ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି…
Read More...

ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ପାଠ୍ୟକ୍ରମ ଲାଗୁ କରାଯିବ। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଗୁରୁବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା…
Read More...

ଗୁଗୁଲ୍ ସିଇଓଙ୍କ ଭବିଷ୍ୟବାଣୀ, ଭାରତ ସହ ଫାଇନାଲ୍ ଖେଳିବ ଏହି ଟିମ୍

ନୂଆଦିଲ୍ଲୀ: ବିଶ୍ୱକପର ଦ୍ୱାଦଶ ସଂସ୍କରଣ ତା’ର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଗକୁ ବଢ଼ିବାରେ ଲାଗିଛି। କିଛି ଟିମ୍ ମ୍ୟାଚ୍ ଜିତୁଛନ୍ତି ଏବଂ ହାରୁଛନ୍ତି। ଏହାସହ କେଉଁ ଟିମ୍ ଏଥର ବିଶ୍ୱକପ୍ ଫାଇନାଲ୍ ଖେଳିବ,…
Read More...

ମହାକାଶରେ ନିଜର ଗବେଷଣା କେନ୍ଦ୍ର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ମହାକାଶରେ ଭାରତ ନିଜର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନିର୍ମାଣ କରିବ । ଇସ୍ରୋର ଅଧ୍ୟକ୍ଷ ଶିବନ ଏ ବିଷୟରେ ସୂଚନା ଦେଇଛନ୍ତି । ଗଗନଯାନ ମିଶନକୁ ଆହୁରି ବୃଦ୍ଧି କରାଯିବ । ମାନବ ପ୍ରେରଣ ଅନ୍ତରୀକ୍ଷ ମିଶନ ପରେ…
Read More...

ଜୁଲାଇ ୮ରେ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର : ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ରାମାଶିଷ ହାଜରା ଗୁରୁବାର ସୂଚନା ଦେଇଛନ୍ତି।ପ୍ରକାଶଯୋଗ୍ୟ, ଚଳିତ ବର୍ଷ ମେ ୨୧…
Read More...

ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ବାୟୁସେନାର ସ୍ବତନ୍ତ୍ର ବିମାନ: ଓଡ଼ିଆ ପାଇଲଟଙ୍କ ସମେତ ୧୩ ମୃତ ଘୋଷିତ

ଇଟାନଗର: ଗତ ୩ ତାରିଖରେ ନିଖୋଜ ହୋଇଥିବା ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ବାୟୁସେନାର ସ୍ବତନ୍ତ୍ର ବିମାନ। ଗତ ମଙ୍ଗଳବାର ସି ୟୋମି ଜିଲାର ପାୟୁମ ରିଜିଅନ ଅନ୍ତର୍ଗତ ଗାଟେର ୧୨ରୁ ୧୫ କିଲୋମିଟର ପଶ୍ଚିମ ଏବଂ…
Read More...

୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଭୋପାଳ: ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟୁଥିବା ଘଟଣା ଶେଷ ହେବାର ନାଆଁ ନେଉ ନାହିଁ। ଯେମିତି ଲାଗୁଛି ଅପରାଧୀମାନଙ୍କ ମନରେ ପୁଲିସ ବା ସରକାରଙ୍କୁ ଡର ନାହିଁ। ନିକଟରେ ମଧ୍ୟପ୍ରଦେଶର…
Read More...

କିର୍ଗିଜସ୍ତାନ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କିର୍ଗିଜସ୍ତାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କିର୍ଗିଜସ୍ତାନ ରାଜଧାନୀ ବିସ୍କେକଠାରେ ହେବାକୁ ଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ।…
Read More...

ଦିଗ ବଦଳାଇଲା ‘ବାୟୁ’; ସ୍ଥଳଭାଗ ନ ଛୁଇଁ ପାକିସ୍ତାନ ଓ ଓମାନ ଆଡକୁ ମୁହାଁଇଲା

ଗାନ୍ଧୀନଗର: ଗୁଜରାଟ ପ୍ରତି ‘ବାୟୁ’ ବିପଦ ଟଳିଛି। ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡଫଲ କରିବ ନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ‘ବାୟୁ’ ଦିଗ ପରିବର୍ତ୍ତନ କରି ପାକିସ୍ତାନ ଏବଂ ଓମାନ ଆଡ଼କୁ ମୁହାଁଇଛି।…
Read More...

ନୀରବ ମୋଦୀଙ୍କୁ ପୁଣି ଝଟକା, ଲଣ୍ଡନ କୋର୍ଟରେ ଚତୁର୍ଥ ଥର ଜାମିନ ଆବେଦନ ଖାରଜ

ଲଣ୍ଡନ : ପିଏନ୍‍ବି ବ୍ୟାଙ୍କ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍‍ (ଲଣ୍ଡନ ହାଇକୋର୍ଟ)ରୁ ଏକ ବଡ଼ ଝଟକା ଲାଗିଛି। ଲଣ୍ଡନ କୋର୍ଟ ନୀରବ ମୋଦୀଙ୍କ…
Read More...