Odisha ସବୁ ଚ୍ୟାନେଲକୁ ପୁରୀ ରଥଯାତ୍ରାର ସିଧା ପ୍ରସାରଣର ଅନୁମତି OPA Jun 11, 2019 0 ପୁରୀ : ପୁରୀ ରଥ ଯାତ୍ରାର ଟିଭି ଟେଲିକାଷ୍ଟ ନେଇ ଉପଜିଥିବା ବିବାଦର ସମାଧାନ ସୂତ୍ର ବାହାର କରିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ଟିଭି ଚ୍ୟାନେଲ ପୂର୍ବଭଳି ରଥଯାତ୍ରାର ସିଧାପ୍ରସାରଣ କରିପାରିବେ। ତେବେ ଟିଭି!-->… Read More...
Bignews ଟିମ୍ ଇଣ୍ଡିଆକୁ ବଡ଼ ଝଟକା : ଶିଖର ଧାୱନ ୩ ସପ୍ତାହ ପାଇଁ ଟିମ୍ ରୁ ବାଦ OPA Jun 11, 2019 0 ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲାନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଷ୍ଟାର ଓପନର ତଥା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ!-->!-->!-->… Read More...
Crime ଗଣ୍ଡି ପଡିଛି ମୁଣ୍ଡ ଗାଏବ : ଜମିଜମା କଳିରୁ ଶୋଇଥିବାବେଳେ ପୁତୁରାର ମୁଣ୍ଡ କାଟିନେଲା କକା OPA Jun 11, 2019 0 ସମ୍ବଲପୁର : ସମ୍ବଲପୁର ସହରର ଭାଲୁପାଲ୍ଲୀ ଅନ୍କର୍ଗତ ତିଲେଇମାଳ ଗାଁରେ ବିଭତ୍ସ ହତ୍ୟାକାଣ୍ଡ ।ଗଣ୍ଡି ପଡିଛି ମୁଣ୍ଡ ଗାଏବ । ତେବେ କିଛି ଘଣ୍ଟାର ସସ୍ପେନ୍ସ ପରେ ହତ୍ୟାକାରୀ ଓ ହତ୍ୟାର କାରଣ ଜଣାପଡିଛି ।!-->… Read More...
Bignews ଲୋକସଭାର ଅସ୍ଥାୟୀ ବାଚସ୍ପତି ହେଲେ ବୀରେନ୍ଦ୍ର କୁମାର OPA Jun 11, 2019 0 ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବିଜେପି ସାଂସଦ ଡ. ବୀରେନ୍ଦ୍ର କୁମାର ଖାଟକେଙ୍କୁ ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଚୟନ କରାଯାଇଛି। ୬୫ ବର୍ଷିୟ ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକାମଗଡ଼ ଲୋକସଭା ଆସନରୁ ୬ ଥର!-->… Read More...
National ଫେଲ ମାଗିଲା ୧୦୯ ଘଣ୍ଟାର ଅପରେସନ : ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଖସିପଡିଥିବା ଫତେହବୀର OPA Jun 11, 2019 0 ପଞ୍ଜାବ : ୧୦୯ ଘଣ୍ଟାର ଅପରେସନ । ପଞ୍ଜାବ ସଙ୍ଗରୁର ଭଗବାନପୁରା ଅଞ୍ଚଳରେ ୧୫୦ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ଶିଶୁ ଉଦ୍ଧାର ହେଲା । ହେଲେ ଜୀବନ ଯୁଦ୍ଧରେ ହାରିଗଲା ଫତେହବୀର।ବାପାମାଆ ଗୋଟିଏ ବୋଲି ପୁଅର ନାଁ!-->!-->!-->… Read More...
Odisha ମୋଦି- ନବୀନ ଭେଟଘାଟ : ଆୟୁଷମାନ ଯୋଜନା ଓ ଉପବାଚସ୍ପତି କଥା ଉଠିଲାନି OPA Jun 11, 2019 0 ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର କେଲେ ଦାବିନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ!-->!-->!-->… Read More...
Crime କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା : ୬ ଜଣ ଦୋଷୀଙ୍କ ଭିତରୁ ୩ଜଣଙ୍କୁ ଆଜୀବନ OPA Jun 10, 2019 0 ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ । ସେମାନଙ୍କ ଭିତରୁ ତିନି ଜଣଙ୍କୁ ଆଜୀବନ ୩!-->!-->!-->… Read More...
Politics କାହିଁକି ହାରିଲା ବିଜେପି , ଗ୍ରାଉଣ୍ଡରେ ହେବ ତର୍ଜମା, ପ୍ରଭାରୀଙ୍କ ରିପୋର୍ଟ ପରେ ପୁଣି ବସିବ କୋର କମିଟି OPA Jun 10, 2019 0 ଭୁବନେଶ୍ବର : ଓଡିଶାରେ ମିଶନ ୧୨୦ ପ୍ଲସ୍ କାହିଁକି ବିଫଳ ହେଲା ସେନେଇ ତର୍ଜମା କରିବ ରାଜ୍ୟ ବିଜେପି । ପ୍ରତି ଲୋକସଭା ମଣ୍ଡଳୀର ସମୀକ୍ଷା ହେବ । ସମୀକ୍ଷା ବୈଠକରେ ୨ପର୍ଯ୍ୟବେକ୍ଷକ ରହିବେ । ପରାଜିତ ପ୍ରାର୍ଥୀ,!-->… Read More...
Odisha ସଚିବାଳୟରେ ମନ୍ତ୍ରୀଙ୍କ ଅଫିସରେ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି ? OPA Jun 10, 2019 0 ଭୁବନେଶ୍ବର : ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ବହୁ ବରିଷ୍ଠ ଓ ନୂଆ ବିଧାୟକ । ତେବେ ମନ୍ତ୍ରୀ ହେବା ପରେ ସରାକାରଙ୍କ ପକ୍ଷରୁ ସେମାନଙ୍କ ବିଭାଗ ବଣ୍ଟନ ସହ ଦପ୍ତର ମଧ୍ୟ ଆବଣ୍ଟନ!-->… Read More...
Bignews କ୍ରୀକେଟକୁ ଅଲବିଦା କଲେ ଯୁବରାଜ ସିଂହ : କ୍ରୀକେଟରୁ ଅବସର ନେବା ନେଇ କଲେ ଘୋଷଣା OPA Jun 10, 2019 0 ଭୁବନେଶ୍ବର : ଗୋଟିଏ ପଟେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇ ବିଶ୍ବକପ ସେମିଫାଇନାଲକୁ ଯିବାର ଝୁଙ୍କ ଆଉ ଅନ୍ୟପଟେ ଦେହରେ କ୍ୟାନ୍ସରର କଷ୍ଟ। ହେଲେ ପଛକୁ ହଟି ନ ଥିଲେ । ୨୮ ବର୍ଷ ପରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ଆଉ ଏ!-->… Read More...