ପୁଣି କମିଲା ପେଟ୍ରୋଲ ଏବଂ ଡିଜେଲର ଦର

ନୂଆଦିଲ୍ଲୀ: ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ହ୍ରାସ ପାଇଛି। ସବୁଠାରୁ କମ୍ ରହିଛି। ଆଜି ଦିଲ୍ଳୀରେ ପେଟ୍ରୋଲର ମୂଲ୍ୟରେ ୧୬ ପଇସା ମିଛି। ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ଦର ୭୬ଟଙ୍କା ୭୬ ପଇସା ରହିଛି। ବେଳେ…
Read More...

ଧରାପଡ଼ିଲା କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଆତଙ୍କବାଦୀ ଲିଙ୍କ୍‌

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍‌ ଧରାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଆନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ…
Read More...

ଆଜିଠାରୁ +୨ ନାମଲେଖା ଆବେଦନ

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷ +୨ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍‌ସିଂ କଲେଜ, ଉପଶାସ୍ତ୍ର ଓ…
Read More...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୨୮: ଚହଲଙ୍କୁ ୪ ୱିକେଟ୍

ସାଉଥାମ୍ପଟନ୍ : ବିଶ୍ୱକପ ୨୦୧୯ରେ ଭାରତ ଦମ୍‌ଦାର ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଭାରତ ଧୂଳିସାତ କରିଦେଇଛି । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୨୨୭ ରନ କରିବାକୁ ସକ୍ଷମ ହୋଇଛି।ଟସ୍…
Read More...

ଆସନ୍ତା ୪୮ ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ!

ନୂଆଦିଲ୍ଲୀ:ପ୍ରବଳ ଗୁଳୁଗୁଳି ଏବଂ ପ୍ରଚଣ୍ଡ ରୌଦ୍ର ତାପ ମଧ୍ୟରେ ଆଶ୍ୱସ୍ତୀର ଖବର ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ । ତେବେ ଚଳିତ ବର୍ଷ ମୌସୁମୀ…
Read More...

ଜୁଲାଇ ୯ରୁ ୧୬ ମଧ୍ୟରେ ଇସ୍ରୋର ’ଚନ୍ଦ୍ରଯାନ-୨’ ଅଭିଯାନ

ନୂଆଦିଲ୍ଲୀ : ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ । ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-III କୁ ମନୋନୀତ…
Read More...

ପ୍ରକାଶ ପାଇଲା NEET ପରୀକ୍ଷା ଫଳ, ରାଜସ୍ଥାନର ନଳିନୀ ଟପ୍ପର

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌-୨୦୧୯(ନିଟ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପୁଅମାନେ ବାଜି ମାରି…
Read More...

୫ ପ୍ରଭାବଶାଳୀଙ୍କୁ ନେଇ ଗଠିତ ହେଲା ପ୍ରତିରକ୍ଷା କ୍ୟାବିନେଟ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚିତ ହେଉଥିବା ୫ ଜଣ ସଦସ୍ୟଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଜର ଉଚ୍ଚ କ୍ଷମତା ସଂପନ୍ନ ପ୍ରତିରକ୍ଷା କ୍ୟାବିନେଟ…
Read More...

ଏଭରେଷ୍ଟରେ ପହଞ୍ଚିଲେ ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କ୍ୟାଡରର୍‌ ଆଇଏଏସ୍‌ ଅଧିକାରୀ ରବୀନ୍ଦ୍ର କୁମାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦେଶର ପ୍ରଥମ ଆଇଏଏସ୍‌ ଅଧିକାରୀ ଭାବେ ଏହି ସଫଳତା ହାସଲ କରିଛନ୍ତି। ଗଙ୍ଗା ନଦୀକୁ ସଫା ରଖିବା…
Read More...

ଆର୍ଥିକ ସଙ୍କଟ ଯୋଗୁଁ ପ୍ରତିରକ୍ଷା ବଜେଟ୍‌ରେ କାଟ୍‌ ଘୋଷଣା କଲା ପାକିସ୍ତାନ ସେନା

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ପାକିସ୍ତାନର ସଶସ୍ତ୍ର ସେନା ସ୍ୱେଚ୍ଛାକୃତ ଭାବେ ବର୍ଷକ ପାଇଁ ପ୍ରତିରକ୍ଷା ଅଟକଳ ହ୍ରାସ କରିଛି। ସେନାର ଏ ଭଳି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଶଂସା…
Read More...