ଶପଥ ନେଲେ ସୁପ୍ରିମକୋର୍ଟର ୪ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୪ ନୂଆ ବିଚାରପତି ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ…
Read More...

ଆଡଭାନୀଙ୍କ ଭଳି ମହାନ ନେତାଙ୍କ ପାଇଁ ବିଜେପି ସଫଳ ହୋଇଛି: ମୋଦୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବଡ଼ ଧରଣର ସଫଳତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ସେମାନଙ୍କ ଅବଦାନ ପାଇଁ ଦଳର ଅଭିବୃଦ୍ଧି…
Read More...

ମୋଦୀଙ୍କୁ ବିରୋଧ କରିବାରୁ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ

ମୁମ୍ବଇ : ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟକୁ ନେଇ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ମୋଦୀଙ୍କୁ ବିରୋଧ କରୁଥିବା ବଲିଉଡ଼ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ ମିଳିଛି।…
Read More...

ଶପଥ ଗ୍ରହଣ ପୂର୍ବରୁ ମାଆଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ୍‌ ଓ କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ର ବୈଠକ ବସୁଛି। ଏଥିରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏବଂ ଦେଶର ବିଭିନ୍ନ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଗସ୍ତ ତାରିଖ ଆଦି ସ୍ଥିର…
Read More...

ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ

ନୂଆଦିଲ୍ଲୀ: ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ…
Read More...

ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ୧୬ଶ ଲୋକସଭା ଭଙ୍ଗ ପାଇଁ ରାଷ୍ଟପତିଙ୍କୁ ପ୍ରସ୍ତାବ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। କ୍ୟାବିନେଟରେ ଲୋକସଭା ଭଙ୍ଗ ପାଇଁ…
Read More...

ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ

ଭୁବନେଶ୍ୱର : ୨୦୧୯ର ସାଧାରଣ ନିର୍ବାଚନର ଫଳାଫଳ ରାଜ୍ୟ କଂଗ୍ରେସକୁ ଦୋହଲାଇ ଦେଇଛି । ରାଜ୍ୟରେ ନେତୃତ୍ଵ ନେବାରେ ବିଫଳ ହେବା ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କ…
Read More...

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଟ ବିଜୟ ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦ୍ୱିତୀୟ ଥର ପାଇଁ ଦେଶର ଶାସନ ଡୋରି ଧରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା…
Read More...

ସତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: “ଆଜି ଆମର କମ ସଂଖ୍ୟା ପାଇଁ ତୁମେ(କଂଗ୍ରେସ) ହସୁଛ, ଦିନେ ସମୟ ଆସିବ ଦେଶର ଲୋକ ତମକୁ ନେଇ ହସିବେ” ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ…
Read More...

ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ ହୋଇଛି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲାରେ ପ୍ରଭାବ ବିସ୍ତାର କରିଥିବା ମୁସାକୁ ସେନା, ସିଆରପିଏଫ ଏବଂ ରାଜ୍ୟ ପୁଲିସ ମିଳିତ ଅପରେଶନ କରି…
Read More...