ବିଜେପି ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାରେ ଧର୍ମେନ୍ଦ୍ର,ଜେ.ପି. ନଡ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରୀପଦ ପାଇପାରନ୍ତି। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ଦଳର ପ୍ରଭାବୀ ପ୍ରଦର୍ଶନ ଏବଂ ଏବେ…
Read More...

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ପୋଷାକ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାର ସରକାର ପର୍ବତାରୋହିଣୀ କଳ୍ପନା ଦାଶଙ୍କ ସ୍ମୃତିରେ ତାଙ୍କ ପୋଷାକ ପ୍ରଦର୍ଶନ କରିଛନ୍ତି। କଳ୍ପନା ବ୍ୟବହାରର କରିଥିବା ପୋଷାକ ଓ ଉପକରଣ ମଧ୍ୟ ପ୍ରଦର୍ଶିତ…
Read More...

ଥାନାରେ ମହିଳାଙ୍କୁ ମାଡ଼: ୨ ହାବିଲଦାର ନିଲମ୍ବିତ, ୩ ଏସପିଓ ବହିଷ୍କୃତ

ବଲ୍ଲଭଗଡ଼: ହରିୟାଣାର ବଲ୍ଲଭଗଡ଼ ଅନ୍ତର୍ଗତ ଆଦର୍ଶନଗର ଥାନାରେ ଜଣେ ମହିଳାଙ୍କୁ ପଚରାଉଚରା କରିବା ସମୟରେ ପୁଲିସ ମାଡ଼ ମାରିଛି। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାଡ଼ ମାରିଥିବା ପୁଲିସ…
Read More...

୨୨ ଜଣ ଲୋକଙ୍କୁ ଛୁରାମାଡ଼ କଲା ସନ୍ଦିଗ୍ଧ : ୩ ମୃତ , ୧୯ ଗୁରୁତର , ଆକ୍ରମଣକାରୀ ଗିରଫ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଏବେ ଶୋକର ଛାୟା ଖେଳିବା ସହ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଇଛି। ଏହାର କାରଣ ହେଉଛି ଯେ ଏଠାରେ ଜଣେ ସନ୍ଦିଗ୍ଧ ମଙ୍ଗଳବାର ସକାଳେ ଏକ ବସ୍ ଷ୍ଟପରେ ବସକୁ ଅପେକ୍ଷା କରିଥିବା କିଛି ଲୋକଙ୍କ…
Read More...

ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ୧୧ ଯବାନ ଆହତ

ରାଞ୍ଚି: ଝାଡ଼ଖଣ୍ଡର ସେରାଇକେଲା ଖରସାୱନ ଜିଲାରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ଭୋର ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିବାରୁ ୧୧ ଯବାନ ଆହତ ହୋଇଛନ୍ତି।ଭୋର ପ୍ରାୟ ୫ଟାରେ ସିଆରପିଏଫ, କୋବ୍ରା ଏବଂ…
Read More...

ବିଷାକ୍ତ ମଦ ପିଇ ୧୦ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାମ୍ବକୀ ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନେକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା…
Read More...

ଦେଶର ନୂଆ କ୍ୟାବିନେଟ ସଚିବ ହେବେ ରାଜୀବ ଗଉବା

ନୂଆଦିଲ୍ଲୀ : ୧୯୮୨ ବ୍ୟାଚ ବିହାର କ୍ୟାଡର ଆଇଏଏସ ଅଫିସର ରାଜୀବ ଗଉବା ଦେଶର ପରବର୍ତୀ କ୍ୟାବିନେଟ ସଚିବ ହେବା ସମ୍ଭାବନା ରହିଛି । ବର୍ତ୍ତମାନର କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଜୁନ ୧୨ରେ ସମାପ୍ତ ହେଉଛି…
Read More...

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ରେଟିନା ଅସ୍ତ୍ରୋପଚାର । ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି ।…
Read More...

୨୯ରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ

ଇଟାନଗର : ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପେମା ଖାଣ୍ଡୁ ଆସନ୍ତା ୨୯ତାରିଖରେ ଶପଥ ନେବେ । ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାରେ ୪୧ଟି ଆସନରେ ଐତିହାସିକ ବିଜୟ ହାସଲ କରି ଦ୍ବିତୀୟ ଥର ପାଇଁ ସେ…
Read More...

ତାଙ୍କ ନାମରେ ଖୋଲାଯାଇଛି ଫେକ୍ ଆଇଡି:ଦୂତୀ

ଭୁବନେଶ୍ୱର: ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ନିଜେ ମୁହଁ ଖୋଲି ଚର୍ଚ୍ଚାରେ ଥିବା ଧାବିକା ଦୂତୀ ଚାନ୍ଦ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ତାଙ୍କ ଅଭିଯୋଗ ଅନୁସାରେ, ଦୁତୀଙ୍କ ନାମରେ ଏକ ଫେକ୍ ବା ନକଲି ଆଇଡି ଖୋଲାଯାଇଛି…
Read More...