Politics ରାଜ୍ୟସଭାରୁ ଶେଷ ହେଲା ମନମୋହନ ସିଂଙ୍କ କାର୍ଯ୍ୟକାଳ OPA Jun 15, 2019 0 ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଗତ କାଲି ଅର୍ଥାତ ଶୁକ୍ରବାରଦିନ ଶେଷ ହୋଇଯାଇଛି । ଗତ ୨୮ ବର୍ଷ ହେଲା ଅର୍ଥାତ୍ ୧୯୯୧ରୁ ସେ ଆସାମରୁ ରାଜ୍ୟସଭାକୁ ଯାଉଥିଲେ ।!-->… Read More...
National ଆହତ ଡାକ୍ତରଙ୍କୁ ଭେଟିବେ ମମତା! OPA Jun 15, 2019 0 କୋଲକାତା: ପଶ୍ଚିମବଙ୍ଗରେ ଦୁଇ ଜଣ ଜୁନିୟର ଡାକ୍ତରଙ୍କୁ ମରଣାନ୍ତ ଆକ୍ରମଣ କରିବା ଘଟଣା ବିରୋଧରେ ପୂରା ଦେଶରେ ଡାକ୍ତରଙ୍କ ମହଲରେ ଆକ୍ରୋଶ ଭରି ରହିଛି। ଜାଗା ଜାଗାରେ ଧାରଣ ପ୍ରଦର୍ଶନ ଓ ହଡ଼ତାଳ ଜାରି ରହିଛି। ଏହା!-->… Read More...
Odisha ୨ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ OPA Jun 15, 2019 0 ଭୁବନେଶ୍ୱର : ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇପଡିଥିବା ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ।!-->… Read More...
Crime ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ OPA Jun 15, 2019 0 ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର!-->… Read More...
National ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ଟି ହେଲମେଟ୍ ବାଧ୍ୟତାମୂଳକ OPA Jun 15, 2019 0 ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜିକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର!-->… Read More...
National ପଶ୍ଚିମବଙ୍ଗରେ ୭୦୦ ଡାକ୍ତର ଦେଲେ ଇସ୍ତଫା OPA Jun 15, 2019 0 କୋଲକାତା:ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ସାରା ଦେଶରେ ବ୍ୟାପି ଯାଇଛି । ସେପଟେ ପଶ୍ଚିମବଙ୍ଗରେ ରୋଗୀ ସେବା ଠପ୍ ହେବାକୁ ବସିଲାଣି । ହିଂସାର ଶୀକାର ହୋଇଥିବା ଜୁନିୟର୍ ଡାକ୍ତରଙ୍କୁ ସମର୍ଥନ ଜଣାଇ!-->… Read More...
National ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା ବାନାର୍ଜୀ ଓ କେସିଆର୍ OPA Jun 15, 2019 0 ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନାର!-->… Read More...
Odisha ଘର ଉପରକୁ ମାଡି ଗଲା ଟ୍ରକ : ଗୋଟିଏ ପରିବାରର ୩ ମୃତ OPA Jun 15, 2019 0 ଜୟପୁର: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏକ ଘର ଉପରେ ବାଲି ବୋଝେଇ ଟ୍ରକ୍ ମାଡ଼ି ଯିବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ!-->… Read More...
National ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୭ ମୃତ OPA Jun 15, 2019 0 ଭଦୋଦରା: ଗୁଜୁରାଟର ଭଦୋଦରାରେ ଅଘଟଣ ଏକ ହୋଟେଲର ସେପ୍ଟିକ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଭଦୋଦରାର ଫରାତିକୁଇ ଗାଁରେ ଥିବା ଏକ ହୋଟେଲର ସେପ୍ଟିକ ଟାଙ୍କି ସଫା!-->… Read More...
National ବିହାରରେ ଥମୁନି ଏନସେଫାଲାଇଟିସ ଆତଙ୍କ, ଗଲାଣି ୬୭ ଶିଶୁଙ୍କ ଜୀବନ OPA Jun 15, 2019 0 ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଏଯାଏ ୬୭ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି।ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ!-->!-->!-->… Read More...