ରାଜ୍ୟ ନେତାଙ୍କୁ ନେଇ ବୈଠକ ଡକାଇଲେ ଅମିତ ଶାହ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପିର ଜୋରଦାର ଜିତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବେ ଗୃହମନ୍ତ୍ରୀ ହୋଇଯାଇଛନ୍ତି | ତେଣୁ ବିଜେପିର ଦାୟିତ୍ୱ କାହା ହାତରେ ନ୍ୟସ୍ତ କରିବେ ସେ ଚିନ୍ତାରେ ଶାହା…
Read More...

ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା

ଭୁବନେଶ୍ୱର : ବାୟୁସେନାର ନିଖୋଜ ବିମାନ AN-32ରେ ଥିବା ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ…
Read More...

‘ରାଇଜିଙ୍ଗ୍‍ ଷ୍ଟାର ସିଜନ୍‍-୩’ର ବିଜେତା ସାଜିଲେ ଅଫତାବ

ମୁମ୍ବଇ : ପଞ୍ଜାବ ସ୍ଥିତ ଫରିଦକୋଟର ୧୨ ବର୍ଷୀୟ ଅଫତାବ ସିଂହ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ରାଇଜିଙ୍ଗ୍‍ ଷ୍ଟାର ସିଜନ୍‍-୩’ର ବିଜେତା ସାଜିଛନ୍ତି। ଶନିବାର ଶୋ’ର ଗ୍ରାଣ୍ଡ…
Read More...

ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଓଭାଲ୍‌: ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ…
Read More...

ହାଟ ବସିଥିବାବେଳେ ରାଇସ୍‌ ମିଲ କାନ୍ଥ ଭୁଶୁଡ଼ିଲା: ୪ ମୃତ, ୫ ଆହତ

ଢେଙ୍କାନାଳ: ଢେଙ୍କାନାଳ ଅଳସୁଆ ହାଟରୋଡ୍‌ଠାରେ ରବିବାର ସକାଳେ ଏକ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାକୁ…
Read More...

ରାଜ୍ୟର ଗରିବ ଲୋକଙ୍କ ପ୍ରତି ଥିବା ଦାୟିତ୍ୱକୁ ରାଜ୍ୟରେ ବିରୋଧୀ ଦଳ ଓ କେନ୍ଦ୍ରରେ ଦୁଇ ମନ୍ତ୍ରୀ ପୁରଣ କରିବେ :…

୧୨୦ + ମିଶନ ସେହି ପର୍ଯ୍ୟନ୍ତ ଅଛି, ଯେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଭାରତୀୟ ଜନତା ପାର୍ଟିର ପୂରଣ ହୋଇନାହିଁ ଏବଂ ବିଜେପି ଏହି ଦାୟିତ୍ୱରୁ ମୁକ୍ତି ହୋଇପାରିବ ନାହିଁ - ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଭୁବନେଶ୍ୱର :…
Read More...

କେବଳ ଗୋଟିଏ ଚ୍ୟାନେଲରେ ଦେଖିପାରିବେ ରଥଯାତ୍ରା ସିଧାପ୍ରସାରଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେରୁ କମ୍ ସମୟ ରହିଛି। ସେଥିପାଇଁ କିଏ ଶ୍ରୀକ୍ଷେତ୍ର ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଏବେଠୁ ପ୍ରସ୍ତୁତି କଲେଣି ତ ଆଉ କିଏ ଟିଭିରେ ସିଧାପ୍ରସାରଣରେ ମହାପ୍ରଭୁଙ୍କ ଚକାନୟନ…
Read More...

ମାଳଦ୍ଵୀପରେ ସମ୍ମାନିତ ହେଲେ ମୋଦୀ

ମାଲେ: ନରେନ୍ଦ୍ର ମୋଦୀ ପୁର୍ନବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଯାତ୍ରାରେ ମାଳଦ୍ଵୀପ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦୀଙ୍କୁ ପାରମ୍ପରିକ ଶୈଳୀରେ ଭବ୍ୟ ସ୍ଵାଗତ କରାଯାଇଛି। ତାଙ୍କ ସମ୍ମାନରେ…
Read More...

‘ବିଗ୍ ବିସ୍-୧୩’ରେ ଦେଖାଯିବେ ଏହି ପ୍ରତିଯୋଗୀ!

ମୁମ୍ବାଇ:  ଦେଶର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ଶୋ’ “ବିଗ୍ ବସ୍-୧୩”କୁ ନେଇ ଏବେ ଚର୍ଚ୍ଚା । କାରଣ ଏହି ସିଜିନରେ କେଉଁ କଳାକାରମାନେ ପ୍ରତିଯୋଗୀ ଭାବେ ବିଗ୍ ବସ୍ ହାଉସରେ ଦେଖାଯିବେ, ତାହା ନେଇ ସମସ୍ତଙ୍କ ମନରେ ରହିଛି…
Read More...

ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ

କେନ୍ଦୁଝର: ମୋରମ ଖାଦାନ ମାଟି ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଗାଁରେ ପହଞ୍ଚି ମାଟି ତଳୁ ୩ ଜଣଙ୍କ…
Read More...