National ଉତ୍ତରପ୍ରଦେଶରେ ଝଡ଼ତୋଫାନ: ୧୮ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ OPA Jun 7, 2019 0 ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗୁରୁବାର ରାତିରେ ଝଡ଼ତୋଫାନ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଝଡ଼ତୋଫାନ ବେଳେ ବଜ୍ରପାତ ଯୋଗୁଁ କେତେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ!-->… Read More...
National ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ଗିରଫ OPA Jun 7, 2019 0 ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍ ଶୁକ୍ରବାର ସକାଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ସଲମାନ ଓରଫ ମୁନ୍ନା ଏବଂ ନଜିମଙ୍କୁ ଗିରଫ କରିଛି।ଦିଲ୍ଲୀର ନୂଆ ସଲିମପୁର ଅଞ୍ଚଳରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଲୁଚି ରହିଥିବା ପୁଲିସ୍କୁ ସୂଚନା!-->… Read More...
National ୧୫୦ ଫୁଟ୍ ତଳେ ୨ ବର୍ଷର ଶିଶୁ: ୧୮ ଘଣ୍ଟା ପରେ ବି ହୋଇପାରିନି ଉଦ୍ଧାର OPA Jun 7, 2019 0 ଚଣ୍ଡିଗଡ: ପଞ୍ଜାବ ସଙ୍ଗରପୁର ଜିଲ୍ଲାରେ ଏକ ଦୁଇ ବର୍ଷର ଛୋଟ ଛୁଆ ୧୫୦ ଫୁଟ୍ ତଳକୁ ଖସି ପଡ଼ିଛି। ନଳକୂଅ ବସାଇବା ପାଇଁ ଏହି ୧୫୦ ଫୁଟର ଗଭୀର ଗାତ ଖୋଳାଯାଇଥିଲା। ଏହାରି ଭିତରେ ଛୋଟ ଛୁଆଟି ଖସି ପଡ଼ିଛି। ଘର ପାଖରେ!-->… Read More...
Odisha ରାଜ୍ୟରେ ବର୍ଷା ସମ୍ଭାବନା: ଆସନ୍ତା ୩ ଦିନ କୋହଲା ପାଗ OPA Jun 7, 2019 0 ଭୁବନେଶ୍ୱର : ରାଜ୍ୟର ୬ଟି ଜିଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା ଦିଆଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା!-->… Read More...
National ଓମାନ୍-ଦୁବାଇ ବସ୍ ଦୁର୍ଘଟଣା: ୧୭ ମୃତ OPA Jun 7, 2019 0 ନୂଆଦିଲ୍ଲୀ: ଓମାନ୍ରୁ ଆସୁଥିବା ଗୋଟାଏ ବସ୍ ସଂଯୁକ୍ତ ଆରବ ଏମିରେଟ୍ସ୍ରେ ଏକ ରୋଡ୍ ସାଇନ୍ ଉପରେ ଧକ୍କା ଖାଇବାକୁ ଆଠ ଜଣ ଭାରତୀୟଙ୍କ ସମେତ ଅନ୍ୟୂନ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ଦୁବାଇସ୍ଥିତି!-->… Read More...
National ଏସ୍ସିଓ ଶିଖର ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦୀ OPA Jun 6, 2019 0 ନୂଆଦିଲ୍ଲୀ: ଜୁନ୍ ୧୩ ଓ ୧୪ରେ କିର୍ଗିଜସ୍ତାନ ରାଜଧାନୀ ବିଶକେକରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିପକ୍ଷ ପାକିସ୍ତାନ!-->… Read More...
Odisha ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିନକର ଦରମା ଦେଲେ ରାଜ୍ୟପାଳ ଓ ରାଜଭବନର କର୍ମଚାରୀ OPA Jun 6, 2019 0 ଭୁବନେଶ୍ୱର: ଫନି ପ୍ରଭାବିତ ଲୋକମାନଙ୍କର ସହାୟତା ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ରାଜଭବନର ୧୨୨ ଜଣ କର୍ମଚାରୀ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଆଜି ଏ ବାବଦକୁ ଏକ!-->… Read More...
Odisha ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Jun 6, 2019 0 ଭୁବନେଶ୍ୱର : ଦୁବାଇରେ ଫସି ରହିଥିବା ୧୦ ଓଡିଆ ଯୁବକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ!-->… Read More...
Odisha ଡିଜିପିଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ : ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଡିଜି ସଞ୍ଜୀବ ପଣ୍ଡା OPA Jun 6, 2019 0 ପୁରୀ : ପୁଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଗୁରୁବାର ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅୟୋଜିତ ପ୍ରସ୍ତୁତି ବୈଠକରେ ରଥାଯାତ୍ରା!-->… Read More...
National ସେଲ୍ଫି ନେବାକୁ ଉଦ୍ୟମ କରିବାରୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ OPA Jun 6, 2019 0 କର୍ନଲ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ଥରେ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଜଣେ ଯୁବକ ତାଙ୍କ ସହ ସେଲ୍ଫି ନେବାକୁ!-->… Read More...