Bignews ଆତଙ୍କବାଦୀ ହମଲାରେ ଯବାନ ସହିଦ, ଆତଙ୍କୀ ନିହତ OPA Jun 12, 2019 0 ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଏକ ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଆହତ ହୋଇଛନ୍ତି । ବସଷ୍ଟାଣ୍ଡ ନିକଟରେ ପେଟ୍ରୋଲିଂ!-->… Read More...
National ଜୁଲାଇ ୧୫ରେ ଚନ୍ଦ୍ରଯାନ-୨ ଉତ୍କ୍ଷେପଣ କରିବ ଇସ୍ରୋ OPA Jun 12, 2019 0 ବେଙ୍ଗାଲୁରୁ : ଚନ୍ଦ୍ରଯାନ -୨ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଆସନ୍ତା ମାସ ୧୫ ତାରିଖ ଦିନ ୨ଟା ୫୧ ମିନିଟ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ର ଉତକ୍ଷେପଣ!-->… Read More...
Bignews ଫୋର୍ବସ ତାଲିକା; ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ମଧ୍ୟରେ ଜଣେ କ୍ରିକେଟର କୋହଲି OPA Jun 12, 2019 0 ଲଣ୍ଡନ : ଫୋର୍ବସ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ସର୍ବାଧିକ ଆୟ କରୁଥିବା ୧୦୦ ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ମାତ୍ର ଜଣେ କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି। ବିରାଟ କୋହଲି ସର୍ବାଧିକ ଆୟ କରୁଥିବା କ୍ରିକେଟର ଭାବେ!-->… Read More...
Politics ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଲୋକସଭାରେ ସଚେତକ ଦାୟିତ୍ୱ OPA Jun 12, 2019 0 ନୂଆଦିଲ୍ଲୀ: ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଲୋକସଭାରେ ସଚେତକ ଦାୟିତ୍ୱ ମିଳିଛି। ବିଜେପିର ସାଂସଦ ସୁରେଶ ପୂଜାରୀ ଓଡ଼ିଶା, ମଣିପୁର ଓ ତେଲେଙ୍ଗାନା ଦାୟିତ୍ୱରେ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ!-->… Read More...
Odisha ରଜ ପରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ OPA Jun 12, 2019 0 ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।ରାଜ୍ୟରେ ମୋଟ ୩,୬୫,୮୨୬!-->!-->!-->… Read More...
Bignews ରିଷଭ ପନ୍ଥଙ୍କୁ ମିଳିଲା ବିଶ୍ୱକପ୍ରେ ସ୍ଥାନ OPA Jun 12, 2019 0 ନୂଆଦିଲ୍ଲୀ: ଭାରତୀୟ ବିଶ୍ୱକପ କ୍ରିକେଟ ଦଳରେ ସାମିଲ ହେବେ ରିଷଭ ପନ୍ଥ। ଏଥିପାଇଁ ଅନୁମତି ଦେଇଛି ଆଇସିସିଆଇ। ବ୍ୟାକ ଅପ ଖେଳାଳି ଭାବେ ରିଷଭ ପନ୍ଥକୁ ଇଂଲଣ୍ଡ ନିଆଯାଇଛି। ତେବେ ସେ ଶିଖର ଧୱନଙ୍କ ରିପ୍ଲେସମେଂଟ ହେବେନାହିଁ।!-->… Read More...
Odisha ସରିଲା ଅଖ ହଣା କାମ OPA Jun 12, 2019 0 ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଆସନ୍ତା ମାସ ୪ତାରିଖରେ ପୁରୀ ସମେତ ଅନେକ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ପୁରୀରେ ରଥ ପ୍ରସ୍ତୁତି କାର୍ଯ୍ୟ ଶ୍ରୀଘ୍ର କରାଯିବ ବୋଲି ବିଶ୍ୱକର୍ମା!-->… Read More...
Bignews ପୁଲିସର ବର୍ବରତା: ସାମ୍ବାଦିକଙ୍କୁ ମାଡ଼ ମାରି ମୁହଁରେ ପରିସ୍ରା କଲେ OPA Jun 12, 2019 0 ଲକ୍ଷ୍ନୌ: ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଉତ୍ତରପ୍ରଦେଶରେ କ୍ରମାଗତ ୨ଟି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ!-->… Read More...
Politics ଲୋକଙ୍କ ସମସ୍ୟା ବୁଝିବାକୁ ୨ ଦିନ ଗାଁରେ ରହିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ OPA Jun 12, 2019 0 ଜୟପୁର: ଲୋକମାନଙ୍କ ସହ ମିଶିଚଳି, ସେମାନଙ୍କ ସମସ୍ୟାକୁ ଅତି ନିକଟରୁ ଅନୁଭବ କରିବା ସକାଶେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ। ଉପ ମୁଖ୍ୟମନ୍ତ୍ରୀ ସଚିନ ଲୋକମାନଙ୍କ ସମସ୍ୟାକୁ ପାଖରୁ!-->… Read More...
Odisha ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ OPA Jun 12, 2019 0 ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ବହୁବା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ!-->… Read More...