ।…
Read More...