Bignews ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି OPA Jun 17, 2019 0 ପୁରୀ : ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ମନ୍ଦିରର ପରିସର ଥିବା ସ୍ୱର୍ଣ୍ଣକୂପର!-->… Read More...
Sports ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ OPA Jun 17, 2019 0 ମଂଚେଷ୍ଟର: କ୍ରିକେଟ ବିଶ୍ୱକପର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ପାକିସ୍ତାନକୁ ୮୯ ରନରେ ପରାଜିତ କରିଛି। ଭାରତୀୟ ବୋଲରଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାଟସମ୍ୟାନ ମାନେ କ୍ରିଜରେ ତିଷ୍ଠି ରହି!-->… Read More...
Bignews ପୁଣି ଭାରତ-ପାକିସ୍ତାନ ମ୍ୟାଚର ବାଧକ ସାଜିଲା ବର୍ଷା OPA Jun 16, 2019 0 ମଂଚେଷ୍ଟର: ବର୍ଷା ଯୋଗୁଁ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ ଅଟକିଯାଇଛି। ଆଇସିସି ବିଶ୍ୱକପ୍ର ୨୨ ତମ ମ୍ୟାଚ୍ ମଂଚେଷ୍ଟରସ୍ଥିତ ଓଲଡ୍ ଟ୍ରଫେଡ ଷ୍ଟାଡିୟମ୍ରେ ଜାରି ଥିବା ବେଳେ ବାରମ୍ବାର ବର୍ଷା ଦାଉ ସାଜୁଛି। ରିପୋର୍ଟ!-->… Read More...
Sports ବର୍ଷା ଯୋଗୁ ଅଟକିଲା ମ୍ୟାଚ୍ OPA Jun 16, 2019 0 ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ସୁଦ୍ଧା ଭାରତ ୪୬.୪ ଓଭରରେ ୪ ୱିକେଟ୍ ହରାଇ ୩୦୪ ରନ୍ କରି ବଡ଼ ସ୍କୋର ଅଭିମୁଖେ!-->… Read More...
National ସୋମବାରଠାରୁ ବଜେଟ ଅଧିବେଶନ OPA Jun 16, 2019 0 ନୂଆଦିଲ୍ଲୀ : ସୋମବାରଦିନ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କଂଗ୍ରେସ ନେତା!-->… Read More...
Odisha ମାଲେସିଆରେ ଧୁମଧାମରେ ରଜ ପାଳିତ OPA Jun 16, 2019 0 କୁଆଲାଲମ୍ବର: ଚଳିତ ବର୍ଷ ଜୁନ ୧୫ ତାରିଖ ଦିନ ମାଲେସିଆରେ ଓଡିଆ କମ୍ୟୁମିନିଟି ତରଫରୁ ଧୁମଧାମରେ ରଜ ଉତ୍ସବ ପାଳନ କରାଯାଇଛି । ମାଲେସିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ରଜପର୍ବ ପାଇଁ ପ୍ରବଳ ଉତ୍ସାହ ଓ!-->… Read More...
Odisha ଆସନ୍ତା ୭ଦିନରେ ଓଡ଼ିଶା ଛୁଇଁବ ମୈାସୁମୀ! OPA Jun 16, 2019 0 ଭୁବନେଶ୍ୱର:: ଓଡ଼ିଶାରେ କିଛି ଦିନ ହେବ ତାତିରୁ ସାମାନ୍ୟ ନିସ୍ତାର ପାଇଛି । ମୈାସୁମୀ ଜୁନ ୦୮ରେ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଚଳିତ ମାସ ୦୮ରେ ମୈାସୁମୀ!-->!-->!-->… Read More...
Sports ରୋହିତ୍ ମାରିଲେ ୨୪ତମ ଶତକ OPA Jun 16, 2019 0 ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ!-->… Read More...
Sports ଭାରତ-ପାକିସ୍ତାନ ମହାମୁକାବିଲା : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ OPA Jun 16, 2019 0 ଇଂଲଣ୍ଡ: ଇଂଲଣ୍ଡର ଶିଳ୍ପନଗରୀ ମାଞ୍ଚେଷ୍ଟରର ଓଲଡ ଟାଫର୍ଟ ଠାରେ ଆଜି ଅନୁଷ୍ଠିତ ହେଉଛି ଚଳିତ ବିଶ୍ୱକପର ସବୁଠାରୁ ଆକର୍ଷଣୀୟ ମ୍ୟାଚ- ଭାରତ ବନାମ ପାକିସ୍ତାନ । ଏହି ମ୍ୟାଚ ଉପରେ ବର୍ଷାର କଳାବାଦଲ ଥିଲେ ମଧ୍ୟ ଦର୍ଶକଙ୍କ!-->… Read More...
Odisha ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହେଲା ବିଚିତ୍ର ଶିଶୁ OPA Jun 16, 2019 0 ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ବିଚିତ୍ର ଧରଣର ଶିଶୁ ଜନ୍ମ ହୋଇଛି । ଶିଶୁଟିର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଯୋଡି ହୋଇ ଯାଇଛି । ଫଳରେ ଜନ୍ମିତ!-->… Read More...