Bignews ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ! OPA May 24, 2019 0 ଭୁବନେଶ୍ବର : ୨୦୧୯ ନିର୍ବାଚନରେ ବିଜେଡିକୁ ସଫଳତା ମିଳିଛି। ଏହାସହ କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ନେବେ ବୋଲି!-->… Read More...
Politics ବିଜେପୁରରୁ ଜିତିଲେ ମୁଖ୍ୟମନ୍ତ୍ରୀ OPA May 23, 2019 0 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ କୁମାର ଘଡତିଆଙ୍କୁ ୫୬ ହଜାର ୫୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ଚଳିତ ନିର୍ବାଚନରେ!-->… Read More...
Politics ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ OPA May 23, 2019 0 ଭୁବନେଶ୍ୱର: ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ!-->… Read More...
Bignews ୩୫ ବର୍ଷ ପରେ କଟକର ବାରବାଟୀକୁ ଫେରିଲା କଂଗ୍ରେସ OPA May 23, 2019 0 କଟକ: ଦୀର୍ଘ ୩୫ବର୍ଷ ପରେ କଟକ ବାରବାଟୀରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିଛି। ୩୫ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡ଼ିର ଟାଣୁଆ ନେତା ଦେବାଶିଷ ସାମନ୍ତରାୟଙ୍କୁ ହରାଇଛନ୍ତି। ମୋକିମ୍ ୪ ହଜାରରୁ ଉଦ୍ଧ୍ଵ!-->… Read More...
Politics ରାୟବରେଲିରୁ ଜିତିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ OPA May 23, 2019 0 ଲକ୍ଷ୍ନୌ : କଂଗ୍ରେସର ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାୟବରେଲିରୁ କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀ ୧ ଲକ୍ଷରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଏହି ଆସନରୁ ବାଜି ମାର ନେଇଛନ୍ତି। କଂଗ୍ରେସ!-->… Read More...
Bignews ଦୁଇଟି ଯାକ ଆସନରୁ ହାରିଗଲେ ନିରଞ୍ଜନ ପଟ୍ଟନାୟକ OPA May 23, 2019 0 ଭୁବନେଶ୍ୱର: ସକାଳୁ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେୟା ହେଲା। ପିସିସି ସଭାପତି ଦୁଇଟି ଯାକ ବିଧାନସଭା ଆସନରେ ହାରି ଯାଇଛନ୍ତି। ସେ କେନ୍ଦୁଝରର ଘସିପୁର ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିଲେ।!-->!-->!-->… Read More...
Politics ହାରିଲେ ମେହବୁବା ମୁଫ୍ତି OPA May 23, 2019 0 ଜାମ୍ମୁ କାଶ୍ମୀର : ଲୋକସଭା ନିର୍ବାଚନରେ ଜାମ୍ମୁ କାଶ୍ମୀର ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ହାରି ଯାଇଛନ୍ତି। ଏପରିକି ତାଙ୍କ ନେତୃତ୍ୱାଧୀନ!-->… Read More...
Bignews ବିଜେପିକୁ ମିଳିଲା ଆଉ ୩ ବିଧାନସଭା ଆସନ OPA May 23, 2019 0 ଭୁବନେଶ୍ୱର: ବିଜୁ ଜନତା ଦଳର ଜୟ ଯାତ୍ରା ଅବ୍ୟାହତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ୩ଟି ସ୍ଥାନରେ ବିଜୟୀ ହୋଇଛି ଏବଂ କଂଗ୍ରେସର ରମେଶ ଜେନା ଗୋଟିଏ ଥର ବ୍ରେକ୍ ନେଇ ପୁଣି ଥରେ ନିର୍ବାଚିତ ହୋଇଛନ୍ତି।ମହାଙ୍ଗା!-->!-->!-->… Read More...
Bignews ମୋଦୀ ଏବଂ ଶାହାଙ୍କୁ ଅଭିନନ୍ଦନ ଜଣାଇଲେ ରାହୁଲ OPA May 23, 2019 0 ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପଥରେ ଅଗ୍ରସର ହେଉଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ!-->… Read More...
Bignews ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ OPA May 23, 2019 0 ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ କ୍ଷମତା ଦଖଲ କରିବେ। ଚୂଡ଼ାନ୍ତ ଫଳଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ!-->… Read More...