କମଲ ହାସନଙ୍କ ଉପରକୁ ଚପଲ ମାଡ ଘଟଣାରେ ଜଣେ ଅଟକ

ନୂଆଦିଲ୍ଲୀ : ସୁପରଷ୍ଟାର ତଥା ରାଜନେତା କମଲ ହାସନଙ୍କ ଉପରକୁ ବୁଧବାର ସନ୍ଧ୍ୟାରେ ଚପଲ ମାଡ଼ ହୋଇଥିବା ଜଣାପଡିଛି । ତାମିଲନାଡୁର ତିରୁପ୍ପାରାଙ୍କୁଦ୍ରମ୍‌ ବିଧାନ ନିର୍ବାଚନ ମଣ୍ଡଳୀରେ ଏକ ନିର୍ବଚାନୀ ସଭାରେ ଗାଡ଼ି ଉପରେ…
Read More...

ବାତ୍ୟା ‘ଫନି’ଜନିତ କ୍ଷୟକ୍ଷତି ସମୀକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରପଡ଼ା ଗସ୍ତ

କେନ୍ଦ୍ରାପଡ଼ା: ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି।…
Read More...

ଶାଳକକୁ ହତ୍ୟା କରିଥିବା ଭିଣୋଇଙ୍କୁ ଆଜୀବନ ଜେଲ୍‌

ଅନୁଗୁଳ: ଶାଳକକୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଦିନ ଅତିରିକ୍ତ ଦୌରା ଜଜ୍‌ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ପୁରୁଣାକୋଟ ଥାନା…
Read More...

ପଶ୍ଚିମ ବଙ୍ଗରେ ପ୍ରଚାର ବନ୍ଦ କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଭାରତର ନିର୍ବ‌ାଚନ କମିସନ ଆଜି ଏକ ଅଭୂତପୂର୍ବ ପଦକ୍ଷେପ ନେଇ ପଶ୍ଚିମ ବଙ୍ଗରେ ନିର୍ବାଚନ ପ୍ରଚାର ଅଭିଯାନକୁ ୨୪ ଘଣ୍ଟା ପୂର୍ବରୁ ସମାପ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଗତକାଲି ବିଜେପି ସଭାପତି ଅମିତ…
Read More...

ଅଲବର ଗଣବଳାତ୍କାର ଘଟଣା: ପୀଡିତାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ : ରାଜସ୍ଥାନ ଅଲବର ଜିଲା ଅନ୍ତର୍ଗତ ଏକ ଅଞ୍ଚଳରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ…
Read More...

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)ରେ ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଯାଚିକା ଉପରେ ଗୁରୁବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।…
Read More...

ବିବାହିତା ମହିଳାଙ୍କ ସହ ପଳାଇଥିବା ବ୍ୟକ୍ତି ଓ ତାଙ୍କ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼

ଇନ୍ଦୋର: ଜଣେ ବିବାହିତା ମହିଳାଙ୍କୁ ନେଇ ପଳାଇଥିବା ଅଭିଯୋଗରେ ମଧ୍ୟପ୍ରଦେଶରର ଧର ଠାରେ ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ ଦୁଇ ଜଣ ସମ୍ପର୍କୀୟା ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼ ଦିଆ ଯାଇଛି। ପୁଣି ଦୁଇ ଭଉଣୀଙ୍କ…
Read More...

ଝାଡ଼ାବାନ୍ତିରେ ୧୧ ଆକ୍ରାନ୍ତ

ସୁବର୍ଣ୍ଣପୁର: ସୋନପୁର ବ୍ଲକ୍‌ ଅନ୍ତର୍ଗତ ଜନମୁରା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୧ ଜଣ ବ୍ୟକ୍ତି ବୁଧବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛନ୍ତି।ଚିକିତ୍ସା ପରେ ସେମାନଙ୍କ…
Read More...

୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପୁଲୱାମା ଜିଲାର ଦାଲିପୁରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ…
Read More...

ଭୁବନେଶ୍ଵରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ଵର: ଭୁବନେଶ୍ଵରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ, ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ(ଏଡିବି)ର ଅଧିକାରୀଙ୍କ ନିକଟରେ…
Read More...