ଇସ୍ତଫା ଦେଲେ ମହାରାଷ୍ଟ୍ରର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଶୋକ ଚୌହାନ

ମୁମ୍ବାଇ: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପ୍ରଥମେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେବାକୁ ଚାହିଁଥିଲେ। କିନ୍ତୁ ସେ ତାହା କରିନାହାନ୍ତି। କିନ୍ତୁ କେତେକ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ନିଜ…
Read More...

ବିହାର ଓ ଝାଡଖଣ୍ଡରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ବିହାର ଓ ଝାଡଖଣ୍ଡରେ ରବିବାର ମଧ୍ୟାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘର ଛାଡି ବାହାରକୁ ପଳାଇଯାଇଥିଲେ । ଏଥିରେ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ । …
Read More...

ସରିଲା ବିଜେଡି ସଂସଦୀୟ ଦଳ ବୈଠକ: ନବନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର : ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ହୋଇ ଯାଇଛି । ନବ ନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରରେ ବିଜେଡି ସାଂସଦଙ୍କର କ’ଣ…
Read More...

ତ୍ରିପୁରାରେ ବନ୍ୟା: ୧୦୦୦ ପରିବାର କ୍ଷତିଗ୍ରସ୍ତ

ଧର୍ମନଗର: ଅତି ପ୍ରବଳ ବର୍ଷା ହେବା ଫଳରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଫଳରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଥିବା ଜଣାଯାଇଛି । ହଜାର ହଜାର ପରିବାର…
Read More...

ନବନିର୍ବାଚିତ ବିଜେଡି ସଂସଦୀୟ ଦଳର ବୈଠକ

ଭୁବନେଶ୍ୱର: ରବିବାର ପୂର୍ବାହ୍ନ ୧୦: ୩୦ ବେଳେ ନବୀନ ନିବାସରେ ବିଜେଡିର ନବନିର୍ବାଚିତ ୧୨ ଜଣ ସାଂସଦଙ୍କ ସହ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କର ବୈଠକ ହୋଇଯାଇଛି।ସାଂସଦ ନିର୍ବାଚିତ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର,…
Read More...

ଆଜି ବିଜେଡ଼ି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ମେ ୨୯ (ବୁଧବାର)ଠାରୁ ଅପରାଜୟ ନବୀନ ପଟ୍ଟନାୟକ ନିଜର ପଞ୍ଚମ ଇନିଂସ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ବିଧାନସଭାରେ ୧୧୨ ଆସନ ଅକ୍ତିକାର କରିଥିବା ବିଜେଡ଼ି ପୁଣି ଥରେ ସରକାର ଗଢ଼ିବ । ଏଥିପାଇଁ…
Read More...

ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଶନିବାର ରାତିରେ ଆମେଥିର ବରାଉଲିଆ ଗ୍ରାମରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।ଆମେଥି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ମୃତି ଇରାନୀ ଲୋକସଭା…
Read More...

ଆଜି ମା’ଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମା’ ହୀରାବେନଙ୍କ ଆଶୀର୍ବାଦ ନେବା ଲାଗି ରବିବାର ସନ୍ଧ୍ୟାରେ ଗୁଜରାଟ ଗସ୍ତ…
Read More...

ପଦରୁ ଇସ୍ତଫା ଦେବାକୁ ମମତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ତୃଣମୂଳ କଂଗ୍ରେସ ଏବଂ ମମତା ଦିଦିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡିଥିବା ଦେଖାଯାଇଛି । ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା…
Read More...

ନରେନ୍ଦ୍ର ମୋଦୀ ଏନ୍‍ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ

ନୂଆଦିଲ୍ଲୀ : ନବନିର୍ବାଚିତ ଏନ୍‍ଡିଏ ସାଂସଦ ମାନେ ସର୍ବସମ୍ମତକ୍ରମେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି । ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ ବୈଠକରେ ଦଳର ରାଷ୍ଟ୍ରୀୟ…
Read More...