ଜନମତ ସର୍ଭେ : ବିଜେଡିକୁ ୧୧ ଓ ବିଜେପି ୧୦ ଲୋକସଭା ଆସନ !

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏକ ସମୟରେ ମତଦାନ ହୋଇଥିଲା । ରାଜ୍ୟର ୨୧ଟି ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା…
Read More...

ଆସନ୍ତାକାଲି ପ୍ରକାଶ ପାଇବନି ମାଟ୍ରିକ ପରୀକ୍ଷା ଫଳ : ବୋର୍ଡ ସଭାପତି

ଭୁବନେଶ୍ୱର: ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ । ଫଳ ପ୍ରକାଶ ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନାହିଁ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସ୍ପଷ୍ଟ କରିଛନ୍ତି।…
Read More...

ଦାମଙ୍କ ଭବିଷ୍ୟବାଣୀ: ନୀତି ଆଦର୍ଶ ନ ଥିବା ନବୀନ କଂଗ୍ରେସକୁ ପସନ୍ଦ କରିପାରନ୍ତି

ଭୁବନେଶ୍ୱର: ଓଡ଼ିଶାରେ ସମସ୍ତ ନିର୍ବାଚନରେ ଭବିଷ୍ୟବାଣୀ କରୁଥିବା ବିଜେପି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜ ଆସନରେ ଆକଳନ କରିବାରେ ବିଫଳ ହୋଇଛନ୍ତି । ନିଜ ଆସନ ତିର୍ତ୍ତୋଲର ସ୍ଥିତି ତାଙ୍କୁ କେମିତି କେମିତି…
Read More...

ଶ୍ରୀମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରବିବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି।ମନ୍ଦିର ବେଢ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେ କହିଲେ କି, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଯୋଗୁଁ…
Read More...

ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…
Read More...

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

ଭୁବନେଶ୍ୱର: ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୨୦୧୯ର ଛାତ୍ରଛାତ୍ରୀ ନିଜନିଜ ମାଟ୍ରିକ ପରୀକ୍ଷା ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଓଡ଼ିଶା ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ମଇ ୨୦…
Read More...

ସମଲିଙ୍ଗୀ ସମ୍ପର୍କ ଯୋଗୁଁ ଆମ ସହ ସମ୍ପର୍କ କାଟିଛି ଦୂତି: ଦୂତିଙ୍କ ମା’

ଭୁବନେଶ୍ୱର: ରବିବାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ପରେ ଏହାକୁ ନେଇ ତାଙ୍କ ମା ମୁହଁ ଖୋଲିଛନ୍ତି । ଦୂତିଙ୍କ ମା’ କହିଛନ୍ତି ଯେ ଦୂତି ଯାହାକୁ ବାହା ହେବାକୁ ଚାହୁଛି ସେ ତାଙ୍କର ନାତୁଣୀ ଆଉ…
Read More...

ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ…
Read More...

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଧାବିକା ଦୂତୀ

ଭୁବନେଶ୍ୱର: ସମଲିଙ୍ଗୀ ସମ୍ପର୍କରେ ଥିବା କଥା ଭାରତର ଦ୍ରୁତତ୍ତମ ଧାବିକା ଦୂତୀ ଚାନ୍ଦ କହିଛନ୍ତି। ତାଙ୍କର ଘନିଷ୍ଠ ବାନ୍ଧବୀ ସେ ଝିଅଟି ହେଉଛି ତାଙ୍କ ଜନ୍ମିତ ସହର ଚକ ଗୋପାଳପୁରର। ଅକାରଣରେ ଧ୍ୟାନର କେନ୍ଦ୍ରବିନ୍ଦୁ…
Read More...

ଡିୟୁଟିରେ ଥିବା ତିନି ସରକାରୀ କର୍ମଚାରୀ ମୃତ

ଶିମ୍‌ଲା: ନିର୍ବାଚନ ଡିୟୁଟି କରୁଥିବା ସମୟରେ ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ କାରଣରୁ ତିନି ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟର ଜଣେ ନିର୍ବାଚନ କର୍ମଚାରୀ କହିଛନ୍ତି।ମୃତ କର୍ମଚାରୀଙ୍କ ମଧ୍ୟରେ…
Read More...