Odisha ଦୁର୍ଘଟଣା ଏଡ଼ାଇବାକୁ କଟକ-ଭୁବନେଶ୍ୱର ଏନଏଚରେ ଲାଗିବ ସ୍ପିଡ୍ ବ୍ରେକର OPA May 27, 2019 0 ଭୁବନେଶ୍ୱର: କଟକ-ଭୁବନେଶ୍ୱର ଏନଏଚରେ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ଚାଲିଯାଉଛି । ତେଣୁ ସେହି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ବ୍ରେକର ଲଗାଇବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ତାଗିଦ କରିଛନ୍ତି ।!-->… Read More...
Politics ମୋଦୀଙ୍କୁ ନବୀନଙ୍କ ନିମନ୍ତ୍ରଣ OPA May 27, 2019 0 ଭୁବନେଶ୍ୱର: ପଞ୍ଚମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜୁ ଜନତା ଦଳ । ଏଥିପାଇଁ ଜୋରଦାର ସଜବାଜ ଚାଲିଛି । ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ସମାରୋହ ହେବାକୁ ଯାଉଛି । ଏହି ସମାରୋହ ବହୁ ରଥି ମହାରଥି ଯୋଗ ଦେବେ ।!-->… Read More...
Politics ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂ ତମଙ୍ଗ OPA May 27, 2019 0 ଗ୍ୟାଙ୍ଗଟକ: ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂ ତମଙ୍ଗ ଶପଥ ଗ୍ରହଣ କରିଛନ୍ତି । ସୋମବାରରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ଗ୍ୟାଙ୍ଗଟକରେ ଥିବା ପଲଜୋର ଷ୍ଟାଡିୟମରେ ପ୍ରେମ ସିଂ ତମାଙ୍ଗଙ୍କୁ ଶପଥ ଗ୍ରହଣ କରାଇଥିଲେ । ୩୨!-->… Read More...
National ରାଜୀବ କୁମାରଙ୍କୁ ଜେରା ପାଇଁ ସିବିଆଇର ସମନ OPA May 27, 2019 0 ନୂଆଦିଲ୍ଲୀ : ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ କଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବାପାଇଁ ସମନ୍ ଜାରି କରିଛି। ପଶ୍ଚିମବଙ୍ଗ ସରକାର ତାଙ୍କୁ ସିଆଇଡିର ଅତିରିକ୍ତି!-->… Read More...
Entertainment କାହିଁକି ସୋନା ମହାପାତ୍ର କଂଗ୍ରେସର ନିର୍ବାଚନୀ ଗୀତ ଗାଇବାକୁ ପ୍ରତ୍ୟାଖାନ କରିଥିଲେ ଜାଣନ୍ତୁ! OPA May 27, 2019 0 ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡର ଜଣେ ଚର୍ଚିତ ଗାୟିକା ସୋନା ମହାପାତ୍ର ନିଜ ରାଜନୈତିକ ନିରପେକ୍ଷତାକୁ ପ୍ରତିପାଦିତ କରିଛନ୍ତି । ସୋନା କହିଛନ୍ତି, ତାଙ୍କୁ କଂଗ୍ରେସର ନିର୍ବାଚନୀ ଗୀତ ଗାଇବାକୁ ଅଫର ମିଳିଥିଲା।!-->… Read More...
Entertainment ପରଲୋକରେ ଅଜୟଙ୍କ ପିତା ବୀରୁ ଦେବଗନ OPA May 27, 2019 0 ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ବୀରୁଙ୍କ ମୃତ୍ୟୁର ଖବର ଶୁଣିବା ପରେ ବଲିଉଡ଼କୁ ଏକ ଶକ୍ତ ଧକ୍କା ଲାଗିଛି। ବୀରୁ ବଲିଉଡ଼ର ଜଣେ ଜଣାଶୁଣା ଷ୍ଟଣ୍ଟ୍!-->… Read More...
Odisha ମୁମ୍ବାଇ-ହାୱଡ଼ା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସର ବଗିରେ ଅଗ୍ନିକାଣ୍ଡ OPA May 27, 2019 0 ରାଉରକେଲା : ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଟେସନ ମଝିରେ ସୋମବାର ଅଗ୍ନିକାଣ୍ଡ ହୋଇଛି। ମୁମ୍ବାଇ-ହାୱଡ଼ା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ଗୋଟିଏ ବଗିରେ ନିଆଁ ଲାଗିଯିବା ପରେ ଜୀବନ ବଞ୍ଚାଇବାକୁ ଯାଇ ଯାତ୍ରୀମାନେ!-->… Read More...
Odisha +୨ ପାଠପଢା ଜୁଲାଇରୁ ଆରମ୍ଭ OPA May 27, 2019 0 ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଛି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ବି ପ୍ରକାଶ!-->… Read More...
National ବାବା ବିଶ୍ୱନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ OPA May 27, 2019 0 ବାରଣାସୀ: ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ସକାଳ ୯ଟା ୪୫ରେ ସେ ବାରଣାସୀ ଲାଲ ବାହାଦୂର ଶାସ୍ତ୍ରୀ!-->… Read More...
National ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା OPA May 27, 2019 0 ନୂଆଦିଲ୍ଲୀ: ରବିବାର ରାତିରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଗୁଳି ମାରାଯାଇ ହତ୍ୟା କରାଯାଇଛି।ମୃତ ବ୍ୟକ୍ତିଜଣକ ହେଉଛନ୍ତି ୨୪ ବର୍ଷିୟ ଚନ୍ଦନ ଶ’। ଗତ ରାତିରେ ଦୁଇଚକିଆ ଯାନ!-->!-->!-->… Read More...