ଜୁନ ତୃତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ମୌସୁମୀ

ଭୁବନେଶ୍ବର: ତାତିରେ ତ୍ରାହି ତ୍ରାହି ଡାକୁଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି ଆଣ୍ଡାମାନରୁ । କାରଣ ଆଣ୍ଡମାନକୁ ଛୁଇଁଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନରେ ଏହାର ପ୍ରଭାବ ଅନୁଭୁତ…
Read More...

ରାହୁଲଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ | ଏହା ପୂର୍ବରୁ ରାଜନୈତିକ ଦଳମାନଙ୍କରେ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଗଲାଣି | ନିର୍ବାଚନ ପରେ ମେଣ୍ଟ ମିଶନରେ ଏବେ ବାହାରିଛନ୍ତି…
Read More...

ଆହୁରି ୪ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: ତତଲା କଡେଇ ପାଲଟିଛି ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେତୁ ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।…
Read More...

ଆର୍ଥିକ ସଙ୍କଟରେ ପାକିସ୍ତାନ, ହ୍ରାସ ପାଉଛି ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ: ଭାରତୀୟ ଟଙ୍କାର ମୂଲ୍ୟ ପଡୋଶୀ ପାକିସ୍ତାନ ଟଙ୍କା ଠାରୁ ଦୁଇ ଗୁଣ ବୃଦ୍ଧି ପାଇଛି। ଶୁକ୍ରବାର (ମେ ୧୭) ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୭୦ ଥିବାବେଳେ ପାକ୍ ଟଙ୍କାର ମୂଲ୍ୟ ୧୫୦ ଅତିକ୍ରମ କରିଛି। ଗତ…
Read More...

୩ ଆତଙ୍କବାଦୀ ନିହତ

ପୁଲୱାମା : ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଶନିବାର ଆତଙ୍କବାଦୀ ଓ ସେନା ମଧ୍ୟରେ ହୋଇଥିବା ଗୁଳିବିନିୟନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ ପୁଲୱାମା ଜିଲା ଅବନ୍ତିପୋରାର…
Read More...

ନୂଆପଡା ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡା: ବନ୍ଧୁକ ଓ ଗୁଳି ସହ କ୍ୟାଡର ମାଓବାଦୀର ଆତ୍ମସମର୍ପଣ । ନୂଆପଡା ଏସପି ସ୍ମିତ ପି ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାମ ହେଉଛି ପର୍ଶୁରାମ ଧରୁଆ | ପର୍ଶୁରାମଙ୍କର ଉପରେ ୧ ଲକ୍ଷ ଟଙ୍କାର…
Read More...

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦଣ୍ଡ ବିଧାନ କରିଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା…
Read More...

ପଞ୍ଚାୟତ କାର୍ଯ୍ୟାଳୟ ଉପରକୁ ମାଓବାଦୀଙ୍କ ବୋମା ମାଡ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକର ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟ ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ବୋମା ମାଡ କରିଛନ୍ତି। ବୋମା ମାଡରେ ପଞ୍ଚାୟତ କାର୍ଯ୍ୟାଳୟଟି ନଷ୍ଟ ହୋଇଯାଇଥିବା…
Read More...

ରବିବାର ଭୁବନେଶ୍ବରର ୧୨୭ନଂ ବୁଥ୍‌ରେ ପୁନଃମତଦାନ

ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥ୍‌ରେ ରବିବାର ପୁଣି ମତଦାନ ହେବ। ସହିଦନଗର ହାଇସ୍କୁଲରେ ହୋଇଥିବା ଏହି ମତଦାନ କେନ୍ଦ୍ରରେ ଏପ୍ରିଲ ୨୩ତାରିଖରେ ମତଦାନ ହୋଇଥିଲେ ହେଁ ଇଭିଏମ୍‌ ମେସିନ୍‌ରେ…
Read More...

କେନ୍ଦୁଝରରେ ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାନପୁରର ସଞ୍ଜୁଲତା ରାଉତ ଓ ନୂଆରଗୋଡ଼ି ଗାଁର ଜଗନ୍ନାଥ ମଲ୍ଲିକ ।ସୋସ ଥାନା ହଦଗଡ଼…
Read More...